ସପ୍ତାହକୁ ମାତ୍ର ୨ ଥର ପିଅନ୍ତୁ, ହାତ, ଗୋଡ, ଅଣ୍ଟା ବିନ୍ଧା,ରକ୍ତର ଅଭାବ, ମୋଟାପଣ, ଚର୍ବି ୯୦ ବର୍ଷ ପର୍ଯ୍ୟନ୍ତ ହେବ ନାହିଁ- Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଅଧିକାଂଶ ଲୋକଙ୍କର ହାତ, ଗୋଡ,ଅଣ୍ଟା ବିନ୍ଧା, ମୋଟାପଣ ଓ ରକ୍ତ ଅଭାବ ଆଦି ସମସ୍ଯା ଦେଖା ଦେଉଛି । ଏହାର ମୁଖ୍ୟ କାରଣ ହେଉଛି କ୍ୟାଲସିୟମର ଅଭାବ । ବନ୍ଧୁଗଣ ଏହି ସମସ୍ଯା ପାଇଁ ଆପଣ ମାନେ କେତେକ ମେଡ଼ିସିନର ସେବନ କରୁଥିବେ ହେଲେ ବନ୍ଧୁଗଣ ଏହି ସମସ୍ଯାକୁ ଦୁର କରିବା ପାଇଁ ଆପଣ ମାନଙ୍କୁ ଘରୋଇ ଉପଚାର କରିବା ଉଚିତ । କାରଣ ଘରୋଇ ଉପଚାର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକେ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ନିଜର ଏହି ସମସ୍ତ ସମସ୍ଯାକୁ ସଂପୂର୍ଣ୍ଣ ଦୁର କରିପାରିବେ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ମାନେ ବହୁତ ସହଜରେ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଉପଚାର ପାଇଁ ଆମକୁ ପ୍ରଥମ ସାମଗ୍ରୀ ଦରକାର ସୁଣ୍ଠି ପାଉଡର । ବନ୍ଧୁଗଣ ଏହା ଆପଣଙ୍କୁ ବଜାରରୁ ବହୁତ ସହଜରେ ମିଳିଯିବ । ଏହା କାଶ, ଥଣ୍ଡା, ଜ୍ଵରକୁ ଦୁର କରିବା ସହିତ ଏହା ଆମର ଶରୀରର ରୋଗ ପ୍ରତିଷେଧକ କ୍ଷମତାକୁ ବଢାଇଥାଏ । ଏହାପରେ ବନ୍ଧୁଗଣ ଆମକୁ ଦୁତୀୟ ସାମଗ୍ରୀ ଦରକାର ପାନ ମାଧୁରୀ ।

ବନ୍ଧୁଗଣ ପାନ ମାଧୁରୀ ଆମ ପେଟ ଜନିତ ସମସ୍ତ ସମସ୍ଯାକୁ ଦୁର କରିବା ସହିତ ଆମ ଶରୀରକୁ ଥଣ୍ଡା ରଖିଥାଏ । ଏହାପରେ ବନ୍ଧୁଗଣ ଆମକୁ ଦରଦ୍କାର ମିଶ୍ରି । ବନ୍ଧୁଗଣ ମିଶ୍ରି ଆମ ଶରୀରର ହିମୋଗ୍ଲୋବିନର କ୍ଷମତାକୁ ବଢାଇବା ସହିତ ଆମ ଶରୀରରେ ହେଉଥିବା ଜ୍ଵଳନକୁ କମାଇ ଥାଏ । ଏହି ଉପଚାରକୁ ବନେଇବା ପାଇଁ ଆପଣ ପ୍ରଥମେ ଗ୍ଯାସ ଚୁଲାରେ ଏକ ପାତ୍ର ବଶାନ୍ତୁ ଓ ସେଥିରେ ଏକ ଗ୍ଳାସ କ୍ଷୀର ନିଅନ୍ତୁ ।

କ୍ଷୀରରେ ଆପଣ ମାନେ ଏକ ଚାମଚ ପାନ ମଧୁରୀ, ଅଧା ଚାମଚ ସୁଣ୍ଠି ପାଉଡର ଓ ଅଳ୍ପ ମିଶ୍ରି ମିଶାନ୍ତୁ । ଏହାପରେ ବନ୍ଧୁଗଣ ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିକ୍ସ କରି ଆପଣ ଏହାକୁ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଗରମ କରନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣର ସେବନ କରନ୍ତୁ । ଏହାକୁ ଆପଣ ଏକ ସପ୍ତାହରେ କେବଳ ଦୁଇ ଥର ସେବନ କରନ୍ତୁ ଦେଖିବେ ଆପଣଙ୍କର ହାତ, ଗୋଡ,ଅଣ୍ଟା ବିନ୍ଧା, ମୋଟାପଣ ଓ ରକ୍ତ ଅଭାବ ଆଦି ସମସ୍ତ ସମସ୍ଯା ସଂପୂର୍ଣ୍ଣ ଦୁର ହୋଇଯିବ ।

ଏହାକୁ ଛୋଟ ପିଲା ମାନେ ମଧ୍ୟ ସେବନ କରିପାରିବେ । ଏହା ସହିତ ବନ୍ଧୁଗଣ ଏହା ଆଖିକୁ ସୁସ୍ଥ ମଧ୍ୟ ରଖିଥାଏ । ବନ୍ଧୁଗଣ ଏହି ଉପଚାରକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ । ତା ହେଲେ ବନ୍ଧୁଗଣ ଏହାର ପ୍ରୟୋଗ ନିଶ୍ଚୟ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ । ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *