ସରପଞ୍ଚ ଠୁ ରାଷ୍ଟ୍ରପତି ସବୁ ନେତାଙ୍କ ଦରମା କେତେ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଆମ ଦେଶର ପ୍ରଧାନ ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ଙ୍କୁ ଜଣାଇଥିବେ । ଦେଶର ଉନ୍ନତି ପାଇଁ ବିଭିନ୍ନ ପଦ ରେ ରହିଥିବା ପ୍ରଧାନ ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ଯାଏଁ ଅନେକ ଉନ୍ନତିମୂଳକ କାମ କରିଥାନ୍ତି । ଯାହା ପାଇଁ ଆମ ଦେଶ ତଥା ରାଜ୍ୟରେ ଉନ୍ନତି ହୋଇଥାଏ । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ଆମ ଦେଶରେ ପ୍ରଧାନ ମନ୍ତ୍ରୀ, ରାଜ୍ଯପାଳ, ଉପ ଜିଲ୍ଲାପାଳ, ରାଷ୍ଟ୍ରପତି, ସରପଞ୍ଚ, ମୁଖ୍ୟମନ୍ତ୍ରୀ, ଚେୟାରମ୍ୟାନ ଙ୍କର ମାସିକ ଦରମା କେତେ ରହିଛି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ପଦ ରେ ଥିବା ପ୍ରଧାନ ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ସରପଞ୍ଚ, ମୁଖ୍ୟ ମନ୍ତ୍ରୀ ଙ୍କ ମାସିକ ଦରମା କେତେ ବା ସେମାନେ ମାସକୁ କେତେ ଆୟ କରିଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ବିବରଣୀ । ୧- ଭାରତର ରାଷ୍ଟ୍ରପତି ଙ୍କ ମାସକୁ ଦରମା କେତେ ?

ଉତ୍ତର- ୫ ଲକ୍ଷ ଟଙ୍କା ।

୨- ଭାରତର ଇଉପିଏ-ରାଷ୍ଟ୍ରପତି ଙ୍କ ମାସିକ ଦରମା କେତେ ?

ଉତ୍ତର- ୪ ଲକ୍ଷ ଟଙ୍କା ।

୩- ଭାରତର ପ୍ରଧାନ ମନ୍ତ୍ରୀ ଙ୍କ ମାସିକ ଦରମା କେତେ ?

ଉତ୍ତର- ୩ ଲକ୍ଷ ୮୦ ହଜାର ଟଙ୍କା ।

୪- ଆମ ଓଡିଶାର ରାଜ୍ୟପାଳ ଙ୍କ ମାସିକ ଦରମା କେତେ ?

ଉତ୍ତର- ୩ ଲକ୍ଷ ୫୦ ହଜାର ଟଙ୍କା ।

୫- ଦିଲ୍ଲୀ ର ଉପ ରାଜ୍ଯପାଳ ଙ୍କ ମାସିକ ଦରମା କେତେ ?

ଉତ୍ତର- ୩ ଲକ୍ଷ ୨୫ ହଜାର ଟଙ୍କା ।

୬- ସାଂସଦ ଙ୍କ ମାସିକ ଦରମା କେତେ ?

ଉତ୍ତର- ୩ ଲକ୍ଷ ୩୦ ହଜାର ଟଙ୍କା ।

୭- ଓଡିଶାର ମୁଖ୍ୟ ମନ୍ତ୍ରୀ ଙ୍କ ମାସିକ ଦରମା କେତେ ?

ଉତ୍ତର- ୧ ଲକ୍ଷ ୬୦ ହଜାର ଟଙ୍କା ।

୮- ଓଡିଶା ବିଧାନ ସଭାର ସଭ୍ଯ ଙ୍କ ମାସିକ ଦରମା କେତେ ?

ଉତ୍ତର- ୧ ଲକ୍ଷ ଟଙ୍କା । 

୯- ଜିଲ୍ଲା ପରିଷଦ ଚେୟାରମ୍ୟାନ ଙ୍କ ମାସିକ ଦରମା କେତେ ?

ଉତ୍ତର- ୯୩୮୦ ଟଙ୍କା । 

୧୦- ଜିଲ୍ଲା ପରିଷଦ ଙ୍କ ମାସିକ ଦରମା କେତେ ?

ଉତ୍ତର- ୭୦୪୦ ଟଙ୍କା ।

୧୧- ପୌରପାଳିକା କାଉନ୍ସିଲର ଙ୍କ ମାସିକ ଦରମା କେତେ ?

ଉତ୍ତର- ୧୫ରୁ ୨୦ ହଜାର ଟଙ୍କା ।

୧୨- ବ୍ଲକ ଚେୟାରମ୍ୟାନ ଙ୍କ ମାସିକ ଦରମା କେତେ ?

ଉତ୍ତର- ୩୫୩୦ ଟଙ୍କା ।

୧୩- ସରପଞ୍ଚ ଙ୍କ ମାସିକ ଦରମା କେତେ ?

ଉତ୍ତର- ୨୩୫୦ ଟଙ୍କା ।

୧୪- ନାଏବ ସରପଞ୍ଚ ଙ୍କ ମାସିକ ଦରମା କେତେ ?

ଉତ୍ତର- ୯୪୦ ଟଙ୍କା ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।  

Leave a Reply

Your email address will not be published. Required fields are marked *