” ପୁଅମାନେ ଝିଅମାନଙ୍କୁ ପ୍ରପୋଜ କରନ୍ତି କିନ୍ତୁ ମୁଁ ମୋ ସ୍ଵାମୀଙ୍କୁ ପ୍ରୋପଜ କରିଥିଲି ” ଦେଖନ୍ତି ରୀନା ଓ ମିଲନଙ୍କ ପ୍ରେମ କାହାଣୀ …

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ” ପୁଅମାନେ ଝିଅମାନଙ୍କୁ ପ୍ରପୋଜ କରନ୍ତି କିନ୍ତୁ ମୁଁ ମୋ ସ୍ଵାମୀଙ୍କୁ ପ୍ରପୋଜ କରିଥିଲି ” । ହଁ ଦର୍ଶକବନ୍ଧୁ ଏହା ହେଉଛି ଆପଣଙ୍କ ଅତିପ୍ରିୟ ମିଲନ ଓ ରିନାଙ୍କ ପ୍ରେମ କାହାଣୀ । ଯାହାକୁ ଶୁଣିବା ପାଇଁ ଆପଣମାନେ ମଧ୍ୟ ଇଚ୍ଛୁକ । ଯାତ୍ରା ଜଗତରେ ଉଭୟଙ୍କ ପରିଚୟ ହୋଇଥିଲା ରେପ୍ ସିନ କରିବା ବେଳେ କହିଥିଲେ I Love You । ଯାତ୍ରା ର କଳାକାର ମିଲନ ବିଲିଆନ ପାତ୍ରରେ ଅଭିନୟ କରନ୍ତି ।

ସେହି ଯାତ୍ରାରେ ରିନା ହରୋଇନ କ୍ୟାରେକ୍ଟର କରନ୍ତି । ଉଭୟଙ୍କ ପରିଚୟ ସେଠାରେ ଆରମ୍ଭ  ହୋଇଥିଲା ଏହା ଧୀରେ ଧୀରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ଯାହାକୁ ଉଭୟ ମନରୁ ଗ୍ରହଣ କରିଥିଲେ ମାତ୍ର କେହି ଆଗକୁ ବଢି କହିନଥିଲେ । ରୀନା କହିଛନ୍ତି ଯେ ସେ ମିଲନକୁ ପ୍ରଥମେ ପ୍ରପୋଜ କରିଥିଲେ । ଅଧିକାଂଶ  ପୁଅମାନେ ଝିଅପିଲାମାନଙ୍କୁ କରନ୍ତି କିନ୍ତୁ ମୁଁ ତାଙ୍କୁ ଅଧିକ ଭଲ ପାଉଥିଲି ତେଣୁ  ମୁଁ ପ୍ରଥମେ କହିଥିଲି ସେ ମଧ୍ୟ ମୋତେ  Love You Too କହି ହାତ ଛଡେଇ ପଳେଇଥିଲେ ।

ମିଲନ କହିଛନ୍ତି ଯେ ସେ ଯାତ୍ରାର ସହଚାଳନ ଦାୟିତ୍ଵ ତାଙ୍କ ଉପରେ ଥିଲା ତେଣୁ ସେ ଭୟରେ ଓ ଟିକେ ଲାଜ କରିଥିଲେ । ପରେ ରୀନା ତାଙ୍କୁ ରାତିରେ ଫୋନ କରି ପଚାରିଥିଲେ ମାତ୍ର ସେ ତାଙ୍କୁ ଗୋଟାଏ ଦିନର ସମୟ ମାଗିଥିଲେ ଓ ପରଦିନ ଯାତ୍ରାର ଅଭିନୟ ଚାଲୁଥିବା ସମୟରେ ହିରୋଇନକୁ ରେପ୍ କରିବା ସିନ ଚାଲୁଥାଏ ମିଲନ ବିଲିଆନ କ୍ୟାରେକ୍ଟର କରୁଥାନ୍ତି ସେହି ସିନରେ ସେ ରୀନାକୁ   I Love You  କହିଥିଲେ ।

ଉଭୟଙ୍କ ବିବାହକୁ ନେଇ ରୀନା ଘରଲୋକ ରାଜି ନ ଥିଲେ କାରଣ ରୀନାକୁ ଭଲଘରେ ବିବାହ କରିବାକୁ ତାଙ୍କ ବାପା ଇଛା କରିଥିଲେ । ମାତ୍ର ଏବେ ଉଭୟଙ୍କ ବିବାହ ହେଇ ତିନି ବର୍ଷ ଏବଂ ତାଙ୍କର କୁନି ପୁଅ ମଧ୍ୟ ଅଛି । ରୀନାଙ୍କ ବାପା ବିବାହ ପରେ ମିଲନ କୁ ଆପେଣାଇ ଥିଲେ ।

ତେବେ ରୀନା କହୁଛନ୍ତି ଯେ ସେ  ବେଷ୍ଟ ସ୍ଵାମୀ ପାଇଛନ୍ତି ଯିଏ ତାଙ୍କୁ ସବୁକ୍ଷେତ୍ରରେ ସହଯୋଗ କରନ୍ତି ଓ ତାଙ୍କ ସହ ଛିଡା ହୁଅନ୍ତି । ତେବେ ରୀନା ଓ ମିଲନଙ୍କ ପ୍ରେମ କାହାଣୀ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *