ଭାଇକୁ ହରେଈ କାନ୍ଦୁଛନ୍ତି ଅମ୍ଳାନ, ବୁଝାଉଛନ୍ତି ଭୂମି ‘ନିଜକୁ ସମ୍ଭାଳ , ଧୈର୍ଯ୍ୟ ଧର..ଝିଅ ମୁଁହକୁ ଚାଁହ ଆମ ପାଇଁ ବଞ୍ଚିବା ଶିଖ ତମେ ଭାଙ୍ଗି ପଡିଲେ କଣ ହେବ ?

ଘରର ବଡ ପୁଅ ଦାୟିତ୍ଵ ବି ବଡ ଆଉ ଏହାରି ଭିତରେ ବାପା, ମାଆ, ଭାଇ ସମସ୍ତେ ଛାଡି ଚାଲି ଗଲେ । କେଉଁ ଭଳି ଅବସ୍ଥାରେ ଜୀବନ ବଞ୍ଚୁ ଥିବେ ଅମ୍ଳାନ ଦାସ । କେଉଁ ଭଳି ସ୍ଥିତିରେ ଥିବେ ଅଭିନେତା ଅମ୍ଳାନ ଦାସ । ଜୀବନ ଥିବ ସତ କିନ୍ତୁ ଜୀବନ ନଥିବା ଭଳି ଲାଗୁଥିବ । ନିଜ ସ୍ତ୍ରୀ ଆଉ ପିଲାଙ୍କ ପାଇଁ ଜୀବନ ବଞ୍ଚିବାକୁ ଇଛା ହେଉଥିବ ସତ କିନ୍ତୁ ଏ ଦୁଃଖ ଭାରି କଷ୍ଟ ଦେଉଥିବ ।

ଏକୁଟିଆ ଏକୁଟିଆ ସେ ନିରବି ଯାଉଥିବେ ଗୁରମି ବସୁଥିବେ କାରଣ ଏ ନିଷ୍ଠୁର ସତକୁ କିଭଳି ସାମ୍ନା କରି ଭବିଷ୍ୟତରେ ଜୀବନ ବଞ୍ଚିବେ ସେ କଥା ଭାବି ପାରୁ ନଥିବେ । ଆଖି ଲୁଚାଇ ଗୁମରି ଗୁମରି କାନ୍ଦୁ ଛନ୍ତି ଚୁପ ଚାପ ବସୁଛନ୍ତି ଆଉ ଆଖିରୁ ଧାର ଧାର ହୋଇ ଲୁହ ବୋହି ଯାଉଛି । ଆଉ ଏତିକି ବେଳେ ତାଙ୍କ ପାଖରେ ଛିଡା ହୋଇଛନ୍ତି ହାତ ଧରି ସାତ ଜାନାଂ ପାଇଁ ସାଥି ହୋଇଥିବା ତାଙ୍କ ସ୍ତ୍ରୀ ଭୂମିକା ଦାସ ।

ହଁ ଭୂମିକା ଯିଏ ହେଉଛନ୍ତି ଅଭିନେତା ଅମ୍ଳାନ ଦାସଙ୍କ ପତ୍ନୀ ଆଉ ତାଙ୍କର ଛୋଟ ଝିଅ । କାଖରେ ଛୋଟ ଝିଅକୁ ଧରି ଏକା ବସି ଥିବା ଅମ୍ଳାନ ଦାସ ବା ସ୍ଵାମୀଙ୍କ ପାଖକୁ ଧାଇଁ ଆସିଛନ୍ତି ଭୂମିକା । ଆଉ ବୁଝାଉ କହୁଛନ୍ତି ଆଉ ଏମିତି ହେଲେ କଣ ହେବ । ଆଖିରେ ଲୁହ ପୋଛି କହୁଛନ୍ତି ତମେ କାନ୍ଦିଲେ କଣ ବାପା, ମାଆ, ଭାଇ ଫେରି ଆସିବେ । ତମେ ମନ ଦୁଃଖ କଲେ କଣ ସେମାନେ ପୁଣି ଫେରି ଆସିବେ ।

ତମେ ଭାଙ୍ଗି ପଡିଲେ କଣ ଆମେ ପୁଣି ଆମ ସୁନା ସଂସାରକୁ ପାଇପାରିବୁ । ଆଜି ଯାହା ହେଇ ଯାଇଛି ତାହା ହେବାର ଥିଲା । ଏବେ ତୁମେ ମୋ ପାଇଁ ଆଉ ତମ ଝିଅ ପାଇଁ ବଞ୍ଚ ଭବିଷ୍ୟତକୁ ଦେଖ । ଦୁଃଖ ତମକୁ ଯେତେ ଲାଗୁଛି ଆମକୁ ସେତେ ଲାଗୁଛି । ଆଉ ତମେ ଭାଙ୍ଗି ପଡିଲେ ଏ ନିଷ୍ଠୁର ସତକୁ ଆମେ କେମିତି ସାମ୍ନା କରିବା । ଆମ ଝିଅର ଭବିଷ୍ୟତ ଆମେ କେମିତି ଗଢିବା ।

ଆଖିରୁ ଲୁହ ପୋଛି ଭୂମି ଏମିତି କିଛି ତାଙ୍କ ସ୍ଵାମୀଙ୍କୁ ବୁଝାଉ ଛନ୍ତି । ଯାହା କାହା ଆଖିକୁ ଦେଖା ଯାଉନି । ଘରର ବଡ ପୁଅ ଅମ୍ଳାନ ଯିଏ କି କେତେ କଷ୍ଟରେ ଥିବେ ତାହା କେବଳ ତାଙ୍କ ସ୍ତ୍ରୀ ଭୂମିଙ୍କ ଛଡା ଆଉ କିଏ ବା ଜାଣିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *