ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ GK ସମ୍ବନ୍ଧୀୟ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହା ଆପଣଙ୍କୁ ଅନେକ ସ୍ଥାନରେ ସାହାର୍ଯ୍ୟ କରିବ । ଏହା ଛାତ୍ର ଛାତ୍ରୀ ଙ୍କ ପାଇଁ ବେସ ଲାଭକାରୀ ସାବ୍ୟସ୍ଥ ହେବ । ସାଧାରଣତଃ ଅନେକ ଲୋକ GK ସମ୍ବନ୍ଧୀୟ ପ୍ରଶ୍ନ ଉତ୍ତର ଜାଣିବାକୁ ବେସ ଭଲପାଆନ୍ତି । ତେବେ ଆଜିର ବିବରଣୀ ସେମାନଙ୍କ ନିମନ୍ତେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।
୧;- ଭାରତର କେଉଁ ରାଜ୍ୟରେ ଆଧାରକାର୍ଡ ବନି ନଥାଏ ?
ଉତ୍ତର;- ଜମ୍ମୁ କାଶ୍ମୀର ।
୨;- ଭାରତର ଅଧିକ ଫିଲ୍ମ କେଉଁ ଦିନରେ ରିଲିଜ ହୋଇଥାଏ ?
ଉତ୍ତର;- ଶୁକ୍ରବାର ।
୩;- ଲିଚି ନଗର ନାମରେ କିଏ ପରିଚିତ ?
ଉତ୍ତର;- ଦେହେରାଦୁନ ।
୪;- ଲାଲକିଲା ଙ୍କୁ ବନିବାକୁ କେତେ ବର୍ଷ ଲାଗିଥିଲା ?
ଉତ୍ତର;- ୧୦ ବର୍ଷ ।
୫;- ଶାଶୁ ବୋହୂ ମନ୍ଦିର ଭାରତ ର କେଉଁ ରାଜ୍ୟରେ ସ୍ଥିତ ଅଛି ?
ଉତ୍ତର;- ରାଜସ୍ଥାନରେ ।
୬;- ଦୀପାବଳୀରେ ବାଣ ଫୁଟାଇବାର ପରମ୍ପରା କେଉଁ ଦେଶ ଆରମ୍ଭ କରିଥିଲା ?
ଉତ୍ତର;- ଚୀନ ।
୭;- ଏଭଳି କେଉଁ ଦେଶ ଅଛି ଯାହା ପାଖରେ ଗୋଟିଏ ମଧ୍ୟ ଆର୍ମୀ ସେନା ନାହାଁନ୍ତି ?
ଉତ୍ତର;- ଆଇସଲ୍ୟାଣ୍ଡ ।
୮;- ଦୁନିଆରେ ସବୁଠାରୁ ଅଧିକ ଚିନୀ କେଉଁ ଦେଶର ଲୋକେ ଖାଇଥାନ୍ତି ?
ଉତ୍ତର;- ଭାରତ ।
୯;- ଆଜାଦୀ ସମୟରେ ଭାରତର ସମୁଦାୟ କେତେ ଜନସଂଖ୍ୟା ଥିଲା ?
ଉତ୍ତର;- ୩୭ କରୋଡ ।
୧୦;- ଏଭଳି କେଉଁ ଫୁଲ ଅଛି ଯାହାର ଓଜନ ୧୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ?
ଉତ୍ତର;- ରେଫ୍ଲେସିୟା ।
୧୧;- କେଉଁ ପଶୁ ପିଠିରେ ଗାତ ରହିଥାଏ ?
ଉତ୍ତର;- ଓଟ ।
୧୨;- କ୍ରିକେଟ ବ୍ୟାଟର ଓଜନ କେତେ ହୋଇଥାଏ ?
ଉତ୍ତର;- ୧୬୩ ଗ୍ରାମ ।
୧୩;- ଭାରତରେ ସବୁଠାରୁ ପଢାଲେଖା ଲୋକ କେଉଁ ଧର୍ମର ଅଟନ୍ତି ?
ଉତ୍ତର;- ଜୈନ ଧର୍ମ ।
୧୪;- ଏଭଳି କେଉଁ ନଦୀ ଅଛି ଯିଏ ନିଜର ରଙ୍ଗ ବଳଦିଥାଏ ?
ଉତ୍ତର;- କେନୋ କ୍ରିଷ୍ଟାଲ ନଦୀ ।
୧୫;- ଏଭଳି କେଉଁ ଦେଶ ରହିଅଛି ଯାହାର ଡାକ ଟିକତରେ ସେହି ଦେଶର ନାମ ହୋଇ ନଥାଏ ?
ଉତ୍ତର;- ଗ୍ରେଟ ବ୍ରିଟେନ ।
୧୬;- ସୁଦ୍ଧ ଜଳର ପିଏଚ ମାନ କେତେ ହୋଇଥାଏ ?
ଉତ୍ତର;- ୭ ।
୧୭;- ସବୁଠାରୁ ଶୁଦ୍ଧତମ ସୁନା କେତେ କ୍ୟାରେଟର ହୋଇଥାଏ ?
ଉତ୍ତର;- ୨୪ କ୍ୟାରେଟ ର ।
୧୮;- କେଉଁ ରାଷ୍ଟ୍ରପତିର କାର୍ଯ୍ୟକାଳ ସବୁଠାରୁ ବଡ ରହିଥିଲା ?
ଉତ୍ତର;- ଡାକ୍ତର ରାଜେନ୍ଦ୍ର ପ୍ରସାଦ ।
୧୯;- କାହାକୁ ସାଗରମାଥା ନାମରେ ଜଣାଯାଇଥାଏ ?
ଉତ୍ତର;- ଏଭରେଷ୍ଟ କୁ ।
୨୦;- ଶରୀରର କେଉଁ ଅଙ୍ଗ ନିଆଁରେ ଜଳିନଥାଏ ?
ଉତ୍ତର;- ନଖ । ବନ୍ଧୁଗଣ ଏହି ବିଶେଷ ପ୍ରଶ୍ନ ଉତ୍ତର ର ବିବରଣୀ ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।