କାମ କରିବାକୁ ସ୍ଵାମୀ ବାହାରିଗଲେ, ସରପଞ୍ଚ ସହ ଖେଳ କରୁଥିଲା ସ୍ତ୍ରୀ, ସ୍ଵାମୀ ସବୁ ସତ ଜାଣିଲା ପରେ ସ୍ତ୍ରୀ jaha କଲା…

ବନ୍ଧୁଗଣ, ସୂଚନା ଅନୁଯାୟୀ ରାମକୃଷ୍ଣ ଥିଲେ ଜଣେ ସାଧାସିଧା ଲୋକ । ଆଉ ସେ ଝିଙ୍କି ଙ୍କୁ ପ୍ରେମ କରି ତାଙ୍କୁ ବିବାହ କରିଥିଲେ । ସବୁବେଳେ ସ୍ଵାମୀ ଯେତେବେଳେ ବାହାରକୁ ଚାଲିଯାଉଥିଲେ ସ୍ତ୍ରୀ ଅନ୍ୟ ପୁରୁଷ ଙ୍କୁ ଘରକୁ ଡାକି ତାଙ୍କ ସହିତ ସମ୍ପର୍କ ରଖୁଥିଲା । ଆଉ ଶେଷରେ ଯେତେବେଳେ ସ୍ଵାମୀ ଦେଖିନେଲେ, ସେତେବେଳେ ସ୍ଵାମୀ ଙ୍କୁ ଜୀବନରୁ ମ-ଆରିଦେଲେ ସ୍ତ୍ରୀ ଜଣଙ୍କ । ଏହାକୁ ନେଇ ଅଞ୍ଚଳରେ ସମସ୍ତେ ଅଭିଯୋଗ କରିଛନ୍ତି ଏବଂ ନ୍ୟାୟ ନିମନ୍ତେ ଦାବୀ କରିଛନ୍ତି ।

ଖବର ଅନୁଯାୟୀ ଦୁଇଟି ପିଲା ଯେତେବେଳେ ସ୍କୁଲ କୁ ଚାଲି ଯାଉଥିଲେ, ଏବଂ ସ୍ଵାମୀ ଯେତେବେଳେ ବାହାର ରାଜ୍ୟ କୁ କାମ କରିବାକୁ ଚାଲିଯାଉଥିଲେ ସେହି ସମୟରେ ସ୍ତ୍ରୀ ସଂପୂର୍ଣ୍ଣ ଭାବରେ ଫାଇଦା ଉଠାଉଥିଲା । ବାପ ଘର କହି କେଉଁଠାକୁ ଚାଲିଯାଉଥିଲା ଏବଂ କେଉଁ ପର ପୁରୁଷ ସହିତ ସମୟ ବିତାଇ ଘରକୁ ଫେରୁଥିଲା । ଏହା ପରବର୍ତ୍ତୀ ସମୟରେ ସ୍ଵାମୀ ଙ୍କ କାନରେ ପଡୁଥିଲା ଏହି କଥା ।

ମାତ୍ର ସ୍ଵାମୀ ଅସହାୟ ହୋଇ କିଛି କରି ପାରୁ ନଥିଲେ ଆଉ ବାରମ୍ବାର ବୁଝାଇ ଚାଲିଥିଲେ । ମାତ୍ର ଶେଷରେ କିଛି ବୁଝି ନଥିଲା ସ୍ତ୍ରୀ । ଆଉ ସ୍ତ୍ରୀ ଯେତେବେଳେ ପର ପୁରୁଷ ସହିତ ସମ୍ପର୍କ ରଖୁଥିବାର ସେହି ଦୃଶ୍ୟକୁ ହଠାତ ଦେଖି ନିଅନ୍ତି ସ୍ଵାମୀ, ସେତେବେଳେ ସ୍ଵାମୀ ରାମକୃଷ୍ଣ ଙ୍କୁ ପିଟି ପିଟି ଜୀବନରୁ ମ-ଆରି ଦେଇଛନ୍ତି ତାଙ୍କ ସ୍ତ୍ରୀ ବୋଲି ଅଭିଯୋଗ ହୋଇଛି ।

ଏହାକୁ ନେଇ ଗାଁ ରେ ନ୍ୟାୟ ନିମନ୍ତେ ବର୍ତ୍ତମାନ ଦାବି ହେଉଛି । ଏହି ଘଟଣା ଟି କେନ୍ଦ୍ରାପଡାର ଅଟେ ବୋଲି ସୂଚନା ମିଳିଛି । ଜୀବନ ଯିବା ଆଗରୁ ରାମକୃଷ୍ଣ ନିଜ ଘର ପଡୋଶୀ ଙ୍କ ଘରେ କାନ୍ଦି କାନ୍ଦି କହିଥିଲେ ଯେ ସମସ୍ତେ ମନା କରୁଥିଲେ ମାତ୍ର ସେ ତାଙ୍କୁ ପ୍ରେମ କରୁଥିଲେ ବୋଲି ବିବାହ କରିଥିଲେ ।

ଉଭୟ ଙ୍କ ସମ୍ପର୍କ କୁ ୬ ବର୍ଷ ହୋଇଗଲା । ମାତ୍ର ତଥାପି ସେ କେତେ ବୁଝାଇଲେ ମଧ୍ୟ ବୁଝି ନଥିଲେ ସ୍ତ୍ରୀ । ଏହାକୁ ନେଇ ରାମକୃଷ୍ଣ ତାଙ୍କ ସ୍ତ୍ରୀ ଙ୍କୁ ବହୁତ ବୁଝାଇଥିବାର କହିଥିଲେ । ତେବେ ଏହିସବୁ ଦେଖି ଅତ୍ୟନ୍ତ ଭାଙ୍ଗି ଯାଇଥିଲେ ରାମକୃଷ୍ଣ । ଏବଂ ସ୍ତ୍ରୀ ଏହିଭଳି କାଣ୍ଡ ରଚାଇଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *