ସନ୍ତାନକୁ ଛାଡି ଶତ୍ରୁ ମାନଙ୍କ ସହ ଲଢିବାକୁ ସୀମାକୁ ଯାଉଛନ୍ତି ମା ‘ ଆଖିରେ ଲୁହ ନ ଆସିବାରୁ ଅଟକାଇ ପାରିବେ ନାହିଁ । ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସୋସିଆଲ ମିଡିଆରେ ଏ ଭିଡିଓ ଜୋର ଚର୍ଚ୍ଚା ଧରିଛି । କାରଣ ଏହି ଭିଡିଓ ରେ ଜଣେ ମହିଳା BSF ଯବାନ , ନିଜ ସନ୍ତାନକୁ ଛାଡ଼ି ଶତ୍ରୁ ମାନଙ୍କ ସହ ଯୁଦ୍ଧ କରିବାକୁ ଯାଉଛନ୍ତି ,ହେଲେ ଆଉ ଫେରିବ କି ନାହିଁ ଜାଣି ନାହାଁନ୍ତି  । ହଁ  ଦର୍ଶକବନ୍ଧୁ ଏହି ଭିଡିଓ ଲୋକମାନଙ୍କ ହୃଦୟରୁ ବେଶ ସ୍ପର୍ଶ କରିଛି ।

କାରଣ ଜଣେ ମହିଳା ନିଜ ନଅ ମାସର ସନ୍ତାନକୁ ଛାଡ଼ି ନିଜ କର୍ମକ୍ଷେତ୍ରକୁ ଯାଉଥିବାବେଳେ ଶିଶୁଟି ଭୋ ଭୋ ହୋଇ କାନ୍ଦୁଛି ଯାହାକୁ ଦେଖି ମା ‘ ହୃଦୟ ମଧ୍ୟ କାନ୍ଦିବାକୁ ଲାଗୁଛି । କୁନି ଛୁଆଟି ମା ‘ ଙ୍କୁ ଛାଡ଼ି ଯିବାକୁ କାନ୍ଦୁଛି ଏତେ କୁନି ଛୁଆ ପାଇଁ ମା ‘ ହିଁ ତୋ ସବୁକିଛି ମାତ୍ର ସେହି ମା ଆଜି ଦେଶ ପାଇଁ କଅଁଳ ଛୁଆକୁ ସ୍ଵାମୀ ହାତରେ ଛାଡ଼ି ଚାଲିଯାଉଛନ୍ତି ।

ତେବେ ଏହି ଦୃଶ୍ୟକୁ କେହି ଜଣେ ସୋସିଆଲ ମିଡିଆରେ  ପକାଇଦେଇଥିଲେ ଯାହାକୁ ଦେଖି ଜଣସାଧାରଣଙ୍କ ଆଖିରୁ ମଧ୍ୟ ଲୁହ ଝରିପଡିଛି । ସତରେ ସେ ମା ‘ କେତେକ କଷ୍ଟକୁ ମନ ଭିତରେ ଲୁଚାଇ ଶତ୍ରୁ ସହ ଲଢିବାକୁ ଯାଉଛନ୍ତି । ରେଳରେ ଯାତ୍ରା କରୁଥିବା ଓ ସେଠାରେ ଛିଡା ହୋଇଥିବା ଯାତ୍ରାମାନଙ୍କ ଆଖିରେ ଲୁହ ଆଣିଛି । ମା ‘ କୋଳରୁ ଶିଶୁଟି ଯିବାକୁ ମନାକରୁଛି ବାପା ଅନେକ କଥା କହି ନେବାକୁ ଚେଷ୍ଟା କରୁଛନ୍ତି ।

ହେଲେ ଛୁଆ ତା କାନ୍ଦରେ କହୁଛି ମୁଁ ମା ସହିତ ଯିବି । ମା ‘ତାର କାନ୍ଦକୁ ବୁଝିପାରୁଛି ହେଲେ କଣ ବା କରିପାରିବ କର୍ତ୍ତବ୍ୟ ଆଗରେ ତାଙ୍କୁ ନଇଁବାକୁ ପଡିବ । କାରଣ ସେ ଶପଥ ନେଇଥିଲେ ତାହା ମନେ ଆସି ବହୁତ କଷ୍ଟରେ ଛୁଆକୁ ବାପାଙ୍କ ହାତରେ ସମର୍ପଣ କରି ଫେରିବେ କି ନାହିଁ ଜାଣିନାହାଁନ୍ତି ମାତ୍ର ଶେଷ ବାଇ କରି ଯାଉଛନ୍ତି । ଏହା କେଉଁଠି କାର  ଦୃଶ୍ୟ ତାହା ଜଣାପଡିନଥିବା ବେଳେ ଏହା ସୋସିଆଲ ମିଡିଆରେ ବେଶ ଘୁରିଭୁଲିଛି ।

ଜଣସାଧାରଣ ଏହି ଭିଡିଓକୁ ଦେଖି  ନିଜର ପ୍ରତିକ୍ରିୟା ପ୍ରଦାନ କରିଛନ୍ତି । ତେବେ ଆପଣଙ୍କୁ ଏହି ଭିଡିଓ କିପରି ଲାଗିଲା ତାହା ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କରନ୍ତୁ ଓ ଆପଣଙ୍କ ବନ୍ଧୁଗଣ ସହ ଏହାକୁ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *