ନବଙ୍କ ପାଉଁଶ ସାମ୍ରାଜ୍ୟରେ ପଶିବାକୁ ଉଦ୍ୟମ ? ଜାଣନ୍ତୁ କଣ ଅଟେ ପୁରା ଖବର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନବଙ୍କ ପାଉଁଶ ସାମ୍ରାଜ୍ୟରେ ଧସେଇ ହୋଇ ପଶିବାକୁ ଉଦ୍ୟମ । ତେବେ ମନ୍ତ୍ରୀ ନବ କିଶୋର ଦାସଙ୍କ ଦେହାନ୍ତ ପରେ ତାଙ୍କର ବିଶାଳକାୟ ବ୍ୟବସାୟ ସାମ୍ରାଜ୍ୟରେ ଅନ୍ୟ ମାନେ ପଶି ତାହାକୁ ହାତେଇବା ପାଇଁ ଉଦ୍ୟମ କରିବା କଥା ଚର୍ଚାକୁ ଆସିଛି । ତେବେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ମନ୍ତ୍ରୀ ନବ କିଶୋର ଦାସ ଜଣେ ପ୍ରଭାବଶାଳୀ ଓ ଟାଣୁଆ ନେତା ଥିଲେ ।

ଏହା ସତ କିନ୍ତୁ ଜଣେ ରାଜନେତା ହେବା ସହ ଜଣେ ପ୍ରତିଷ୍ଟିତ ବ୍ୟବସାୟୀ ଭାବରେ ମଧ୍ୟ ନବ ଦାସଙ୍କର ଅନେକ ଅଞ୍ଚଳରେ ଦବଦାବା ରହିଥିଲା । ତେବେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା ପରି ସହର ମାନଙ୍କରେ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ନବ ଦାସ ଅଗ୍ରଣୀ ଭୂମିକାରେ ଥିଲେ । ତେବେ କୋଟି କୋଟି ଟଙ୍କାର ବିଜିନେସ କରି ସେ ପଶ୍ଚିମ ଓଡିଶାର ଜଣେ ବିତ୍ତଶାଳୀ ବ୍ୟକ୍ତିତ୍ବ ଭାବରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

ତେବେ ହଟାତ guli କାଣ୍ଡ ହୋଇ ନବ ଦାସଙ୍କର ଦେହାନ୍ତ ହୋଇଯାଇଥିଲା । ତେବେ ନବ ଦାସଙ୍କର ହତୟଆ ପରେ ଓଡିଶାର ଜଣେ ବିଶିଷ୍ଟ ନେତା ଓ ଜଣେ ପ୍ରତିଷ୍ଟିତ ବ୍ୟବସାୟୀ ଆମ ସମସ୍ତଙ୍କ ଗହଣରୁ ଚାଲିଯାଇଥିଲେ । ତେବେ ନବଙ୍କ ଯିବା ପରେ ନବଙ୍କ ଶିଳ୍ପ ସାମ୍ରାଜ୍ୟ ଯେପରି କୋଇଲା ଓ ଆଶପଣ୍ଡରୁ ପାଉଁଶ ବ୍ୟବସାୟରେ ଅନ୍ୟ ଲୋକମାନେ ହସ୍ତକ୍ଷେପ କରି ତାହାକୁ ତାଙ୍କ ସାମ୍ରାଜ୍ୟରେ ପଶିବାକୁ ଉଦ୍ୟମ କରିଲେଣି ।

ତେବେ ସମ୍ବଲପୁରର ରେଙ୍ଗାଳୀ ଠାରେ  ଥିବା ଶିଳ୍ପାଞ୍ଚଳରେ ନବ ଦାସଙ୍କର ବହୁତ ଡବଡବା ରହିଥିଲା । ତେବେ ନବ ଦାସଙ୍କ ଥିବା ସମୟରେ ଅନ୍ୟ କେହି ଏହି ଶିଳ୍ପାଞ୍ଚଳ ଉପରେ ଆଖି ମଧ୍ୟ ପକାଇବାକୁ ସାହସ କରିପାରୁନଥିଲେ । ତେବେ ଜଣେ ଉପକୂଳ ଏବଂ ପଶ୍ଚିମ ଓଡିଶାର ଟାଣୁଆ ନେତା ନବ ଦାସଙ୍କ ସାମ୍ରାଜ୍ୟରେ ପଶିବାକୁ ଉଦ୍ୟମ କରୁଛନ୍ତି ବୋଲି ଚର୍ଚା ହେବାରେ ଲାଗିଛି ।

ତେବେ କୋଇଲା, ପାଉଁଶ ଓ ଅନ୍ୟାନ୍ୟ ଖଣିଜ ସାମଗ୍ରୀ ପରିବହନ କରିବା ପାଇଁ ଶିଳ୍ପାଞ୍ଚଳରେ ଦିନକୁ ଶହ ଶହ ଟ୍ରକ ଆସି ଲାଗୁଥିଲା । ତେବେ ସେଠାରେ କାରବାର ଓ ପରିବହନ କାର୍ଯ୍ୟର ସମସ୍ତ ଭାର ପୂର୍ବତନ ମନ୍ତ୍ରୀ ନବ ଦାସ ବୁଝିବା ସହିତ କୋଟି କୋଟି ଟଙ୍କାର ମୁଣ୍ଡ ହୋଇ ନିଜକୁ ଏକ ବିଶିଷ୍ଟ ଶିଳ୍ପପତି ନବ ଦାସ ନିଜକୁ କରିପାରିଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *