ନିଜ ଜନ୍ମଦିନ କିପରି ପାଳନ କଲେ କଲେ ଓଡିଆ TV ଅଭିନେତ୍ରୀ Jasmine Rath, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ଲୁକ୍ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ନିଜ ଜନ୍ମ ଦିନ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ଜସ୍ମିନ ରଥ ଙ୍କ ଜନ୍ମ ଦିନର ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଜାସ୍ମିନ ରଥ ତାଙ୍କ ଜାନ୍ମ ଦିନକୁ କିପରି ପାଳନ କରିଛନ୍ତି ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଜାସ୍ମିନ ରଥଙ୍କୁ ‘ମାୟା’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ଇଛାଧାରୀ ନାଗୁଣୀ ରୁଦ୍ରୀର ଭୂମିକା ପଦର୍ଶନ କରିଛନ୍ତି । ଜାସ୍ମିନଙ୍କର ଏହି ରୁଦ୍ରୀ ଭୂମିକାକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଛନ୍ତି । ବନ୍ଧୁଗଣ ଏହି ସିରିଏଲଟି ବହୁତ ଲୋକପ୍ରିୟତା ହାସଲ କରିଛି ।

କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି । ଜାସ୍ମିନ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିସାରିଛନ୍ତି । ସୋସିଆଲ ମିଡିଆରେ ସେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ବହୁତ ଚର୍ଚାରେ ରୁହନ୍ତି । ଏହି କିଛି ସମୟ ହେବ ସୋସିଆଲ ମିଡିଆରେ ଜାସ୍ମିନଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ବନ୍ଧୁଗଣ ଗତ କାଲି ସନ୍ଧ୍ୟା ସମୟରେ ଜାସ୍ମିନ ନିଜ ଜନ୍ମ ଦିନ ପାଳନ କରିଛନ୍ତି ଓ ନିଜ ଜନ୍ମ ଦିନ ପାଳନର କିଛି ଫଟୋ ଓ ଭିଡିଓକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବନ୍ଧୁଗଣ ତାଙ୍କର ଜନ୍ମ ଦିନରେ ତାଙ୍କ ପରିବାର ଲୋକଙ୍କ ସହ କେତେକ ଟିଭି କଳାକାର ମାନେ ମଧ୍ୟ ଯୋଗ ଦେଇଥିବାର ଖବର ମିଳିଛି ।

ତାଙ୍କ ଫ୍ୟାନ୍ସ ମାନେ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଜାସ୍ମିନଙ୍କ ଅଭିନୟ ଭଲ ଲାଗିଥାଏ ତା ହେଲେ ଆମ ପୋଷ୍ଟକୁ ଲାଇକ ଓ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *