Odia GK Questions- ଶରୀରର କେଉଁ ଅଙ୍ଗ ନିଆଁରେ ଜଳେ ନାହିଁ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ସାଧାରଣଜ୍ଞାନ ସମ୍ବନ୍ଧୀୟ ବିଶେଷ ବିବରଣୀ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହା ବିଶେଷ କରି ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷାରେ ସହାୟତା କରିବ । ଏହି ପ୍ରଶ୍ନଉତ୍ତର ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଭାରତର କେଉଁ ରାଜ୍ୟରେ ଆଧାର କାର୍ଡ ବନି ନଥାଏ ?

ଉତ୍ତର;- ଜାମ୍ମୁ କାଶ୍ମୀର ।

୨;- ଭାରତର ଅଧିକାଂଶ ଚଳଚିତ୍ର କେଉଁଦିନ ରିଲିଜ ହୋଇଥାଏ ?

ଉତ୍ତର;- ଶୁକ୍ରବାର ।

୩;- ଲିଚି ନଗର ନାମରେ କିଏ ପରିଚିତ ?

ଉତ୍ତର;- ଦେହରାଦୂନ ।

୪;- ଲାଲକିଲା କୁ ବନାଇବା ପାଇଁ କେତେ ସମୟ ଲାଗିଥିଲା ?

ଉତ୍ତର;- ୧୦ ବର୍ଷ ।

୫;- ଶାଶୁ, ବୋହୁ ମନ୍ଦିର ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର;- ରାଜସ୍ଥାନ ।

୬;- ଦୀପାବଳୀରେ ବାଣ ଫୁଟାଇବାର ପରମ୍ପରା କେଉଁ ଦେଶ ଆରମ୍ଭ କରିଥିଲା ?

ଉତ୍ତର;- ଚୀନ ।

୭;- ଏଭଳି କେଉଁ ଦେଶ ଅଛି ଯାହା ପାଖରେ ଗୋଟିଏ ମାତ୍ର ଆର୍ମୀ ସେନା ନଥାଏ ?

ଉତ୍ତର;- ଆଇସଲ୍ୟାଣ୍ଡ ପାଖରେ ।

୮;- ଦୁନିଆରେ ସବୁଠାରୁ ଅଧିକ ଚିନୀ କେଉଁ ଦେଶର ଲୋକେ ଖାଇଥାନ୍ତି ?

ଉତ୍ତର;- ଭାରତ ।

୯;- ଆଜାଦୀ ସମୟରେ ଭାରତର ସମୁଦାୟ କେତେ ଜନସଂଖ୍ୟା ଥିଲା ?

ଉତ୍ତର;- ୩୭ କରୋଡ ।

୧୦;- ଏଭଳି କେଉଁ ଫୁଲ ରହିଛି ଯାହାର ଓଜନ ୧୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ?

ଉତ୍ତର;- ରେସଲେସିଆ ।

୧୧;- କେଉଁ ପଶୁ ପିଠିରେ କୁବଡ ଦେଖିବାକୁ ମିଳିଥାଏ ?

ଉତ୍ତର;- ଓଟ ।

୧୨;- ଆପଣ ଜାଣିଛନ୍ତି କି କ୍ରିକେଟ ବ୍ୟାଟ ର ଓଜନ କେତେ ହୋଇଥାଏ ?

ଉତ୍ତର;- ୧୬୩ ଗ୍ରାମ ।

୧୩;- ଭାରତରେ ସବୁଠାରୁ ଶିକ୍ଷିତ ଲୋକ କେଉଁ ଧର୍ମ ର ଅଟନ୍ତି ?

ଉତ୍ତର;- ଜୈନ ଧର୍ମ ।

୧୪;- ଏଭଳି କେଉଁ ନଦୀ ରହିଛି ଯିଏ ନିଜର ରଙ୍ଗ ବଦଳାଇଥାଏ ?

ଉତ୍ତର;- କେନୋ କ୍ରିଷ୍ଟାଲ ନଦୀ ।

୧୫;- ଏଭଳି କେଉଁ ଦେଶ ରହିଛି ଯାହାର ଡାକ ଟିକଟରେ ସେହି ଦେଶର ନାମ ହୋଇନଥାଏ ?

ଉତ୍ତର;- ଗ୍ରେଟ ବ୍ରିଟେନ ।

୧୬;- ସୁଦ୍ଧ ଜଳର ପିଏଚ ମାନ କେତେ ହୋଇଥାଏ ?

ଉତ୍ତର;- ୭ ।

୧୭;- ସବୁଠାରୁ ସୁଦ୍ଧ ସୁନା କେତେ କ୍ୟାରେଟର ହୋଇଥାଏ ?

ଉତ୍ତର;- ୨୪ କ୍ୟାରେଟ ।

୧୮;- କେଉଁ ରାଷ୍ଟ୍ରପତି ର କାର୍ଯ୍ୟକାଳ ସବୁଠାରୁ ବଡ ରହିଅଛି ?

ଉତ୍ତର;- ଡକ୍ତର ରାଜେନ୍ଦ୍ର ପ୍ରସାଦ ।

୧୯;- କାହାକୁ ସାଗରମାଥା ନାମରେ ଜଣାଯାଇଥାଏ ?

ଉତ୍ତର;- ଏଭେରେଷ୍ଟ କୁ ।

୨୦;- ଶରୀରର କୌଣସି ଅଙ୍ଗ ନିଆଁରେ ଜଳି ନଥାଏ ?

ଉତ୍ତର;- ନଖ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *