Chanakya Niti- ପ୍ରତିଦିନ ଛୁଅନ୍ତୁ ମହିଳାଙ୍କର ଏହି ଅଙ୍ଗ, ମୋତି ପରି ଚମକିବ ଭାଗ୍ୟ

ବନ୍ଧୁଗଣ ଚାଣକ୍ୟ ନୀତି ହେଉଛି ଏପରି ଏକ ନୀତିଗ୍ରନ୍ଥ ଯାହା ଚାଣକ୍ୟଙ୍କ ଦ୍ଵାରା ରଚିତ ହୋଇଛି । ଏହାର ସମସ୍ତ ନୀତି ଜୀବନକୁ ସୁଖମୟ କରିବା ପାଇଁ ସହାୟତା କରିଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ପରି ଏକ ଚାଣକ୍ୟଙ୍କ ନୀତି ବିଷୟରେ କହିବୁ । ଚାଣକ୍ୟ ନୀତି ଅନୁସାରେ ମହିଳାଙ୍କର ଏପରି ଏକ ଅଙ୍ଗ ରହିଛି ଯାହାକୁ ସ୍ପର୍ଶ କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ବଦଳି ଯାଇପାରେ । ହେଲେ ବନ୍ଧୁଗଣ ଏହା ପୂର୍ବରୁ ଆସନ୍ତୁ ଜାଣିବା ଚାଣକ୍ୟ ନୀତି ଅନୁସାରେ କେଉଁପରି ଝିଅ ମାନଙ୍କ ସହ ଭୁଲ ସେ ମଧ୍ୟ ବିବାହ କରିବା ଉଚିତ ହୋଇ ନଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସାଧାରଣତଃ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ମାନିଥାନ୍ତି ସମସ୍ତେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁସବୁ ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ ଆପଣଙ୍କ ଜୀବନକୁ ନର୍କ କରିଦେବେ । ଏହି ସବୁ ମହିଳା ମାନଙ୍କ ସହ ଭୁଲ ସେ ମଧ୍ୟ ବିବାହ କରିବେ ନାହିଁ । ଭଗବନଙ୍କୁ କ୍ଷମା ମାଗି ରହିଯିବେ ହେଲେ ଭୁଲ ସେ ମଧ୍ୟ ବନ୍ଧୁଗଣ ଆପଣ ଏହି ମହିଳା ମାନଙ୍କୁ ବିବାହ କରିବେ ନାହିଁ ।

୧. ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ଯେଉଁ ଝିଅ ମାନଙ୍କର ଅନେକ ସମ୍ବନ୍ଧ ରହିଥାଏ, ସେହି ଝିଅ ମାନଙ୍କ ସହ ଭୁଲ ସେ ମଧ୍ୟ ବିବାହ କରିବେ ନାହିଁ । ଏହି ଝିଅ ମାନେ କେବେ ଆପଣଙ୍କୁ ଖୁସିରେ ରଖିପାରିବେ ନାହିଁ । ଏହି ଝିଅ ମାନଙ୍କ ସହ ରହିଲେ ଆପଣ ନିଜ ଜୀବନରେ ବହୁତ କାନ୍ଦିବେ । ଏହି ଝିଅ ମାନେ ସମୟ ଆସିଲେ ଆପଣଙ୍କୁ ମଧ୍ୟ ତ୍ୟାଗ କରିଦେବେ, ତେଣୁ ଏହିପରି ଝିଅ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।


୨. ଚାଣକ୍ୟ ନୀତି ଅନୁସାରେ ଯେଉଁ ଝିଅ ମାନଙ୍କୁ ଧନର ଅତ୍ୟଧିକ ଲୋଭ ରହିଥାଏ, ଭୁଲ ସେ ମଧ୍ୟ ଆପଣ ମାନେ ସେହି ଝିଅକୁ ବିବାହ କରିବେ ନାହିଁ । ଏହି ଝିଅ ମାନେ ଧନଲାଭ କରିବା ପାଇଁ ନିଜର ସମସ୍ତ ସୀମାକୁ ଅତିକ୍ରମ କରିଦେବେ । ତେଣୁ ବନ୍ଧୁଗଣ ଏହି ଝିଅ ମାନଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ । ଏହି ଝିଅ ମାନଙ୍କୁ ଭୁଲ ସେ ମଧ୍ୟ ବିବାହ କରିବେ ନାହିଁ ।


୩. ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ଯେଉଁ ଝିଅ ମାନେ ଧର୍ମକୁ ମାନି ନଥାନ୍ତି ସେହି ଝିଅ ମାନଙ୍କୁ ଭୁଲ ସେ ମଧ୍ୟ ବିବାହ କରିବେ ନାହିଁ । ଏହି ଝିଅ ମାନେ ଆପଣଙ୍କ ପରିବାରକୁ ଧ୍ଵଂସ କରିଦେବେ । ଏହି ଝିଅ ମାନେ କୌଣସି ଭୟ ନିଜ ମନ ମଧ୍ୟରେ ରଖି ନଥାନ୍ତି, ଏମାନଙ୍କୁ ଯାହା ଇଛା ହୋଇଥାଏ ଏମାନେ ତାହା କରିଥାନ୍ତି । ତେଣୁ ବନ୍ଧୁଗଣ ଏହି ସବୁ ଝିଅ ମାନଙ୍କୁ ଭୁଲ ସେ ମଧ୍ୟ ବିବାହ କରିବେ ନାହିଁ ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ମହିଳା ମାନଙ୍କର କେଉଁ ଅଙ୍ଗକୁ ସ୍ପର୍ଶ କରିଲେ ମଣିଷର ଭାଗ୍ୟ ବଦଳିଯାଏ । ବନ୍ଧୁଗଣ ମହିଳା ମାନଙ୍କର ଚରଣରୁ ଅଧିକ ପବିତ୍ର ଅଙ୍ଗ କୌଣସି ଅଙ୍ଗ ନଥାଏ । କୁହାଯାଏ ମହିଳା ମାନଙ୍କ ଚରଣ ଛୁଇଁଲେ ସବୁ ଜନ୍ମର ପୂଣ୍ୟ ମିଳିଯାଇଥାଏ ।

ଯଦି ଆପଣ ମହିଳା ମାନଙ୍କ ଚରଣକୁ ସ୍ପର୍ଶ କରିବେ ତେବେ ଆପଣଙ୍କ ଭାଗ୍ୟ ବହୁତ ଶୀଘ୍ର ବଦଳିଯିବ । ଆପଣମାନେ ତ ଜାଣିଛନ୍ତି ପ୍ରତ୍ୟେକ ଲୋକଙ୍କ ଜୀବନରେ ଯେଉଁ ପ୍ରଥମ ମହିଳା ଆସିଥାନ୍ତି ସେ ହେଲେ ମା । ତେଣୁ ଜୀବନରେ ସବୁବେଳେ ସଫଳ ହେବା ପାଇଁ ସକାଳୁ ଉଠି ପ୍ରଥମେ ନିଜ ମାତାଙ୍କ ଚରଣ ଅବଶ୍ୟ ସ୍ପର୍ଶ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *