Sanjay Nayak କହିଲେ “ଅମ୍ଳାନର ଆଉ ଗୋଟେ କାନ୍ଧ ଚାଲିଗଲା, ମା’ ବାପାଙ୍କୁ ହରେଇଥିଲା ଏବେ ଭାଇକୁ ବି ହରେଇଦେଲା, ଭଗବାନ ତାକୁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅମ୍ଳାନର ଆଉ ଗୋଟିଏ କାନ୍ଧ ଚାଲିଗଲା । ହଁ ବନ୍ଧୁଗଣ ନିକଟ ଅତୀତରେ ଅମ୍ଳାନଙ୍କର ଭାଇ ଅର୍ଥାତ ସ୍ଵର୍ଗତ ବରିଷ୍ଠ କଳାକାର ମିହିର ଦାସଙ୍କର ପୁଅଙ୍କର ଦେହାନ୍ତ ଘଟିଛି । ଯାହା ଓଡିଆ ଅଭିନେତା ଅମ୍ଳାନଙ୍କ ପାଇଁ ଏକ ବହୁତ ବଡ ଦୁଃଖ ଖବର ଅଟେ । ଏହା ସହିତ ଅକ୍ଳାନ୍ତଙ୍କର ବନ୍ଧୁ ପରିଜନ ତଥା  ଓଡିଆ ଇଣ୍ଡଷ୍ଟ୍ରିର ପରିଚିତ ଲୋକଙ୍କ ପାଇଁ ମଧ୍ୟ ବହୁତ ବଡ ଦୁଃଖନୀୟ ଖବର ଅଟେ ।

ତେବେ ଅକ୍ଳାନ୍ତଙ୍କର ଏପରି ଏତେ ଅଳ୍ପ ବର୍ଷ ବୟସରୁ ଆମ ସମସ୍ତଙ୍କୁ ଛାଡି ଚାଲିଯିବା ଦୁଃଖ ଖଠାକୁ ନେଇ ପ୍ରଯୋଜକ ଟୁଟୁ ନାୟକଙ୍କର ଏପରି କିଛି ମନ୍ତବ୍ୟ  ରହିଛି । ତେବେ ପ୍ରଡୁସର ଟୁଟୁ ନାୟକଙ୍କ କହିବା ଅନୁଯାଇ ଅମ୍ଳାନର ୨ ଟି କାନ୍ଧ ଥିଲେ । ତାଙ୍କ ବାପା ମିହିର ଭାଇ ଓ ଅନ୍ୟଟି ତା’ ର ସାନ ଅକ୍ଳାନ୍ତ । ତେବେ ଗତ କିଛି ମାସ ତଳେ ମିହିର ଭାଇର ବିୟୋଗ ଘଟିଥିଲା । ଶୁଣୁଶୁଣୁ ହଟାତ ମାତ୍ର ୨୪ ବର୍ଷର ପୁଅଟି ଅକ୍ଳାନ୍ତର ମଧ୍ୟ ବିୟୋଗ ଘଟିଛି ।

ତେବେ ଟୁଟୁ ନାୟକଙ୍କ କହିବା ଅନୁଯାଇ ନିଜ ବାପା ମିହିର ଭାଇଙ୍କର ଦେହାନ୍ତ ପରେ ୨ ଭାଇ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ । ହେଲେ ଅକ୍ଳାନ୍ତ ବଡ ପୁଅ ହିସାବରେ ନିଜକୁ ସମ୍ଭାଳି ନିଜ କାମ ତଥା ସୁଟିଙ୍ଗରେ ନିଜକୁ ବୀଜୀ ରଖୁଥିଲା । ତେବେ ସାନ ପୁଅ ଅକ୍ଳାନ୍ତ ମା’ କୁ ବହୁତ ବର୍ଷ ତଳେ ହାରାଇ ଥିଲା । ତାପରେ ପରେ ନିକଟରେ ବାପାଙ୍କୁ ମଧ୍ୟ ହରାଇ ଚିନ୍ତାରେ ରହି କିଛି ଖରାପ ଅଭ୍ଯାସ କରିଦେଇଥିଲା ବୋଲି ଶୁଣାପାଇଥିଲେ ।

ଯାହାକି ସେ ବହୁ ସମୟ ଧରି ଅକ୍ଳାନ୍ତ ମଦ୍ୟପାନ କରୁଥିଲା । ଯେଉଁ କାରଣରୁ ଲିଭରଟି ଖରାପ ହୋଇଯାଇଥିଲା । ତେବେ ଦୁନିଆ ଦେଖିବା ବୟସରେ ହିଁ ନିଜ ଜୀବନ ହରାଇ ଦେଲା । ତେବେ ଏପରି ପରିସ୍ଥିତିରେ ଆମେ ତ ଖାଲି ଅମ୍ଳାନଙ୍କୁ ସାନ୍ତ୍ଵନା ଦେବୁ । ହେଲେ ଅମ୍ଳାନ ଓ ତା’ ପରିବାରକୁ ଭଗବାନ ସାହସ ଦେବେ । ତେବେ ଯେପରି ପରିବାର ଉପରେ ଖରାପ ପରିସ୍ଥିତି ପଡିଲା ପରି ମନେ ହେଉଛି ।

ତେବେ ଭଗବାନଙ୍କର କୃପାରୁ ଅକ୍ଲାନ୍ତର ଆତ୍ମାର ସଦଗତି ହେଉ । ଅମ୍ଳାନ ମଧ୍ୟ ନିଜର ଦୁଃଖକୁ ଧୀରେ ଧୀରେ ଭୁଲିବାକୁ ଚେଷ୍ଟା କରୁ । ଏହା ସହିତ ନିଜ ପରିବାର ସହିତ ଭଲରେ ରହୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *