Chanakya Niti- ସପ୍ତାହର ଏହି ଦିନ ଭୁଲରେ ବି ବନେଇବେ ନାହିଁ ଶାରୀରିକ ସମ୍ବନ୍ଧ, ଲାଗିଥାଏ ମହାପାପ

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ସ୍ଵାମୀ ସ୍ତ୍ରୀର ସମ୍ପର୍କକୁ ଏକ ପବିତ୍ର ବନ୍ଧନ ରୂପେ ମାନା ଯାଇଛି । ସ୍ଵାମୀ ଯଦି ପରମେଶ୍ଵର ହୋଇଥାଏ ତା ହେଲେ ପତ୍ନୀଙ୍କୁ ଅର୍ଦ୍ଧାଗ୍ନି ମାନା ଯାଇଥାଏ । ଉଭୟ ସ୍ଵାମୀ ସ୍ତ୍ରୀ ଆଜୀବନ ପରସ୍ପରର ଦୁଃଖ କଷ୍ଟରେ ଛିଡା ହୋଇଥାନ୍ତି । ସ୍ଵାମୀ ସ୍ତ୍ରୀଙ୍କ ଶା-ରୀ-ରି-କ ସ-ମ୍ବ-ନ୍ଧକୁ ନେଇ କିଛି ମହତ୍ଵପୂର୍ଣ୍ଣ କଥା କୁହାଯାଇଛି । ଯେଉଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଶା-ରୀ-ରି-କ ସ-ମ୍ବ-ନ୍ଧ ରହିନଥାଏ ସେମାନଙ୍କ ଜୀବନ ସଂପୂର୍ଣ୍ଣ ହୋଇନଥାଏ । ହେଲେ ବନ୍ଧୁଗଣ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖିବାର କିଛି ସଠିକ ସମୟ ଓ ଦିନ ରହିଥାଏ ।

କେତେକ ଲୋକ ଏପରି ଅଛନ୍ତି ଯେଉଁ ମାନେ ଯେକୌଣସି ସମୟରେ ସ-ମ୍ବ-ନ୍ଧ ରଖିଥାନ୍ତି ହେଲେ ଏହାକୁ ପା-ପ ମନା ଯାଇଥାଏ । ବନ୍ଧୁଗଣ ସପ୍ତାହରେ କିଛି ଏପରି ଦିନ ଅଛି ଯେଉଁ ଦିନରେ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖିବା ଉଚିତ ନୁହେଁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ସବୁ ଦିନ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସବୁ ଦିନ ଗୁଡିକ ବିଷୟରେ ।

ବୃହସ୍ପତି ବାର- ବନ୍ଧୁଗଣ ବୃହସ୍ପତିଙ୍କୁ ସମସ୍ତ ଗ୍ରହର ଗୁରୁ ମାନା ଯାଇଥାଏ । ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ଗୁରୁ ଖରାପ ଥାଏ ତା ହେଲେ ସେହି ବ୍ୟକ୍ତିର ସମୟ ବହୁତ ଖରାପ ଚାଲେ । ସେହି ବ୍ୟକ୍ତି ଜଣକ ସଂପୂର୍ଣ୍ଣ କଙ୍ଗାଳ ହୋଇଯାଇଥାଏ । ଏମିତିରେ କୁହାଯାଇଛି ଯେ, ବୃହସ୍ପତି ବାର ଦିନ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖିବା ଉଚିତ ନୁହେଁ । ଏହି ଦିନରେ ଗ-ର୍ଭ-ରେ ରହିଥିବା ସନ୍ତାନ ରା-କ୍ଷା-ଶ ଜାତିର ହୋଇଥାଏ ଓ ସ-ମ୍ବ-ନ୍ଧ ରଖିଥିବା ବ୍ୟକ୍ତିକୁ ଆଗ ଜନ୍ମରେ କୁକୁର ହେବାକୁ ପଡିଥାଏ ।

ମଙ୍ଗଳବାର- ବନ୍ଧୁଗଣ ମଙ୍ଗଳବାର ଦିନ ପତ୍ନୀକୁ ଭୁଲ ସେ ମଧ୍ୟ ଚୁ-ମ୍ବ-ନ କରନ୍ତୁ ନାହିଁ । ମଙ୍ଗଳ ଗ୍ରହର ଖରାପ ପ୍ରଭାବ ଯଦି କୌଣସି ବ୍ୟକ୍ତି ଉପରେ ପଡେ ତା ହେଲେ ସେହି ବ୍ୟକ୍ତି ଜଣକ ଅ-ପ-ରା-ଧୀ ହୋଇଯାଇଥାଏ । ମଙ୍ଗଳବାର ଦିନ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖୁଥିବା ବ୍ୟକ୍ତି ଆଗ ଜନ୍ମରେ ଘୁଷୁରି କିମ୍ବା କୁକୁର ଜନ୍ମ ନେଇଥାଏ । ଏହି ଦିନରେ ଗ-ର୍ଭ-ରେ ରହିଥିବା ସନ୍ତାନ କିନ୍ନର ହୋଇପାରେ ।

ଶନିବାର- ବନ୍ଧୁଗଣ ଶନି ଦେବଙ୍କୁ କ-ର୍ମ-ର ଦେବତା କୁହାଯାଇଥାଏ । ଶନି ହେଉଛନ୍ତି ଏକ ଏପରି ଦେବତା ଯିଏ ମଣିଷକୁ ତାର କର୍ମ ଅନୁସାରେ ଫଳ ଦେଇଥାନ୍ତି । ଏହି ଦିନରେ ଭୁଲ ସେ ମଧ୍ୟ ସ୍ଵାମୀ ସ୍ତ୍ରୀଙ୍କୁ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖିବା ଉଚିତ ନୁହେଁ । ଏହି ଦିନରେ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖିଲେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଆଜୀବନ ଝ-ଗ-ଡା ହୋଇଥାଏ ।

ତେଣୁ ବନ୍ଧୁଗଣ ଏହି ତିନୋଟି ଦିନକୁ ଛାଡି ଆପଣ ଯେକୌଣସି ବାରରେ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖିପାରିବେ । ହେଲେ ବନ୍ଧୁଗଣ ଏହି ତିନୋଟି ଦିନରେ ଭୁଲ ସେ ମଧ୍ୟ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖିବେ ନାହିଁ ।

Leave a Reply

Your email address will not be published. Required fields are marked *