ସରପଞ୍ଚ ଭୁଲିଗଲା ନିଜର ଭଲମନ୍ଦର ଜ୍ଞାନ ! ପୁରା ପରିବାର ସହ ଗର୍ଭବତୀ ମହିଳାଙ୍କୁ ମାରିଲା ଗୋଇଠା ….

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଗର୍ଭବତୀ ମହିଳାଙ୍କୁ  ଗୋଇଠା ମାରିଲା ସରପଞ୍ଚ । ସରପଞ୍ଚ ବାବୁ ଭୁଲିଯାଇଥିଲା ନିଜର ହିତାହିତ ଜ୍ଞାନ । ମଣିଷ କେବେବି ଏହିପରି କାମ କରିପାରିବ ନାହିଁ । କାରଣ ମଣିଷ ବୁଝିପାରେ ଯେ ମହିଳା ଶିଶୁକୁ ଜନ୍ମ କରିବା ପାଇଁ ବହୁତ ଯନ୍ତ୍ରଣା ଭୋଗ କରିଥାଏ ଏବଂ ମାତ୍ର 6 ମାସ ଚାଲୁଥିବା ମହିଳା ଉପରେ ଚଢିଯିବା ମଣିଷ କରିପାରେ କୁ ? ନା  କେବଳ ରାକ୍ଷସ ହିଁ କରିପାରିବ ।

ଏହି ଘଟଣା ଟି ହେଉଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତରଗତ ଖଣ୍ଡାୟତ ଗାଁ ରେ । ମହିଳା ଜଣକ ପରିବାର ସହ ରହୁଥିଲେ ମାତ୍ର କୋଣସି ଏକ କଳହ କାରଣରୁ ନିରୀହ ପରିବାରକୁ ପଶିଆସିଥିଲେ ମନୋଜ ସ୍ଵାଇଁ ସରପଞ୍ଚ ଓ ତାଙ୍କ ସାଥିମାନେ ପରିବାରର ସଦସ୍ୟମାନଙ୍କୁ ଭୟଙ୍କର ଅସ୍ତ୍ରରେ କାଟି ଘରେ ରକ୍ତର ଧାରା ବୋହାଇ ଥିଲେ ଓ ଯେବେ ସ୍ଵାମୀ ସ୍ତ୍ରୀକୁ ଦେଖି ମୋ ସ୍ତ୍ରୀ ଗର୍ଭବତୀ ତାଙ୍କୁ ଛାଡିଦିଅ ବୋଲି ବିନତି ପ୍ରାଥନା କରିଲେ ।

ସେ ରାକ୍ଷସ ସରପଞ୍ଚ ଓ ତାଙ୍କ ସାଥିବୃନ୍ଦ ଗର୍ଭବତୀ ମହିଳା ବୋଲି ଦୟା ନ କରି କଠୋର ବ୍ୟବହାର କରି ପ୍ରଥମେ ମହିଳାଙ୍କ ପେଟ ଉପରେ ଗୋଇଠା ମାରି ଏବଂ ତାଙ୍କ ହାତ କାଟିଦେଇଥିଲେ । ଆହତ ହୋଇଥିବା ମହିଳା ଜଣକ ତିଗିରିଆ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣା ଟି 21 ତାରିଖ ରାତିରେ ହୋଇଥିଲା ତୁରନ୍ତ ନିକଟରେ ଥିବା ଥାନାରେ ସରପଞ୍ଚଙ୍କ ଉପରେ ଅଭିଯୋଗ କରିଥିଲେ ମହିଳା ଜଣକ ।

ମାତ୍ର ଆଜିକୁ ତିନି ଦିନ ହେଲାନି ପୋଲିସ ସରପଞ୍ଚଙ୍କ ଘରକ୍କୁ ଯାଇନି ବା ଅଭିଯୋଗର ତଦାରଖ କରିନି । ଏହାକୁ ନେଇ ମିଡିଆ ସାମନାର୍ରେ ନିଜ ବ୍ୟକ୍ତବ୍ୟ ଦେଇଛନ୍ତି ମହିଳା ।କାରଣ ସରପଞ୍ଚ ଭୟଙ୍କର ସ୍ଵଭାବ ବିଶିଷ୍ଟ ବ୍ୟକ୍ତି ତେଣୁ ପୋଲିସ ମଧ୍ୟ ତାଙ୍କ ଘରକ୍କୁ ଯିବାର ସାହସ କରୁନି ।

ଏହି ଘଟଣାରେ ସରପଞ୍ଚ ମନୋଜ ସ୍ଵାଇଁ ,ପ୍ରଶାନ୍ତ ଚଉନ୍ଦୁରୀ ଇ ଅନ୍ୟ କର୍ମକର୍ତ୍ତା ପୁନରଚନ୍ଦ୍ର ଗୋଛି  ସାମିଲ ହୋଇଥିବା ସାମନା ଆସିଛି । ତେବେ ତିଗିରିଆ ପୋଲିସକୁ ସରପଞ୍ଚ ଓ ତାଙ୍କ ସାଥିମାନଙ୍କୁ ଧରିବା ପାଇଁ ଆଉ କେତେ ସମୟ ଲାଗିବ । ତେବେ ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ,ଶେୟାର କରି ଆପଣଙ୍କ ମତକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *