କୋର୍ଟରେ Gopal Das ଙ୍କୁ ପାଗଳ କହି ହେଇଥିଲା ପ୍ରବଳ ଗାଳି ବର୍ଷା…ପୁରା ମାମଲା ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳକୁ ପାଗଳ କହି କୋର୍ଟରେ ହୋଇଥିଲା ପ୍ରବଳ ଗା-ଳି । ତେବେ ପୂର୍ବତନ ମନ୍ତ୍ରୀ ନବ ଦାସ ହତୟଆ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଗୋପାଳ ଦାସ ଉପରେ ଦିନକୁ ଦିନ କିଛି ନୂଆ ନୂଆ ତଥ୍ୟ ସାମ୍ନା କୁ ଆସିବାରେ ଲାଗିଛି । ତେବେ ଗତ କିଛି ବର୍ଷ ପୂର୍ବେ ଗୋପାଳ ଦାସ ପୋଲିସ କର୍ମଚାରୀ ରୂପେ କାର୍ଯ୍ୟ କରୁଥିବା ସମୟରେ ଗୋପାଳକୁ ଦ-ଉଷ୍କ-ଅର୍ମ ଭଳି ଏକ ସଂବେଦନ କାର୍ଯ୍ୟ ଭାର ଦିଆଯାଇଥିଲା ।

ତେବେ ଯାହାକୁ ଠିକ ଭାବରେ ତୁଲାଇ ପାରିନଥିବାରୁ ଗୋପାଳ ଉପରେ କୋର୍ଟରେ ଖୁବ୍ ଗା-ଳି ବର୍ଷଣ କରଯାଇଥିଲା । ତେବେ ଗୋପାଳକୁ ଏକ ପାଗଳ କହି କୋର୍ଟରେ ଖୁବ ଗା-ଳିମନ୍ଦ କରଯାଇଥିଲା । ତେବେ ସେବେଠାରୁ ଯଦି ଗୋପାଳ ଏକ ମାନସିକ ରୋଗୀ ବା ପାଗଳ ବୋଲି କୋର୍ଟ ଜାଣିଦେଇଥିଲା । ତେବେ କାହିଁକି ଗୋପାଳକୁ ପୋଲିସ ପଦବୀରୁ ବହିଷ୍କାର କରାଯାଇନଥିଲା । ଗୋପାଳ ପାଖରୁ ସର୍ଭିସ ରି-ଭଲ-ବଲ୍ କଣ ପାଇଁ ନିଆ ଯାଇନଥିଲା ।

ତେବେ ବର୍ତ୍ତମାନ ସମୟରେ ଏହି ସବୁ କଥା ଉପରେ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ଖୋଳଟାଡ ଆରମ୍ଭ କରିଦେଇଛି ।  ତେବେ ଗୋପାଳ ମଧ୍ୟ ନିଜର ମାନସିକ ଅସ୍ଥିରତା ଉପରେ ଚିକିତ୍ସିତ ହୋଇ ମେଡ଼ିସିନ ଖାଇବାର ପ୍ରେଚକ୍ୟୁସନ ଦେଖାଇ ଅନେକ ଥର ପୂର୍ବ ଏସପିଙ୍କ ଠାରୁ ନିଜର ଚିକିତ୍ସା ପାଇଁ ଛୁଟି ମଧ୍ୟ ନେଇଛି । ତେବେ ଗୋପାଳ ଜଣେ ମାନସିକ ଅସ୍ଥିରତାର ରୋଗୀ ଜାଣି ମଧ୍ୟ ଗୋପାଳକୁ ଏତେ ବର୍ଷ କିଭଳି ଭାବରେ ପୋଲିସ କର୍ମଚାରୀ ରୂପେ ରଖା ଯାଇଥିଲା ।

ସେହି କଥାକୁ ନେଇ ଉଠୁଛି ବହୁତ ବଡ ପ୍ରଶ୍ନବାଚୀ ? ତେବେ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ପାଖରେ ଲାଗିଥିବା ତଥ୍ୟ ଆଧାରରେ ଗୋପାଳ ପାଗଳ ବୋଲି ଜଣା ପଡିଯାଇଛି । ତେବେ ଗୋପାଳର ମାନସିକ ବିକୃତି ପାଇଁ ଖାଉଥିବା ମେଡିସିନର ପ୍ରେସକ୍ରିପ୍ସନ କୁ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ଜବତ କରିଛି ।

ତେବେ ଅଧିକରୁ ଅଧିକ ଗୋପାଳ ବିଷୟରେ ତଥ୍ୟ ଯୋଗାଡ କରି ଗୋପାଳ ସତରେ ଜଣେ ମାନସିକ ରୋଗୀ ଅର୍ଥାତ ପାଗଳ କି ନୁହେଁ ତାହା ପ୍ରମାଣ କରିବା ପାଇଁ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ନିଜର ସଂପୂର୍ଣ୍ଣ ତଦନ୍ତ ଆରମ୍ଭ କରିଦେଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *