‘ଅର୍ଚ୍ଚନା ପାଖକୁ ଯେଉଁମାନେ ଯାଉଥିଲେ, ସେମାନେ ସବୁ ହେଉଛନ୍ତି ପୁରୁଷ besya, କାରଣ ଯଦି ସେମାନେ ସେଠାକୁ…’ ସମାଜସେବୀ Subhashree Das

ବନ୍ଧୁଗଣ, ସୂଚନା ଅନୁଯାୟୀ ସମାଜସେବୀ ଶୁଭଶ୍ରୀ ଦାସ ଅର୍ଚ୍ଚନା ନାଗ ଙ୍କ କେସ କୁ ନେଇ କହିଛନ୍ତି ଯେ ଓଡିଶାରେ ଗୋଟିଏ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିବାରେ ଲାଗିଛି ଓଡିଶାର ଗୋଟିଏ ଛୋଟ ଜାଗାରୁ ଗୋଟିଏ ଝିଅ ଆସି ଭୁବନେଶ୍ବରରେ ରହି ତାହାର ଯେଉଁ ସାମ୍ରାଜ୍ୟ ତିଆରି କରିଛି ତାହା ନିଶ୍ଚିନ୍ତ ଭାବରେ ଆଶ୍ଚର୍ଯ୍ୟ ଲାଗୁଛି । ତାହାର ଘର ଦେଖିଲେ ଲାଗୁଛି ଯେ ମାସିକ ଆୟ କେତେ ହୋଇଥିଲେ ସେ ଏହିଭଳି ଘର ତିଆରି କରି ପାରିବ ।

ଏବଂ ସ୍ଵାମୀ ଯିଏ କି ତେଜରାତି ଦୋକାନ କରିଥିଲେ ଏବଂ ଘରର ପରିସ୍ଥିତ ଯାହା ତାଙ୍କର ନିଶ୍ଚିତ କିଛି ବଡ ଲୋକ ସମ୍ପର୍କ ଥିବେ ଯିଏ କି ସାହାର୍ଯ୍ୟ କରିଥିବେ ଯେ ସେମାନେ ଭୁବନେଶ୍ବର ଭଳି ରାଜଧାନୀ ରେ ଆସି କାମ କରିପାରିବେ । ଅର୍ଚନା ଙ୍କ ସାମ୍ରାଜ୍ୟ ବିସ୍ତାର ପାଇଁ ତାଙ୍କୁ ଯେଉଁମାନେ ସାହାର୍ଯ୍ୟ କରିଛନ୍ତି ସେମାନେ ଆଦୌ କୌଣସି ଛୋଟ ଛୋଟ ଲୋକ ହୋଇ ନଥିବେ । ମାତ୍ର ଅର୍ଚ୍ଚନା ଙ୍କୁ ସବୁ ପ୍ରକାର ଦୃଷ୍ଟି ରୁ ଆନାଲାସିସ କରାଯାଉଛି ଯେ ସେ ଗୋଟିଏ ବେଶ୍ୟାଳୟ ଚଳାଉଛନ୍ତି ଏବଂ ତାଙ୍କ ପାଖକୁ ବିଭିନ୍ନ ପ୍ରକାର ବ୍ୟକ୍ତିବିଶେଷ ଜାଆନ୍ତି ।

ମାତ୍ର ସେହି ବ୍ୟକ୍ତିବିଶେଷ କିଏ ସେମାନେ ସାମ୍ନା କୁ ଆସି ନାହାଁନ୍ତି କିନ୍ତୁ ଯେଉଁ ପୁରୁଷ ଗ୍ରାହକ ମାନେ ଯାଉଥିଲେ, ସେମାନଙ୍କୁ ପୁରୁଷ ବେଶ୍ୟା ବୋଲି ମଧ୍ୟ କୁହାଯାଇପାରେ । ଯଦି ଗୋଟିଏ ମହିଳା ବେଶ୍ୟା ହୋଇ ବେଶ୍ୟାଳୟ ଚଲାଇ ପାରୁଛି ତେବେ ପୁରୁଷ ମଧ୍ୟ ସେୟା ଅଟେ । ପ୍ରଡ୍ୟୁସର ଯେଉଁ ଏଫାୟାର ଦେଇଛନ୍ତି ଯଦି ସେ ନ ଦେଇଥାନ୍ତେ ତେବେ ହୁଏତ ଏହି ଘଟଣା ସାମ୍ନା କୁ ଆସିପାରି ନଥାନ୍ତା ।

ଯେଉଁ ଝିଅ ଙ୍କୁ ଅକ୍ଷୟ ପରିଜା ପଛରେ ଲଗାଇ ବ୍ଲାକମେଲ କରୁଥିଲା ଅର୍ଚ୍ଚନା, ସେହି ଝିଅ କୁ ନେଇ ଅକ୍ଷୟ ପରିଜା ଙ୍କ ସହିତ ଭି-ଡି-ଓ ଭା-ଇ-ରା-ଲ ହେଲା ଏହା ଦେଖି ସେ ଝିଅ ନିଜେ ଆସି ଥାନା ରେ ଏଫାୟାର ଦେଲା ଯାହା ଫଳରେ ଆଜି ଅର୍ଚ୍ଚନା ଆରେଷ୍ଟ ହୋଇଛି । ମାତ୍ର ଅର୍ଚ୍ଚନା ଙ୍କ ପାଖରେ ଏଭଳି କି ଶକ୍ତି ରହିଛି ଯେ ସେ ଅନେକ ଲୋକଙ୍କୁ ନିଜ ହାତରେ ରଖି ପାରିଲା ?

ଏହା ସମ୍ବନ୍ଧରେ ତଦନ୍ତ କରିଲେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନା କୁ ଆସିପାରେ ବୋଲି କହିଛନ୍ତି ସମାଜସେବୀ । ମାତ୍ର ଯେଉଁମାନେ ଏହି ଘଟଣା ରେ ଅଛନ୍ତି ତାଙ୍କୁ ବିଶିଷ୍ଟ ବ୍ୟକ୍ତି ବୋଲି ସନ୍ନମାନ ଦିଆଯାଉଅଛି । କିନ୍ତୁ ଅର୍ଚ୍ଚନା ଙ୍କ ଚରିତ୍ର କୁ ନେଇ ପ୍ରତ୍ୟକ ଦିନ ଚର୍ଚ୍ଚା ହେଉଛି । ତେବେ ଏହା ହେଉଛି ଆମ ସମାଜ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *