‘ଆରେ…ପେଣ୍ଟ ସାର୍ଟ ତ ପିନ୍ଧିବାକୁ ଦିଅ…’ ସରକାରୀ ଜମି ଉପରେ ଖୁଲମ ଖୁଲା ଚାଲିଥିଲା ଦେହ ବ୍ଯବସାୟ, ହଠାତ ପହଞ୍ଚିଲା ପୋଲିସ, ଆଉ ତା’ପରେ…ଦେଖନ୍ତୁ ଏହି Video  

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ ଅସଞ୍ଚତ ଅବସ୍ଥାରେ ଥିଲେ ଏହି ଯୁବକ ଜଣକ ଆଉ ଅଧାରୁ ହିଁ ତାଙ୍କୁ ଟେକି ଆଣିଲା ପୋଲିସ ।

ଗାମୁଛା ପିନ୍ଧିଥିବା ଯୁବକଙ୍କୁ ଚଲେଇ ଚଲେଇ ଆଣିଲେ ଗାଡି ପର୍ଯ୍ୟନ୍ତ । ଆଉ ହଠାତ ଯୁବକଙ୍କର ମନେ ପଡିଗଲା ଯେ, ସେ ପେଣ୍ଟ ସାର୍ଟ କିଛି ପିନ୍ଧି ନାହାନ୍ତି କେବଳ ଗାମୁଛାଟିକୁ ଗୁଡାଇ ହୋଇଛନ୍ତି । ପୋଲିସ ବାବୁ ଜଣକ କହିଲେ ସେତେବେଳେ କିଛି ମନେ ପଡିଲାନି ଏବେ ମନେ ପଡୁଛି । ଧରା ପଡିଛନ୍ତି ଏହି ଗରାଖ ଜଣକ । ଆଉ ଧରା ପଡିବା ପରେ ପୋଲିସ ଏବେ ତାଙ୍କୁ ଥାନା ନେଇ ଯାଉଛି ।

ଯୁବକ ଜଣକ ଆସିଥିଲେ ମଜା ନେବା ପାଇଁ ହେଲେ ଏବେ ସଜା ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ପୁରୁଣା 16 ନମ୍ବର ଜାତୀୟ ରାଜପଥର ଏ ହେଉଛି ସେହି ଜାଗା ଯେଉଁଠି ଚାଲିଥିଲା ସରକାରୀ ଜମି ଉପରେ ବେଶ୍ୟାଳୟ ବା ଦେହ କାରବାର । ଏଠାରେ ଯୁବକ ଜଣକ ଆସି ଟଙ୍କା ଦେଇ ଉପଭୋଗ କରୁଥିଲେ । ତେବେ ସୁନିତା ମଲିକ ନାମକ ଏହି ବେଶ୍ୟାଳୟ ଚଲାଉ ଥିବା ତଥା ରାଣୀ ମହୁମାଛି ସାଜି ଥିବା ଜଣା ପଡିଛି । ତେବେ ଜଣେ ଦେହଜୀବି ଆଉ ଯୁବକଙ୍କୁ ପୋଲିସ ଗିରଫ କରିଛି ।

ସାମ୍ନାରେ ଚାଲିଥିଲା ଚିକେନ କାଉଣ୍ଟର ପଛରେ ଥିଲା ସରକାରୀ ଅଫିସ ଆଉ ଏହାର ମଝିଆ ମଝି ଚାଲିଥିଲା ଏହି ବେଶ୍ୟାଳୟ । ଏଠାରେ ଅନେକ ରୁମ ଥିଲା ଓ ଗ୍ରାହକ ମାନେ ଟଙ୍କା ଦେଇ ଯାଉଥିଲେ ଯୁବତୀ ମାନଙ୍କ ସହ ସମ୍ପର୍କ ରଖୁଥିଲେ । କହିବାକୁ ଗଲେ ଦେହ ବ୍ୟବସାୟ ଚାଲୁଥିଲା ।

2000 ଟଙ୍କାରୁ 10000 ଟଙ୍କା ଦେଇ ଉପଭୋଗ କରୁଥିଲେ ତମାମ ରାତି । ତେବେ ସୂଚନା ମିଳିବା ପରେ ପୋଲିସ ଚଢାଉ କରିଛି ଆଉ ରାଣୀ ମହୁମାଛିକୁ ଗିରଫ କରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *