Odia Gk Questions- କେଉଁ ଫଳର ଚୋପା ନାହିଁ କି ମଞ୍ଜି ନାହିଁ ? 99 % ଲୋକ ଜାଣନ୍ତି ନାହିଁ

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ମାନଙ୍କୁ ଅନେକ ଜାଗାରେ ବୁଦ୍ଧିମାନର ପରିଚୟ ଦେବେ । ବିଶେଷ କରି ଏହା ଛାତ୍ରଛାତ୍ରୀ ଙ୍କ ପାଇଁ ଲାଭ ଦାୟକ ହେବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

୧;- କେଉଁ ପକ୍ଷୀ ରାତିରେ ଭଲ ଦେଖିପାରେ ?

ଉତ୍ତର;- ପେଚା ।

୨;- ତାହା କ’ଣ ଯାହା ଏକ ଫୁଲ ହେଲେ ମଧ୍ୟ ପାରିବା ପରି ଖାଇଥାଉ ?

ଉତ୍ତର;- ଫୁଲ କୋବି ।

୩;- ଖପୁରି ଉପରେ ମୁଣ୍ଡ ସୁରକ୍ଷିତ ରଖେ, ମୁଣ୍ଡ ଉପରେ କଣ ଯାହା ମୁଣ୍ଡକୁ ସୁରକ୍ଷିତ ରଖେ ?

ଉତ୍ତର;- ହେଲମେଟ ।

୪;- ସମୁଦ୍ର ମଝିରେ କିଏ ରହିଚି ?

ଉତ୍ତର;- ମୁଁ ।

୫;- କେଉଁ ଧୂପ ବାସେ ନାହିଁ ?

ଉତ୍ତର;- ମଧୁପ ।

୬;- ଲାଲ ପତାକା କାହାର ପ୍ରତୀକ ?

ଉତ୍ତର;- ବିପଦ ଓ ଯୁଦ୍ଧ ।

୭;- ବହୁଥିବା ପାଣି କୁ କେଉଁ ଜୀବ ପିଏ ନାହିଁ ?

ଉତ୍ତର;- ମେଣ୍ଢା ।

୮;- କେଉଁ ପକ୍ଷୀ ଅଣ୍ଡା ଏବଂ କ୍ଷୀର ଉଭୟ ଦେଇଥାଏ ?

ଉତ୍ତର;- ପ୍ଲାଟିପ୍ଲସ ।

୯;- କେଉଁ ଜୀବ ନିଜ ଜିଭରେ ନିଜ କାନ ସଫା କରିଥାଏ ?

ଉତ୍ତର;- ଜିରାଫ ।

୧୦;- ଗୋଲାପ କେଉଁ ଦେଶର ଜାତୀୟ ପୁଷ୍ପ ?

ଉତ୍ତର;- ୟୁନାଇଟେଡ କିଙ୍ଗଡମ ।

୧୧;- କଇଁ ଫୁଲ କେଉଁ ଦେଶର ଜାତୀୟ ଫୁଲ ?

ଉତ୍ତର;- ପ୍ରନ୍ସ ।

୧୨;- ତାହା କ’ଣ ଅଟେ ଯାହାକୁ ଆପଣ କାଟିଥାନ୍ତି, ମାତ୍ର କେବେ ତାହାକୁ ଖଣ୍ଡଖଣ୍ଡ କରି ନଥାନ୍ତି ?

ଉତ୍ତର;- ସମୟ ।

୧୩;- କେଉଁ ଫଳର ଚୋପା ନାହିଁ କି ମଞ୍ଜି ନାହିଁ ?

ଉତ୍ତର;- ତୁଥ କୋଳି ।

୧୪;- ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚିଥାଏ କିନ୍ତୁ ପାଣି ପିଇବାକୁ ଦେଲେ ମରିଯାଏ ?

ଉତ୍ତର;- ନିଆଁ ।

୧୫;- ଗୋଟିଏ ଗଛର ଫଳର ଦୁଇଟି ନାମ କଞ୍ଚା ଥିଲେ ଗୋଟିଏ ନାମ ଏବଂ ପାଚିଲେ ଆଉ ଗୋଟିଏ ନାମ ?

ଉତ୍ତର;- ନଡିଆ/ପଇଡ ।

୧୬;- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲାଞ୍ଜଧରି ତାର ଖଳନ୍ତି ସମସ୍ତେ ତଥାପି କାନ୍ଦେନି କୁହ ସେ କିଏ ?

ଉତ୍ତର;- ବେଲୁନ ।

୧୭;- ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ, ମୁଁ କିଏ କୁହ ?

ଉତ୍ତର;- କମଳା ।

୧୮;- ବର୍ଷାଦିନେ କାନ୍ଦେ ଶୀତ ଦିନେ ଶୁଏ, ଖରା ହେଲେ ଛାଇ ସଭିଙ୍କୁ ମୁଁ ଦିଏ ରଙ୍ଗ ବିରଙ୍ଗର କପଡା ମୁଁ ପିନ୍ଧେ ବୁଦ୍ଧି ଅଛି ଯଦି କୁହ ମୁଁ କିଏ ?

ଉତ୍ତର;- ଛତା ।

୧୯;- ପଥର ହେଲେ ବି ମୁଁ ପାଣି ?

ଉତ୍ତର;- ବରଫ/କୁଆ ପଥର । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *