ନିଜ ପ୍ରେମିକାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ‘ସିନ୍ଦୁରର ଅଧିକାର’ ସିରିଏଲ ର ଆରବ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତା ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ନିଜ ବିବାହ ପାଇଁ ବହୁତ ଚର୍ଚାରେ ରହୁଛନ୍ତି ।

ବନ୍ଧୁଗଣ ସେହି ଅଭିନେତା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆରଭ । ଆପଣ ମାନେ ସମସ୍ତେ ଆରଭଙ୍କୁ ଓଡିଆ ସିରିଏଲ ‘ସିନ୍ଦୁର ର ଅଧିକାର’ରେ ନିଶ୍ଚୟ ଦେଖିଥିବେ । ଆରଭ ଏହି ସିରିଏଲରେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଛନ୍ତି । ବନ୍ଧୁଗଣ ଆରଭ ଜଣେ ଅଭିନେତା ହେବା ସହିତ ଜଣେ ମଡେଲ ମଧ୍ୟ ଅଟନ୍ତି ।

ସେ ତାଙ୍କର ଲୁକ୍ ଓ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଆରଭଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ବନ୍ଧୁଗଣ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ଆରଭଙ୍କର ବିବାହ ଫଟୋ ବାହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜିଆମେ ଆପଣ ମାନଙ୍କୁ ଆରଭଙ୍କ ବିବାହ ସମ୍ବନ୍ଧିତ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆରଭଙ୍କର ପ୍ରକୃତ ନାମ ହେଉଛି ସାନୋଜ । ସାନୋଜଙ୍କୁ ଅଭିନୟ କରିବା ସହ ମଡେଲିଙ୍ଗ କରିବା ପାଇଁ ବହୁତ ଭଲ ଲାଗେ । ବନ୍ଧୁଗଣ ସାନୋଜଙ୍କର ଜନ୍ମ ସ୍ଥାନ ହେଉଛି ଗଞ୍ଜାମ । ସେ ମିଷ୍ଟର ବରମପୁର ମଧ୍ୟ ରହିଛନ୍ତି । ହେଲେ ବନ୍ଧୁଗଣ ଏହି କିଛି ଦିନ ହେବ ସାନୋଜଙ୍କର କିଛି ବିବାହ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଖବର ମିଳିଛି ଯେ ସାନୋଜ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି, ତାଙ୍କର ଏହି ବିବାହ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ହେଲେ ବନ୍ଧୁଗଣ ସାନୋଜଙ୍କର ବିବାହ ତଥ୍ୟ ହେଉଛି ସଂପୂର୍ଣ୍ଣ ମିଛ । କାରଣ ସାନୋଜ ଏକ ମଡେଲ ଅଟନ୍ତି ଓ ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ଯେ ସେ କୌଣସି ଏକସୁ -ଟିଙ୍ଗସେଟରେ ବିବାହ କରିଛନ୍ତି ଯାହାର ସମସ୍ତ ଫଟୋ ସେ ସେୟାର କରିଛନ୍ତି ଯାହା ବହୁତ ମାତ୍ରାରେ ଭାଇରାଲ ହେଉଛି ।

ସାନୋଜଙ୍କର ଏହି ଫଟୋକୁ ଦେଖି ଲୋକମାନଙ୍କର ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଛି । ହେଲେ ବନ୍ଧୁଗଣ ଏହା ସଂପୂର୍ଣ୍ଣ ମିଛ ଅଟେ ଯେ ସାନୋଜ ବିବାହ କରିଛନ୍ତି । ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଓଡିଆ ସିରିଏଲ ‘ସିନ୍ଦୁର ର ଅଧିକାର’ର ଅଧିକାରରେ ଆରଭଙ୍କର ଅଭିନୟ ପସନ୍ଦ ଆସିଥାଏ, ତା ହେଲେ ଆମ ପୋଷ୍ଟକୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *