Cuttack ରେ କମ୍ ଦାମରେ ଖୋଲିଲା ସୁନା ଦୋକାନ, ସୁନା କିଣିବା ପାଇଁ ଲାଗିଛି ଲୋକଙ୍କ ଗହଳି…ଦେଖନ୍ତୁ ଏ ନେଇ କଣ କୁହନ୍ତି ଗ୍ରାହକ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସବୁଠାରୁ କମ୍ ଦାମରେ କଟକରେ ଖୋଲିଲା ସୁନା ଦୋକାନ । ତେବେ ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପରେ ସତ କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କଥା ମଧ୍ୟ ନାହିଁ । ତେବେ ଏହା ହିଁ ସତ୍ୟ । ତେବେ ସୁନାରେ ପ୍ରସ୍ତୁତ ହୋଇଥିବା ଗହଣାମାନ ପିନ୍ଧିବାକୁ କିଏ ଅବା ମନ ବଳାଇନଥାଏ । ତେବେ କେବଳ ମହିଳା କାହିଁକି ପୁରୁଷ ମାନେ ମଧ୍ୟ ସୁନାରେ ତିଆରି ଗହଣା ପିନ୍ଧିବା ପାଇଁ ବହୁତ ଶୌକିନ ରଖିଥାନ୍ତି ।

ତେବେ ଏଠାରେ ଆପଣ ମାନଙ୍କୁ କହି ରଖୁଛି । ଏହା କି ଯେ କଟକ ଠାରେ ୱାନ ଗ୍ରାମ ଗୋଲ୍ଡ ସପ ଦୋକାନ ଖୋଲିଛି । ଯେଉଁଠାରେ କି ୱାନ ଗ୍ରାମ ଗୋଲ୍ଡ ପିଛା ୧୦୦ ଟଙ୍କା ଦରରେ ବିକ୍ରି କରାଯାଉଛି । ତେବେ କଟକ ଠାରେ ଥିବା ଆଲି ବାବା ଦୋକାନରେ ଏପରି ୱାନ ଗ୍ରାମ ଗୋଲ୍ଡର ସୁନାର ସମସ୍ତ ପ୍ରକାର ଅଳଙ୍କାରମାନ ତିଆରି କରାଯାଇ ବିକ୍ରି କରାଯାଉଛି ।

ତେବେ ଗ୍ରାହକ ମାନଙ୍କ ପସନ୍ଦ ମୁତାବକ ସୁନାରୁ ତିଆରି ଚେନ, ମୁଦି, ବ୍ରେସଏଲଇଟି, କାନର ଓ ନାକର ଭଳି ଅନେକ ଜିନିଷ ଏହି ଜ୍ୱେଲ୍ଵରିରେ ଉପଲବ୍ଧ ହୋଇପାରିଛି । ତେବେ ଆଲି ବାବା ଦୋକାନର ମାଳିକଙ୍କ କହିବା ଅନୁଯାଇ ଛୋଟ ବେଳୁ ହିଁ ମୋତେ ସୁନା ପ୍ରତି ବହୁତ ଆକର୍ଷଣ ରହିଥିଲା । ତେବେ ଆଜିକାଲି ଜମାନାରେ ଯେତେ ମାତ୍ରାରେ ସୁନାର ଦର ବୃଦ୍ଧି ପାଇବାରେ ଲାଗୁଛି । ସାଧାରଣ ଲୋକମାନେ ସୁନା କିଣି ତାହାକୁ ପିନ୍ଧିବା ବହୁତ କଷ୍ଟକର ହୋଇଯାଉଛି ।

ତେବେ ମୋର ସ୍ଵପ୍ନ ମୁଁ ସାକାର କରିପାରିଛି । ତେବେ ମୋ ସୁନା ଦୋକାନରେ ୱାନ ଗ୍ରାମ ଗୋଲ୍ଡର ସୁନାରେ ତିଆରି ଅଳଙ୍କାର ଏଠାରେ ମିଳୁଅଛି । ତେବେ ଏହି ସବୁ ଗହଣା ଉପରେ ଏକ ବର୍ଷର ମଧ୍ୟ ଗ୍ୟାରେଣ୍ଟି ରହିଅଛି । ଯେଉଁଥିରେ ଗ୍ରାହକ ମଧ୍ୟ ବହୁତ ଖୁସି ଥିବାର ଜଣା ପଡୁଛି ।

ତେବେ ଏହି ସୁନାରୁ ତିଆରି ଗହଣାମାନ କିଣିବା ପାଇଁ କଟକ ଠାରେ ଖୋଲିଥିବା ଦୋକାନରେ ଅନେକ ଗହଳି ମଧ୍ୟ ଦେଖିବାକୁ ମିଳିଛି । ତେବେ ଓଡିଶାରେ ଏପରି ସୁନା ସପ ଆଗରୁ ଦେଖିବାକୁ ପ୍ରାୟତଃ ମିଳିନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ସୁନା ଗହଣା ପ୍ରତି ଆପଣଙ୍କର କେତେ ମାତ୍ରାରେ ରୁଚି ରହିଥାଏ, ଆମକୁ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *