ସରକାରୀ ଚାକିରିଆଙ୍କ ପାଇଁ ଆସିଲା ବଡ ଖୁସି ଖବର, ଶୁଣିଲେ ଖୁସିରେ ନାଚିବେ… 

ବନ୍ଧୁଗଣ ସରକାରୀ ଚାକିରିଆଙ୍କ ପାଇଁ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଖୁସି ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଏପ୍ରିଲରୁ ସପ୍ତାହକୁ ୫ ଦିନ କାମ କରିବେ ସରକାରୀ ଚାକିରିଆ ଶନିବାର ଓ ରବିବାର ଛୁଟି ମିଳିବ ।

ଆସନ୍ତା ମାସ ଅର୍ଥାତ ଏପ୍ରିଲ ୧ରୁ ସବୁ ସରକାରୀ ଚାକିରିଆ ମାନେ ସପ୍ତାହକୁ ୫ ଦିନ କାମ କରିବେ ଆଉ ଦୁଇ ଦିନ ଛୁଟି କାଟିବେ । ସୋମବାର ରୁ ଶୁକ୍ରବାର ଅଫିସରେ କାମ କରିବେ ଓ ଶନିବାର ରବିବାର ଛୁଟି ପାଇବେ ଅଧିକାରୀ । ସପ୍ତାହରେ ଦୁଇ ଦିନ ଛୁଟି ପାଇବାର ସୁଯୋଗ ପୁରା ଭାରତର ଲୋକ ନୁହେଁ ବରଂ କେବଳ ମଣିପୁର ଲୋକ ପାଇବେ ବୋଲି ଜଣା ପଡିଛି ।

ମାର୍ଚ୍ଚ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହଙ୍କ ଅଧକ୍ଷତାରେ ଅନୁଷ୍ଠିତ କ୍ଯାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏ ସମ୍ପର୍କରେ ବିଲ ପାସ ହେବା ପରେ ମଣିପୁର ରାଜ୍ୟପାଳ ମଧ୍ୟ ବିଲ ଉପରେ ସାକ୍ଷାର କରିସାରିଛନ୍ତି । ତାଙ୍କ କାର୍ଯ୍ୟଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞେପ୍ତି ଅନୁସାରେ ଏପ୍ରିଲ ୧ରୁ ମଣିପୁର ରାଜ୍ୟରେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସମସ୍ତ କାର୍ଯ୍ୟଳୟ ଓ ଏଜେନ୍ସି ଆଦିରେ ପାଞ୍ଚ ଦିନିଆ କାର୍ଯ୍ୟ ଦିବସ ରହିବ ବୋଲି ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ ସରକାର କାର୍ଯ୍ୟଳୟ, ଏଜେନ୍ସି ଏବଂ ପିଏସି ପାଇଁ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟ ଦିବସ ରହିବ । ଯଦି ଏହି ଦିନ ମଧ୍ୟରେ ସରକାରୀ ଛୁଟି ମିଳେ ତେବେ ଅଫିସ ମଧ୍ୟ ବନ୍ଦ ରହିବ ବୋଲି ଜଣା ପଡିଛି ।

ତେବେ ଗ୍ରୀଷ୍ମ ଦିନ ପାଇଁ ମାର୍ଚ୍ଚରୁ ଅକ୍ଟୋବର ପର୍ଯ୍ୟନ୍ତ ସକାଳ ୯ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ କାର୍ଯ୍ୟଳୟ ଖୋଲା ରହିବ । ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟରେ ସକାଳ ୮ଟାରୁ ପାଠ ପଢା ଆରମ୍ଭ ହେବ । ମଣିପୁର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେ ବହୁତ ଚର୍ଚ୍ଚା ଚାଲିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *