ସରିଲା Arindam Das ଙ୍କ ଶେଷ କୃତ୍ୟ, ଅରିନ୍ଦମ ଙ୍କ ଘରେ ପଡିଛି କାନ୍ଦ ବୋବାଳି, Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ, ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ମୃ-ତ ଦେହ ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତ ର ରାୟକେଳା ରେ ପହଞ୍ଚିଛି । ଆଜି ପ୍ରାତଃ ୪.୨୦ ମିନିଟ ରେ ରାୟକେଳା ଗାଁ ରେ ମୃ-ତ ଦେହ ପହଞ୍ଚିବା ପରେ କା-ନ୍ଦ ବୋ-ବା-ଳି ରେ ଫା-ଟି ପଡିଥିଲା ସଂପୂର୍ଣ୍ଣ ଗାଁ । ଗାଁ ରେ ସୃଷ୍ଟି ହୋଇଥିଲା ଶୋ-କା-କୁ-ଳ ପରିବେଶ । ସେହି ପୈତୃକ ଗାଁ ରେ ବୈତରଣୀ ନଦୀ କୂଳରେ ଆଉ କିଛି ସମୟ ପରେ ଶ-ବ ସ-ତ୍କା-ର କରାଯିବାକୁ ଯାଉଅଛି ।

କେନ୍ଦୁଝର ରୁ ରାୟଖୋଳା ଯିବା ବାଟରେ ଅରିନ୍ଦମ କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା । ଯାଜପୁର, କୁଆଖିଆ, ଏବଂ କେନ୍ଦୁଝର ଟାଉନ ରେ ଅରିନ୍ଦମ ଙ୍କର ସାଙ୍ଗ ସାଥି ଏବଂ ବନ୍ଧୁପରିବାର ବର୍ଗ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଅରିନ୍ଦମ ଙ୍କ ସହଯୋଗୀ ସୌମ୍ୟରଞ୍ଜନ ସାହୁ ଏହି ସମ୍ବନ୍ଧରେ ସୂଚନା ଦେଇ କହିଥିଲେ ଯେ, ବର୍ତ୍ତମାନ ମଧ୍ୟ ଏହି କଥା ବିଶ୍ଵାସ କରି ହେଉ ନାହିଁ । ୨ ଦିନ ତଳେ ଅରିନ୍ଦମ ଆମ୍ଭ ସହିତ କାର ରେ ଘରକୁ ଫେରୁଥିଲେ ।

କିନ୍ତୁ ବର୍ତ୍ତମାନ ସେ ଆଉ ନାହାନ୍ତି । ଏହି କଥାକୁ ସହଜରେ ବିଶ୍ଵାସ କରି ହେଊ ନାହିଁ । ଆଉ କିଛି ସମୟ ପରେ ତାଙ୍କର ଅନ୍ତିମ ସଂସ୍କାର ଆରମ୍ଭ ହେବ । ସୌମ୍ୟ ମ-ର-ମ-ହା-ତ ହୋଇ ଭା-ଙ୍ଗୀ-ପ-ଡି କହିଥିଲେ, ମୁଁ ଏହି କଥାକୁ ସହଜରେ ବିଶ୍ଵାସ କରି ପାରୁ ନାହିଁ ଯେ ଅରିନ୍ଦମ ଆଉ ଆମ୍ଭ ସହିତ ନାହାଁନ୍ତି । ମାତ୍ର ଯେତେବେଳେ ଏହି ଘ-ଟ-ଣା ସମ୍ବନ୍ଧରେ ଖବର ଆସିଥିଲା ସେତେବେଳେ ଆମ୍ଭେମାନେ ସମସ୍ତେ ସ୍ତବ୍ଦ୍ଧ ହୋଇ ଯାଇଥିଲୁ ।

ସଂପୂର୍ଣ୍ଣ ଓଡିଶା ବାସୀ ମଧ୍ୟ ଏହି ଘ-ଟ-ଣା କୁ ନେଇ ଚକିତ ହୋଇ ଯାଇଛନ୍ତି । କାରଣ ଅରିନ୍ଦମ ଙ୍କୁ ନେଇ କେନ୍ଦୁଝର ଜିଲ୍ଲା ଗର୍ବ କରେ । କେନ୍ଦୁଝର ର ଲୋହିତ ପୁଅ ଥିଲେ ଅରିନ୍ଦମ । କେବଳ କେନ୍ଦୁଝର ନୁହେଁ OTV ର ମଧ୍ୟ ପ୍ରସିଦ୍ଧ ସାମ୍ବାନ୍ଦିକ ଥିଲେ ଅରିନ୍ଦମ ଦାସ । ସେ ସାଇକ୍ଳୋନ ମ୍ୟାନ ଭାବରେ ପରିଚିତ ଥିଲେ ।

କାରଣ ଓଡିଶା କୁ ଯେତେବେଳେ ମଧ୍ୟ ବାତ୍ୟା ଆସେ ବନ୍ୟା ଆସେ, ସେତେବେଳେ ଅରିନ୍ଦମ ଦାସ ହିଁ ଥାନ୍ତି ସ୍କ୍ରୀନ ରେ । ସେ ସ୍ତିର ରହି ସମସ୍ତ ଜରୁରୀ କାଳୀନ ତତ୍ଵ ଓଡିଶା କୁ ପହଞ୍ଚାନ୍ତି । ମାତ୍ର ବର୍ତ୍ତମାନ ସେ ଆଉ ଆମ ଗହଣରେ ଉପସ୍ଥିତ ନାହାନ୍ତି । କେନ୍ଦୁଝର ଜିଲ୍ଲା ର ବିଧାୟକ ମଧ୍ୟ ପହଞ୍ଚିଛନ୍ତି ତାଙ୍କର ଶେ-ଷ-କୃ-ତ୍ୟ ନିମନ୍ତେ । ଗାଁ ରେ ଶେଷ ଦର୍ଶନ ନିମନ୍ତେ ଗ୍ରାମ ବାସୀ ମାନେ ଚାହିଁ ବସିଥିଲେ । ବନ୍ଧୁଗଣ ଏହି ମ-ର୍ମ-ହା-ତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *