Kohli ଦେଲେ BMW କାର ଆଉ ଧୋନୀ ଦେଲେ ଏହି ସ୍ପେଶାଲ ଉପହାର, KL Rahul ଙ୍କ ବାହାଘରେ ଉପହାର ବର୍ଷା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି ଦମ୍ପତିଙ୍କୁ ମିଳିଛି ସବୁଠାରୁ ଦାମୀ ଦାମୀ ଉପହାର । ତେବେ ନିକଟ ଅତୀତରେ କ୍ରିକେଟର ରାହୁଲ ଓ ଅଭିନେତ୍ରୀ ଆଥୀୟାଙ୍କର ବିବାହ ସମ୍ପର୍ଣ୍ଣ ହୋଇଛି । ଯେଉଁ ବିବାହରେ ବଲିଉଡର ବହୁ ନାମୀଦାମୀ କଳାକାର ଠାରୁ ଆରମ୍ଭ କରି କ୍ରିକେଟ ଜଗତର ତାରକା ମାନେ ମଧ୍ୟ ସାମିଲ ହୋଇଥିଲେ । ତେବେ ଯଦିଓ ରାହୁଲଙ୍କର ଇଣ୍ଡିଆନ ଟିମର ସବୁ ସାଙ୍ଗ ସାଥି ବିବାହରେ ସାମିଲ ହୋଇପାରିନଥିଲେ ।

କାରଣ ଭାରତୀୟ ଦଳ ସହିତ ନ୍ୟୁଜିଲାଣ୍ଡ ଦଳ ମ୍ଯାଚ ଚାଲିଥିଲା । ତେବେ ସେ ଯାହା ହେଉ ବଲିଉଡ ସୁପରଷ୍ଟାର ସୁନୀଲ ଶେଠୀଙ୍କର ଲାଡଲି ସୁନ୍ଦରୀ ଆଥୀୟାଙ୍କର ନିଜ ମନ ପସନ୍ଦର ଜୀବନସାଥିଙ୍କ ସହିତ ବିବାହ ହୋଇଯାଇଛି । ତେବେ ବିବାହ ଅବସରରେ ବିବାହରେ ବହୁ ଦାମୀ ଦାମୀ ଉପହାର ମିଳିବାର ମଧ୍ୟ ଖବର ଆସିଛି । ତେବେ ନବ ଦମ୍ପତିଙ୍କୁ ବାହାଘରର ଶୁଭକାମନା ଜଣାଇ ଯେ ଯାହା ମନ ପସନ୍ଦର ଉପହାର ରାହୁଲ ଓ ଆଥୀୟାଙ୍କୁ ଦେଇଛନ୍ତି ।

ତେବେ ସେହି ସବୁ ଦାମୀ ଦାମୀ ଉପହାର ମଧ୍ୟରେ କାର, ବାଇକ, ହୀରା ବ୍ରେସ ଭଳି ଅନେକ ଦାମୀ ଜିନିଷ ରହିଛି । ତେବେ ଅଭିନେତା ସୁନୀଲ ଶେଠୀ ମଧ୍ୟ ତାଙ୍କ ଝିଅ ଓ ଜ୍ଵାଇଁଙ୍କୁ ବିବାହ ଉପଲକ୍ଷେ ୫୦ କୋଟି ଟଙ୍କାର ଏକ ମୁମ୍ବାଇ ସ୍ଥିତ ଆପର୍ଟମେଣ୍ଟ ଉପହାରରେ ଦେଇଛନ୍ତି । ତେବେ ଏହା ସହିତ ଇଣ୍ଡିଆନ ଟିମର କ୍ରିକେଟର ଭିରାଟ ମଧ୍ୟ ବହୁତ ଦାମୀ ଉପହାର ନିଜ ସାଥି ରାହୁଲଙ୍କୁ ଭେଟି ଦେଇଛନ୍ତି । ତେବେ ଭିରାଟ ୨ କୋଟି ୧୭ ଲକ୍ଷ ଟଙ୍କାର ଏକ BMW କାର ଦେଇଛନ୍ତି ।

ଯାହା ଏବେ ଚର୍ଚାର ପରିସରକୁ ଆସିଯାଇଛି । ତେବେ ଦୁନିଆର ବହୁ ନାମୀ ଦାମୀ ତଥା ଲାଟେଷ୍ଟ ବାଇକର ସୌକିନ ରଖୁଥିବା ପୂର୍ବତନ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ତେବେ ଧୋନୀ ମଧ୍ୟ ରାହୁଲଙ୍କର ବିବାହ ଉପଲକ୍ଷେ ତାଙ୍କୁ ୮୦ ଲକ୍ଷ ଟଙ୍କାର ବାଇକ ଦେଇଛନ୍ତି । ଏହା ସହିତ ବଲିଉଡର ସୁପରଷ୍ଟାର ତଥା ସୁନୀଲ ଶେଠୀଙ୍କର ବହୁତ ଭଲ ଜଣେ ବନ୍ଧୁ ସଲମାନ ଖାନ ମଧ୍ୟ ରାହୁଲ ଓ ଆଥୀୟାଙ୍କ ବାହାଘରରେ ଏକ ଅଡି କାର ଦେଇଛନ୍ତି ।

ଯାହାର ଦାମ ୧ କୋଟି ୬୪ ଲକ୍ଷ ଟଙ୍କା ରହୁଛି । ତେବେ ବଲିଉଡ ଅଭିନେତା ଆଥୀୟାଙ୍କୁ ଏକ ହୀରାର ବ୍ରେସଲେଟ ଉପହାର ସ୍ୱରୂପ ଗିଫ୍ଟ ଦେଇଛନ୍ତି । ଯାହାର ମୂଲ୍ୟ ପାଖାପାଖି ଦେଢ କୋଟି ଟଙ୍କା ହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *