NCB ଜେରା ସମୟରେ Sara Ali Khan କଲେ ଏହି ଭୟଙ୍କର ଖୁଲାସା, କହିଲେ ରିୟା ସୁଶାନ୍ତଙ୍କୁ ସହ…

ବର୍ତ୍ତମାନ NCB ର ଜାଲରେ ଫସିଯାଇଛନ୍ତି ବଲିଉଡ ର ବଡ ବଡ ଅଭିନେତ୍ରୀ । ଗତ କାଲି ସାରା ଅଲି ଖାନ ବି NCB ଅଫିସ ରେ ପହଞ୍ଚିଥିଲେ । ଯେଉଁଠି NCB ତାଙ୍କୁ ଜେରା କରିଛି । NCB ର ଜେରା ପରେ ସାରା ଅନେକ ରହସ୍ୟ ଖୋଲି ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଯେମିତି କି ଆପଣ ଜାଣିଛନ୍ତି ରିୟା ନିଜକୁ ବଞ୍ଚାଇବା ପାଇଁ ଜଣକ ପରେ ଜଣେ ଅଭିନେତ୍ରୀଙ୍କ ନାମ ସାମ୍ନା କୁ ଆଣିଛି । ରିୟା ସାରାଙ୍କ ନାମ ନେବା ପରେ ବି ସାରା ରାଗି ଯାଇଛନ୍ତି ଓ ରିୟା ବିଷୟରେ ସବୁ ସତ ଖୋଲି NCB କୁ କହି ଦେଇଛନ୍ତି । ଖବର ଅନୁସାରେ ସାରା NCB ସାମ୍ନା ରେ କାନ୍ଦି କାନ୍ଦି କହିବାକୁ ଲାଗିଲେ କି ରିୟା ମୋ ସୁଶାନ୍ତ ଙ୍କୁ ମୋ ଠାରୁ ଅଲଗା କରିଦେଲା ଓ ତାକୁ ଲୁଟିଲା ଶେଷରେ ଲୁଟି ଲୁଟି ଜୀବନରୁ ମାରିଦେଲା । ଆଜ୍ଞା ହଁ, ଏହି କଥା କହିବା ବେଳେ ସାରା ବହୁତ ରାଗି କି ଥିଲେ ଓ ସେ ରିୟା ଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ ।

NCB ଯେତେବେଳେ ପଚାରିଲା କି ଆପଣ ରିୟା ଓ ସୁଶାନ୍ତଙ୍କ ଡ୍ରଗ୍ସ କନେକ୍ସନ ବିଷୟରେ କଣ ଜାଣିଛନ୍ତି । ଏହାର ଜବାବ ରେ ସାରା ବହୁତ କିଛି କଥାର ଖୁଲାସା କରିଛନ୍ତି । ପ୍ରଥମଟି ଫାର୍ମ ହାଉସ କଥା । ସାରା କହିଲେ କି ରିୟା ସୁଶାନ୍ତଙ୍କୁ ବହୁତ ଡରାଉ ଥିଲା, ତାଙ୍କୁ କଣ୍ଟ୍ରୋଲ ରେ ରଖୁଥିଲା ଓ ତାଙ୍କୁ କଷ୍ଟ ଦେଇ ଦେଇ ତାଙ୍କର ସବୁ ଟଙ୍କା ଉଡାଉଥିଲା ।

NCB ଯେତେବେଳେ ପଚାରିଲେ ଆପଣଙ୍କ ଫୋନ ରୁ କରିନା କପୂର ଙ୍କ ନାମ ସାମ୍ନା କୁ ଆସୁଛି କି ସେ ଏକ ଚାଟ ରେ ତୁମ ଠାରୁ ଡ୍ରଗ୍ସ ମାଗୁଛନ୍ତି ଏହା ବିଷୟରେ ଆପଣ କଣ କହିବେ ?
ସାରା ପ୍ରଥମେ ଏମିତି କୌଣସି କଥା ନାହିଁ ବୋଲି ମନା କରିଦେଲେ କିନ୍ତୁ ଯେତେବେଳେ NCB ସାରାଙ୍କ ସାମ୍ନାରେ ଚାଟ ର ଡିଟେଲ୍ସ ରଖିଲେ ତ ସାରା ଏହାର କୌଣସି ଉତ୍ତର ଦେଇ ପାରିଲେ ନାହିଁ ଓ ଚୁପ ରହିଲେ ।

ଏହା ପରେ ଆଶା କରା ଯାଉଛି ପଚରା ଉଚରା ପାଇଁ NCB କରିନା କପୂର ଖାନ ଙ୍କୁ ବି ଡକାଇ ପାରେ । ଟାଇମ୍ସ ନାଓ ଅନୁସାରେ ଯେଉଁ ଚାଟ ରେ ସବୁ ଆକ୍ଟ୍ରେସ ଡ୍ରଗ୍ସ ମଗାଇବାର କଥା ହେଉଥିଲେ ସେହି ଗ୍ରୁପ ର ଆଡମିନ ଆଉ କେହି ନୁହଁନ୍ତି ବରଂ ନିଜେ ଦୀପିକା ପାଦୁକୋନ ଅଟନ୍ତି । NCB ସୂତ୍ର ଅନୁସାରେ ଏହି ଖବର ଟାଇମ୍ସ ନାଓ ପ୍ରକାଶ କରିଛି ।

ଜେରା ସମୟରେ ସାରା ଅଲି ଖାନ NCB କୁ କହିଲେ କି ଫିଲ୍ମ କେଦାରନାଥ ସମୟରେ ସୁଶାନ୍ତ ଓ ସାରାଙ୍କ ମଧ୍ୟରେ ରିଲେସନ ଆରମ୍ଭ ହୋଇଥିଲା । କେବଳ ଏତିକି ନୁହେଁ ସାରା ସୁଶାନ୍ତଙ୍କ ସହିତ ତାଙ୍କ କ୍ୟାପ୍ରି ହାଉସ କୁ ବି ରହିବାକୁ ଯାଇଥିଲେ । ସାରା କହିଲେ କି ମୋର ସୁଶାନ୍ତଙ୍କ ସହିତ 2018 ରେ ଫିଲ୍ମ କେଦାରନାଥ ସମୟରେ ରିଲେସନସିପ ଆରମ୍ଭ ହୋଇଥିଲା । ସୁଟିଙ୍ଗ ପରେ ମୁଁ ସୁଶାନ୍ତଙ୍କ ସହିତ ତାଙ୍କ କ୍ୟାପ୍ରି ହାଉସକୁ ବି ରହିବାକୁ ଯାଇଥିଲି । ସାରା ଏହା ମଧ୍ୟ କହିଲେ କି ଦୁଇ ଜଣ 5 ଦିନ ପାଇଁ ଥାଇଲାଣ୍ଡ ର କୋଷମୁହି ଆଇଲ୍ୟାଣ୍ଡ ବି ଯାଇଥିଲେ । ଯେଉଁଠି ସେ ପାର୍ଟି ବି କରିଥିଲେ ।

ସାରା NCB କୁ କହିଲେ କି ସୁଶାନ୍ତ ସେତେବେଳେ ଡ୍ରଗ୍ସ ବି ନେଉଥିଲେ । କିନ୍ତୁ ଏହି କଥାର ଖୁଲାସା ହୋଇ ପାରି ନାହିଁ କି ସୁଶାନ୍ତ ସାରାଙ୍କ ସହିତ ସାକ୍ଷାତ ପୂର୍ବରୁ ଡ୍ରଗ୍ସ ନେଉଥିଲେ ନା ସେ ସେତେବେଳେ ଆରମ୍ଭ କରିଥିଲେ ନା ସାରା ମିଛ କହୁଛନ୍ତି । ଯେତେବେଳେ କି ସାରା ଅଲି ଖାନ ନିଜେ ଡ୍ରଗ୍ସ ନେବା କଥାକୁ ଅସ୍ଵୀକାର କରି ଦେଇଛନ୍ତି । ସେ ବହୁତ ଚାଲାଖି ରେ କହିଲେ କି ସେ ସୁଶାନ୍ତଙ୍କ ସହିତ ପାର୍ଟିକୁ ଯାଉଥିଲେ କିନ୍ତୁ ସେ କେବେ ବି ଡ୍ରଗ୍ସ ନେଇ ନାହାଁନ୍ତି ।

ଆପଣଙ୍କୁ କହି ଦେଉଛୁ କି ଡ୍ରଗ୍ସ କେସ ରେ ପୁରା ବଲିଉଡ ଏବେ ଫସି ଯାଇଛି । ଏବେ ସମସ୍ତଙ୍କ ଅସଲ ଚେହେରା ସାମ୍ନା କୁ ଆସୁଛି କି କିପରି ସେମାନେ ପୁରା ଇଣ୍ଡିଆ କୁ ଠକୁଥିଲେ । ଏବେ ତ କେବଳ ଛୋଟ ଛୋଟ ମାଛ ହିଁ ଜାଲରେ ପଡିଛନ୍ତି, ଆହୁରି ବଡ ବଡ ନାମ ସାମ୍ନା କୁ ଆସିବା ବାକି ଅଛି ଯିଏ କି ବଲିଉଡ ରେ ରାଜ କରୁଛନ୍ତି ଓ ଜଣା ନାହିଁ ସୁଶାନ୍ତଙ୍କ ଭଳି କେତେ ଜୀବନ ବରବାଦ କରୁଛନ୍ତି । ବନ୍ଧୁଗଣ ଯଦି ଆପଣ ବି ଚାହୁଞ୍ଚନ୍ତି ଡ୍ରଗ୍ସ ମାଫିଆଙ୍କ ପରଦାଫାସ ହେଉ ଓ ସୁଶାନ୍ତଙ୍କୁ ନ୍ୟାୟ ମିଳୁ ତେବେ ଏହାକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *