ଚମତ୍କାର ! ହନୁମାନ ଚାଳିଶାରେ ଡ୍ୟାନ୍ସ କରୁଥିବା ଶୁଆ, ଦେଖନ୍ତୁ ଏହି ମଜାଦାର Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି  ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଅନେକ ଲୋକ ନିଜ ଘରେ ଶୁଆ ରଖନ୍ତି ।

କେତେକ ଶୁଆ ଘରେ ରହି କଥା କହିଥାନ୍ତି ତ କେତେକ ଶୁଆ ଗୀତ ଗାଇଥାନ୍ତି । ଶୁଆ ପ୍ରତି ମଣିଷର ଭଲ ପାଇବା ବହୁତ ଅଧିକ ଅଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଗୋଟେ ଶୁଆ ହନୁମାନ ଚାଳିଶାରେ ମୁଣ୍ଡ ଟୁଙ୍ଗାରି ନାଚୁ ଥିବାର ନଜର ଆସୁଛି । ଶୁଆର ନାମ ହେଉଛି ମିଠୁ ଆଉ ଏହି ଭିଡିଓରେ ମିଠୁ ତୋତା ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଛି ।

ବନ୍ଧୁଗଣ ମିଠୁକୁ ତାର ମାଲିକ ପଚାରୁଛି ସକାଳୁ ଉଠି ସମସ୍ତେ ହନୁମାନ ଚାଳିଶା ଶୁଣିବା ଉଚିତ ଏହାର ଉତ୍ତର ଦେଇ ମିଠୁ କହୁଛି ହଁ । ଏହା ପରେ ବ୍ୟକ୍ତି ଜଣକ ହନୁମାନ ଚାଳିଶା ବୋଲୁ ଛନ୍ତି ଆଉ ଶୁଆଟି ହନୁମାନ ଚାଳିଶା ଶୁଣି ନାଚୁଛି ।

ବନ୍ଧୁଗଣ ଶୁଆର ଏଭଳି ଭିଡିଓ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଶୁଆର ଏଭଳି ଭକ୍ତି ଦେଖି ଲୋକ ମାନେ ଖୁସି ହୋଇଯାଇଛନ୍ତି । ବନ୍ଧୁଗଣ ଶୁଆର ମାଲିକ ମଧ୍ୟ ବହୁତ ଭଲ ଭାବରେ ଶୁଆକୁ ଶିଖାଇ ଛନ୍ତି । ତେବେ ଏହି ଭିଡିଓକୁ ବର୍ତ୍ତମାନ 4 ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *