‘ଆ…ଥୁ…ପାଣ୍ଡିଆନ୍ ଙ୍କୁ ପ୍ରଶଂସା କଲେ ଭାସିଗଲା ?’ ଖୋଲାକଥାରେ ପଣ୍ଡିଆନଙ୍କ ବିଷୟରେ ଏମିତି କାହିଁକି କହିଲେ Sura Routray, ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁଅ ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇଙ୍କ ଲୋକପ୍ରିୟତା ଆମ ଓଡିଶାରେ ବହୁତ ଅଧିକ ଅଛି । ତାଙ୍କ କଡା ବୟାନ ଓ ସମାଜ ସେବା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଗତ କିଛି ଦିନ ହେବ ଶ୍ରୀମନ୍ଦିର କୋରିଡୋରକୁ ନେଇ ଉଠୁଛି ପଡୁଛି ପୁରୀ । ଆଉ ଏହାକୁ ନେଇ ଏବେ ସୁର ଭାଇ ନିଜର ବୟାନ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ସୁର ଭାଇ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା ।

ସୁର ଭାଇ କହିଛନ୍ତି-‘ପୁରୀର ପ୍ରଥମ ସେବକ ହେଲେ ପୁରୀ ମହାରାଜ । ସେ ଷ୍ଟେଟମେଣ୍ଟ ଦେଇ ସାରିଛନ୍ତି ମନ୍ଦିର ପ୍ରତି ବିପଦ ନାହିଁ ଦ୍ଵିତୀୟରେ ଏଏସଆଇ ପରିମିସନ ଦେଇନାହିଁ । ଏମାନେ ପାଇଖାନା ତିଆରି କରିଛନ୍ତି ଆଉ ଯେଉଁ ଜାଗାରେ ପାଇଖାନା ହେଉଛି ମନ୍ଦିରର କ୍ଷତି କରିବ ନାହିଁ । ଆଉ ଏହା ଭିତରେ ଆମେ ଯେଉଁ ଚିତ୍କାର କଲେ ପ୍ରାୟ 70 ପ୍ରତିଶତ ଖାଲ ପୋତି ଦେଇଛନ୍ତି ।

ଆଉ ଯେଉଁ 30 ପ୍ରତିଶତ ଅଛି ସେଠାରେ ସେ ପାଇଖାନା କରୁଛନ୍ତି ତେଣୁ ଡେଭଲୋପମେଣ୍ଟ କାମ ପାଇଁ ଆମେ ନିନ୍ଦା କରିପାରିବା ନାହିଁ । ସେବାୟତ ମାନଙ୍କୁ, ପୁରୀ ବାସିନ୍ଧା ମାନଙ୍କୁ, ବୈଜ୍ଞାନିକ ମାନଙ୍କୁ, ପ୍ରତ୍ନତତ୍ଵ ବିଭାଗର କର୍ମଚାରୀ ମାନଙ୍କୁ ବସେଇକି ଆଲୋଚନା କରି ଯଦି ଏହା କରାଯାଇ ଥାନ୍ତା ତା ହେଲେ ଅସୁବିଧା ଏ ଆନ୍ଦୋଳନ ଆଜି ହୋଇ ନଥାନ୍ତା । ଏଇଟା ଭୁଲ ହୋଇଛି ।

ଆମେ ପାଇକଙ୍କୁ ନେଇ ଆନ୍ଦୋଳନ କରିଛୁ । ହେଲେ ବଡ ବଡ ନେତା ସୁର ରାଉରତାୟକୁ ନୋଟିସ ଦେବା ପାଇଁ ଏକାଠି ହୋଇଛନ୍ତି ଲାଜ୍ୟା ଆ ଥୁ । ତମେ ମନ୍ଦିର ପାଇଁ ଆସୁନ ତମେ ରାଜ୍ୟ ବାସୀଙ୍କ ପାଇଁ ଆସୁନ ସୁର ଭାଇଙ୍କୁ ଖାଲି ନୋଟିସ ଦେଉଛ । ନବୀନ ବାବୁ ଆଉ ତାଙ୍କ ପର୍ଶନାଲ ସେକ୍ରେଟେରୀ ପାଣ୍ଡିଆନ ମୋ ଲୋକଙ୍କ ପାଇଁ ବହୁତ ଭଲ କାମ କରୁଛନ୍ତି । ମୋତେ ଲୋକେ ପାଞ୍ଚ ବର୍ଷ ଭୋଟ ଦେଇଛନ୍ତି । ଅକ୍ଷୟ ତୃତୀୟା ଦିନ କାମ କରିଲୁ 170 କୋଟି ଟଙ୍କା ।

ଜଟଣୀକୁ ୱାଟର ସପ୍ଲାଏ 300 କୋଟି ଟଙ୍କାରେ ହେବ ଡେ ଆଣ୍ଡ ନାଇଟ ତମେ ଭୁବନେଶ୍ବରରେ ପାଉନ । ଆମ କାମ କରିଦେଉଛନ୍ତି ମୁଁ ଆଉ ପ୍ରଶଂସା କରିଦେଲେ ଭାସିଗଲା । ମୋ ସମୟ ପଳେଇବ ଯଦି ଲୋକଙ୍କ କାମ ନ କରିପାରିବି । ଲୋକଙ୍କ କାମ କରି ଚାଲିଛନ୍ତି ଆଉ ଥରେ ଛିଡା ହେଲେ ଲୋକ ଭୋଟ ଦେବେ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *