‘ବା ଆଉ ଆସିବନି’ ଦେଖନ୍ତୁ Arindam ଙ୍କ ମା’ କାନ୍ଦି କାନ୍ଦି ତାଙ୍କ କୁନି ପୁଅକୁ କଣ କହୁଛନ୍ତି ? ପୁରା Video ଦେଖିଲେ ଆପଣ ବି କାନ୍ଦି ପକେଇବେ

ବନ୍ଧୁଗଣ ଗତ କାଲି କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ପୈତୃକ ଗ୍ରାମ ରାଇକଳାରେ ପହଞ୍ଚିଲା ଅରିନ୍ଦମଙ୍କ ପା-ର୍ଥି-ବ ଶ-ରୀ-ର । ଶେଷ ଦର୍ଶନ ପାଇଁ ବନ୍ଧୁ ଓ ଶୁଭେଛୁଙ୍କ ଭି-ଡ଼ ଜମି ଥିଲା । ସେହି ସମୟର ଏକ ଭିଡିଓ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି ଓ ସେହି ଭି-ଡି-ଓ ବିଷୟରେ ଜାଣିଲେ ଆପଣ ମାନଙ୍କ ଆଖିରୁ ଲୁହ ଝରି ଯିବ । ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ-କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପରିବାର ଲୋକ । ପୁଅର ଶ-ବ ଆସିବା ପରେ ପରିବାର ଲୋକ ସଂପୂର୍ଣ୍ଣ ଭାବରେ ଭା-ଙ୍ଗି ପଡିଛନ୍ତି ।

ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଏହି ଭିଡିଓରେ ଅରିନ୍ଦମଙ୍କ ପୁଅକୁ ତାଙ୍କ ମା କୋଳରେ ଧରି କା-ନ୍ଦୁ- ଛ-ନ୍ତି । ଅରିନ୍ଦମଙ୍କ ମା ତାଙ୍କ ପୁଅକୁ କୋଳରେ ଧରି କହୁଛନ୍ତି-‘ବା ଆଉ ଆସିବ ନାହିଁ, ବା ଦାଦୁ ପାଖକୁ ପଳେଇଲା । ତାକୁ ଖୋଜିବୁ ନାହିଁ ବା ଆଉ ଆସିବ ନାହିଁ ତତେ ବୁଲେଇବା ପାଇଁ’ । ବନ୍ଧୁଗଣ ଏହି ଦୃଶ୍ୟ ଦେଖିଲେ କାହା ଆଖିରୁ ଲୁହ ଝରିବ ନାହିଁ । ଅରିନ୍ଦମଙ୍କ ଦେ-ହା-ନ୍ତ ଦୁଃଖରେ ତାଙ୍କ ପରିବାର ଲୋକଙ୍କ କା-ନ୍ଦି କା-ନ୍ଦି ଦିନ ଯାଉଛି ।

ଅରିନ୍ଦମଙ୍କ ଭଉଣୀ ଶେଷ ଥର ପାଇଁ ଅରିନ୍ଦମଙ୍କ ଛା-ତି ଉପରେ ମୁଣ୍ଡ ରଖି ବହୁତ କାନ୍ଦି ଛନ୍ତି । ଅରିନ୍ଦମଙ୍କ ସହକର୍ମୀ ମାନଙ୍କ ଅବସ୍ତା ମଧ୍ୟ ବହୁତ ଖରାପ । ସେମାନେ ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ-କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସାହାସୀ ଅରିନ୍ଦମଙ୍କ ମୃ-ତ୍ୟୁ ପରେ ସାରା ଓଡିଶା ବାସୀ ଦୁଃଖ ପ୍ରକାଶ କରିଛନ୍ତି ।

ଗତ କାଲି ନ୍ୟୁଜ ସଂଗ୍ରହ କରିବା ଯାଇଥିଲେ ଅରିନ୍ଦମ । ଅପରେସନ ଗଜରାଜରେ ସେ ମହାନଦୀ ଭିତରକୁ ଓଡ୍ରାଫ ଟିମ ସହ ଯାଇଥିଲେ । ହେଲେ ହଠାତ ଜଳ ସ୍ରୋ-ତ ବ-ଢି-ଯିବାରୁ ସେ ବୋଟରୁ ଖସି ପାଣିରେ ବୁ-ଡି ଯାଇଥିଲେ । ଅରିନ୍ଦମ ନିଜ ଜୀବନରେ ବହୁତ ସମ୍ମାନ ଅର୍ଜନ କରିଥିଲେ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *