ଦେଖନ୍ତୁ କେମିତି Boat ଟି ବୁଡିବା ସମୟରେ ହାତୀ ଟି ପ୍ରାଣପ୍ରଣେ ଲୋକଙ୍କୁ ବଞ୍ଚାଇବାକୁ କରୁଥିଲା ଉଦ୍ୟମ, କେତେବେଳେ ଶୁଣ୍ଢ ବଢାଉଥିଲା ତ କେତେବେଳେ…ଦେଖନ୍ତୁ Video

ବନ୍ଧୁଗଣ, ମଣିଷ ପରେ ହାତୀ କୁ କୁହାଯାଏ ସବୁଠାରୁ ବିଦ୍ଧିମାନ ଜୀବ । ଆପଣ ଏହି ଦୁ-ର୍ଘ-ଟ-ଣା ସ-ମ୍ବ-ନ୍ଧ-ରେ ଜାଣିଲେ ନିଶ୍ଚିତ ବୁଝିନେବେ ଯେ ଏହା ସଂପୂର୍ଣ୍ଣ ଭାବରେ ସତ୍ୟ ଅଟେ । ଆପଣ ଦୁ-ର୍ଘ-ଟ-ଣା ରେ ହାତୀ ର ଆ-ଚ-ର-ଣ ଦେଖିଲେ ନିଶ୍ଚିତ ରୂପେ ସ୍ଵୀକାର କରିବେ । ପାଣିର ସୁଅ ରେ ଫ-ସି ରହିଥିଲା ଏହି ଦନ୍ତାହାତୀ । ପ୍ରଖର ସୁଅ ରେ ନିର୍ଭୀକାର ଭାବରେ ହାତୀ ଟି ଛିଡା ହୋଇ ରହିଥିଲା ।

ପାଣି ସୁଅ କୁ କା-ଟି ବାହାରକୁ ଅଥବା କୁଳକୁ ଆସିବା ନିମନ୍ତେ ହାତୀ ପକ୍ଷେ ସମ୍ଭବ ପର ହେଉ ନଥିଲା । ତଥାପି ହାତୀଟି ତାହାର ଚେଷ୍ଟା ଜାରି ରଖିଥିଲା । ସେ ବୁଝି ସାରିଥିଲା ସ୍ଥିତି ସହିତ ତାକୁ ହିଁ ଧର୍ଯ୍ୟର ସହିତ ଲ-ଢି-ବା-କୁ ହେବ । ଏହି ସମୟରେ ପାଖକୁ ଆସୁଥିବା ବୋଟ କୁ ଦେଖି ଦନ୍ତାହାତୀ ଟି ବ୍ୟସ୍ତ ମଧ୍ୟ ହୋଇସାରିଥିଲା । ଯେତେବେଳେ ବୋଟ ଟି ନିଜର ନିୟନ୍ତ୍ରଣ ହରାଇବାକୁ ବସିଥିଲା । ସେତେବେଳେ ହାତୀଟିର ଆ-ଚ-ର-ଣ ଦେଖିଲେ ଆପଣ ଜାଣି ପାରିବେ ଯେ ସତରେ ଏହା ମଣିଷ ତୁଲ୍ୟ ।

ବୋଟ ରୁ ଲୋକ ମାନେ ଖସି ପଡୁଥିବା ଦେଖି ହାତୀ ଟି ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ନିଜେ ଶୁଣ୍ଡ ବଢାଉଥିଲା । ମାତ୍ର ଆଗକୁ ଗଲେ ସେ ଅଧିକ ସଙ୍କଟରେ ପଡିବ ବୋଲି ଅନୁଭବ କରିଥିଲା ଦନ୍ତାହାତୀ । ମାତ୍ର ସେ ଆଗକୁ ଯାଇ ନିଜର ଶୁଣ୍ଢ ବଢାଇ କିଛି ଆ-ଚ-ର-ଣ କରିପାରିବ ନିଜର ପ୍ରୟାସ ଲଗାଇବାକୁ ଯାଉଥିଲା । ମାତ୍ର ଯେତେବେଳେ ସେ ଅନୁଭବ କରୁଅଛି ଯେ ପ୍ରଖର ପାଣି ସୁଅ ରେ ସେ ଅଧିକ ସଙ୍କଟ ରେ ପଡିଯିବା ସେତେବେଳେ ସେ ପଛକୁ ଫେରି ଆସୁଅଛି ।

ଏହା ପରେ ସେ ପାଣିର ସୁଅ କୁ କା-ଟି-ବା ଲାଗି ଚେଷ୍ଟା କରୁଅଛି । ସେ ଚିନ୍ତା କରୁଅଛି ଯେ ଆଗକୁ ଗଲେ ଯେପରି ଅଧିକ ପ୍ର-ଖ-ର ପାଣି ବୋଟ ଆଡକୁ ଯିବ ନାହିଁ । ବେସ କିଛି ସମୟ ଧରି ଛିଡା ହୋଇଥିଲା ସେହି ଦନ୍ତାହାତୀ । ମାତ୍ର ତାହାର ଉଦ୍ୟମ ରୂରରେ ରହି ଯାଇଥିଲା । ଜଙ୍ଗଲି ହେଲେ ମଧ୍ୟ ତାହାର ଉଦ୍ୟମ ମନୁଷ୍ୟ ତ ହିତକାରୀ ଥିଲା । କିନ୍ତୁ ବିଧିର ବିଧାନ କେ କରିବ ଆନ ? ଯାହା ଘ-ଟି-ବା-ର ଥିବ ତାହା ନିଶ୍ଚିତ ରୂପେ ଘ-ଟି-ବ । ବନ୍ଧୁଗଣ ଦନ୍ତାହାତୀ ର ଏଭଳି ଆଚରଣ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *