Aseema Panda ଓ Human Sagar ଙ୍କ କୁନି ଝିଅର ମସ୍ତି, ଦେଖନ୍ତୁ Video 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ସିଙ୍ଗର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ସିଙ୍ଗର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ସିଙ୍ଗର ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅସୀମା ପଣ୍ଡା । ଆପଣ ମାନେ ସମସ୍ତେ ଓଡିଆ ଗାୟିକା ଅସୀମା ପଣ୍ଡାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅସୀମା ପଣ୍ଡା ହେଉଛନ୍ତି ଜଣେ ପ୍ରସିଦ୍ଧ ସିଙ୍ଗର । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ଆସିବା ଦିନରୁ ଅସୀମା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଓ ଭିଡିଓ ଅପଲୋଡ କରନ୍ତି ଏବଂ ଦେଖୁ ଦେଖୁ ତାଙ୍କର ସମସ୍ତ ଫଟୋ ଭିଡିଓ ଭାଇରାଲ ହୋଇଯାଏ । ସୋସିଆଲ ମିଡିଆରେ ଅସୀମାଙ୍କ ଲୋକପ୍ରିୟତା ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଅସୀମାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ଭିଡିଓଟିକୁ ଦେଖିଲେ ଆପଣ ମାନେ ନିଶ୍ଚୟ ଖୁସି ହୋଇଯିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଅସୀମା ପଣ୍ଡାଙ୍କ ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଅସୀମା ଓଡିଆ ଗାୟକ ହ୍ୟୁମାନ ସାଗରଙ୍କ ଝିଅକୁ ନିଜ କୋଳରେ ରଖି ତା ସହ ମସ୍ତି କରୁଥିବାର ନଜର ଆସୁଛନ୍ତି ।

ଅସୀମା ଓ ହ୍ୟୁମାନଙ୍କ ଝିଅ ଖେଳୁ ଥିବାର ଏହି ଭିଡିଓରେ ନଜର ଆସିଛି । ହ୍ୟୁମାନ ମଧ୍ୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଗାୟକ ଅଟନ୍ତି । ହ୍ୟୁମାନ ଓ ଅସୀମା ଏକା ସହ ଅନେକ ଗୀତ ଗାଇଛନ୍ତି । ଏହି ଦୁଇଜଣଙ୍କ ଗୀତକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ତେବେ ବର୍ତ୍ତମାନ ଏହି ଭିଡିଓଟିକୁ ଫ୍ୟାନ୍ସ ମାନେ ବହୁତ ଅଧିକ ଭଲ ପାଇବା ଦେଇଛନ୍ତି ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *