ସ୍କୁଲ ୟୁନିଫର୍ମରେ ସାଙ୍ଗମାନଙ୍କ ସହ ଠିଆ ହୋଇଥିବା ଏ ଝିଅଟି କିଏ ? ଯିଏ ରହି ସାରିଛନ୍ତି Salman, Shahrukh ଓ Akshya ଙ୍କ ହିରୋଇନ…

ବନ୍ଧୁଗଣ, ଏଠାରେ ଏକ ଫଟୋଚିତ୍ର ରେ ଆପଣ ଦେଖିବାକୁ ପାଉଥିବେ ଯେ ସମସ୍ତେ ସ୍କୁଲ ୟୁନିଫର୍ମରେ ଛିଡା ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବଲିଉଡର ଟପ ହିରୋଇନ ଭାବରେ ଜଣେ ଖ୍ୟାତି ଅର୍ଜନ କରିଲେ । ସେ ହିରୋଇନ ଭାବରେ ବଡ ବଡ ସେଲିବ୍ରେଟି ଙ୍କ ସହିତ କାମ କରିଛନ୍ତି । ସାଧାରଣତଃ ବଲିଉଡ ସହିତ ଜଡିତ ଥିବା ସବୁ ଖବର ସମ୍ବନ୍ଧରେ ଜାଣିବା ନିମନ୍ତେ ଫ୍ୟାନ୍ସ ବହୁତ ଉତ୍ସାହିତ ରହିଥାନ୍ତି ।

ତାହା ତାଙ୍କର ଆସୁଥିବା କୌଣସି ସିନେମା ହେଉ ଅଥବା ଜୀବନ ସହିତ ଜଡିତ କୌଣସି ଘଟଣା ହେଉ ଅଥବା ପିଲାଦିନର କୌଣସି ଫଟୋଚିତ୍ର ହେଉ । ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ବଲିଉଡ ତାରକାଙ୍କ ପିଲାଦିନର ଫଟୋଚିତ୍ର ବହୁତ ଚର୍ଚ୍ଚା ର ବିଷୟ ପାଲଟିଛି । ଏହି ଫଟୋ କୁ ଦେଖି ଫ୍ୟାନ୍ସ ମାନେ ଦ୍ଵନ୍ଦ ରେ ପଡୁଥିଲେ ଯେ ସତରେ କ’ଣ ଏହା ତାଙ୍କର ପ୍ରିୟ ଷ୍ଟାର ଅଟନ୍ତି ?

ବର୍ତ୍ତମାନ ସେହିଭଳି ଏକ ଅଭିନେତ୍ରୀ ଙ୍କ ଫଟୋଚିତ୍ର ଭା-ଇ-ରା-ଲ ହେବାକୁ ଲାଗିଛି ଯାହାକୁ ଦେଖିଲା ପରେ ଫ୍ୟାନ୍ସ ମାନେ ଅନ୍ଦାଜା ଲଗାଇବାରେ ଅସଫଳ ହୋଇଛନ୍ତି ଯେ ଏହି ଅଭିନେତ୍ରୀ ଜଣଙ୍କ କିଏ ? ଏହି ଫଟୋ ରେ ଆପଣ ଦେଖିବାକୁ ପାଇବେ ଯେ ସବୁ ଝିଅ ସ୍କୁଲ ଡ୍ରେସ ପିନ୍ଧି ଧାଡିରେ ଛିଡା ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ପରେ ବଲିଉଡର ଟପ ଅଭିନେତ୍ରୀ ଭାବରେ ବର୍ତ୍ତମାନ ଜଣାଶୁଣା ।

ଏହି ଝିଅ ସାଉଥ ପରିବାରର ଅଟନ୍ତି ଏବଂ ସାଧାରଣ ଚେହେରା ଥାଇ ମଧ୍ୟ ସେ ବଲିଉଡର ଟପ ହିରୋଇନ ଭାବରେ ପରିଚିତ ହେଲେ । ସେ ନିଜ ଲୁକ ଏବଂ ଆକଟିଂ ଉପରେ ବହୁତ କାମ କରିଛନ୍ତି । ବର୍ତ୍ତମାନ ସେ ବଲିଉଡ ର ଗ୍ଲାମରସ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଗୋଟିଏ ଅଟନ୍ତି । ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଏହି ହିରୋଇନ କୁ ଚିହ୍ନି ପାରିଲେ ନାହିଁ ତେବେ ଜାଣି ରଖନ୍ତୁ ଏହି ଝିଅ ଟି ଅଭିନେତ୍ରୀ ଶିଲ୍ପା ଶେଠୀ ଙ୍କର ପିଲାଦିନର ଫଟୋଚିତ୍ର ଅଟେ ।

ଶିଲ୍ପା ଶେଠୀ ଏକ ଭାରତୀୟ ଅଭିନେତ୍ରୀ ତଥା ମଡେଲ ଅଟନ୍ତି । ଶିଲ୍ପା ଶେଠୀ ବ୍ୟବସାୟୀ ରାଜ କୁନ୍ଦ୍ରା ଙ୍କୁ ବିବାହ କରିଛନ୍ତି । ସେ 1993 ରେ ଚଳଚିତ୍ର ବାଜିଗର ରୁ ଡେବ୍ୟୁ କରିଥିଲେ । ସେ ବଲିଉଡ ସହିତ କର୍ଣ୍ଣାଟକ ଏବଂ ତେଲୁଗୁ ଚଳଚିତ୍ର ରେ ମଧ୍ୟ କାମ କରିଛନ୍ତି ।

ସମୁଦାଯ 40 ଟି ଫିଲ୍ମ କରିଛନ୍ତି । ଶିଲ୍ପା ଶେଠୀ ବଲିଉଡ ର ଟପ ଅଭିନେତ୍ରୀ ଅଟନ୍ତି । ଫିଲ୍ମ ବ୍ୟତୀତ ସେ ଅନେକ ଟିଭି ସୋ ମାନଙ୍କରେ ମଧ୍ୟ ନଜର ଆସୁଛନ୍ତି । ତାଙ୍କର ଦୁଇ ଶିଶୁ ମଧ୍ୟ ଅଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *