ସାଙ୍ଗରେ ମୋତେ କ୍ଷମା କରିଦେବୁ…I am Sorry ! ତୋ ସ୍ତ୍ରୀ ସହ ମୁଁ 3 ଥର ଖେଳ କରିଛି ହେଲେ…

ନମସ୍କାର ବନ୍ଧୁଗଣ, ସାଙ୍ଗ ଦେଇଛି ସାଙ୍ଗକୁ ଧୋକା । ସବୁଠାରୁ ପବିତ୍ର ଏବଂ ବିଶ୍ଵାସନୀୟ ସମ୍ପର୍କରେ ଆଜି ଫାଟ ସୃଷ୍ଟି ହୋଇଛି । ସାଙ୍ଗର ସ୍ତ୍ରୀ ସହ ସମ୍ବନ୍ଧ ରଖି ମଜା ନେଇଛି ସାଙ୍ଗ । ଏଭଳି ସଂପର୍କକୁ ପାଦରେ ଏଡାଇ ଦେଇ ବନ୍ଧୁତ୍ଵର ସୀମା ପାର କରିଥିବା ସାଙ୍ଗକୁ କଣ କହିବ ସାଙ୍ଗ । ସେହିଭଳି ସ୍ତ୍ରୀକୁ ମଧ୍ୟ କଣ କହିବ ଯାହାକୁ ସେ ସାତ ଜନ୍ମ ପାଇଁ ହାତ ଧରି ବିଶ୍ଵାସ କରୁଥିଲା ଭଲ ପାଉଥିଲା ସେ ମଧ୍ୟ ସ୍ଵାମୀ ଠାରୁ ସ୍ଵାମୀ ସାଙ୍ଗର ମଜାରେ ପାଗଳ । 

ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ନଜର ପକାଇବା ।  ସ୍ଵାମୀ ପ୍ରଶାନ୍ତ ଅଟୋ ଚଳାନ୍ତି । ଘର ହେଉଛି ନୟାଗଡ ଦଶପଲାରେ । ନିଜ ଘର ଆଗରେ ଥିଲା ପ୍ରେମିକଙ୍କ ଘର ଯାହାକୁ ସେ ଭଲ ପାଇ ବିବାହ ମଧ୍ୟ କରିଛନ୍ତି । ବିବାହକୁ ବର୍ତ୍ତମାନ ୪ ବର୍ଷ ବିତିଯାଇଛି । ନିଜ ସ୍ତ୍ରୀ ସହ ସୁଖ ଶାନ୍ତିରେ ରହିବା ପାଇଁ ଭୁବନେଶ୍ଵର ଆସିଥିଲେ ସ୍ଵାମୀ । ସ୍ଵାମୀ ନିଜ ସ୍ତ୍ରୀର ସମସ୍ତ ଇଚ୍ଛାକୁ ପୁରା କରୁଥିଲେ । 

ବହୁତ ଭଲ ପାଉଥିଲେ ନିଜ ସ୍ତ୍ରୀଙ୍କୁ ପ୍ରଶାନ୍ତ । ଜୀବନ ଠାରୁ ଅଧିକ ବିଶ୍ଵାସ ମଧ୍ୟ କରୁଥିଲେ ନିଜ ସ୍ତ୍ରୀକୁ । ହେଲେ ସେ କେବେ ମଧ୍ୟ ଆଶା କରିନଥିଲେ ତାଙ୍କ ବିଶ୍ଵାସରେ ବି-ଇଷ ଭରିଦେବ ତାଙ୍କ ସ୍ତ୍ରୀ । ସ୍ଵାମୀ ସହ ଘରକୁ ଆସୁଥିବା ସାଙ୍ଗ ମାନଙ୍କୁ ଆଖିରେ ଇ-ଙ୍ଗିତ କରି ନିଜ ଆଡକୁ ଆ-କ-ର୍ଷିତ କରୁଥିଲେ ସ୍ତ୍ରୀ । ସେହି ସାଙ୍ଗମାନେ ନିଜ ବନ୍ଧୁତ୍ଵକୁ ଭୁଲି ମଜା ଉଠାଇବାକୁ ସାଙ୍ଗର ସ୍ତ୍ରୀ ଉପରେ ଖରାପ ନଜର ପକାଇବାକୁ ପଛାଉ ନଥିଲେ ।

ଯେତେବେଳେ ସାଙ୍ଗ ରହୁ ନଥିଲା ଘରେ ସେତେବେଳେ ସାଙ୍ଗର ସ୍ତ୍ରୀ ସହ ଆସି କରୁଥିଲେ ଭରପୁର ମନଭରା ରାସଲୀଳା ।କେବଳ ଗୋଟିଏ ସାଙ୍ଗ ନୁହେଁ ବରଂ ଅଲଗା  ଅଲଗା ସାଙ୍ଗ ସହ ସ୍ତ୍ରୀ ରଖିଛି ଶା-ରଇରିକ ସ-ଅମ୍ପର୍କ ।  ଯେତେବଳେ ସ୍ଵାମୀ ଏକ କଥା ଜାଣିବା ପାଇଁ ପାଇଲା ଆଉ ନିଜ ସାଙ୍ଗକୁ ଫୋନ କରି କହିଲା କାହିଁକି ମତେ ଜଣାଇଲନି ମୋ ସ୍ତ୍ରୀର ଏହି କରନାମା କାହିଁକି ମତେ କହିଲନି ତାର ଏହି କାରନାମା ସମ୍ପର୍କରେ ।

ସେତେବେଳେ ସାଙ୍ଗ ଉତ୍ତର ଦେଉଛି ସରି ସାଙ୍ଗ ଭୁଲ ହେଇଯାଇଛି ଆଉ ଏମିତି କରିବିନି । ହେଲେ ତୋ ସ୍ତ୍ରୀ ଏମିତି କରିବାର କାରଣ ହେଉଛି ତୁ ତୋ ସ୍ତ୍ରୀକୁ ଆଖି ବନ୍ଦ କରି ବିଶ୍ଵାସ କରୁଥିଲେ । ସତରେ ଏହା କେତେ ଲଜ୍ୟା ଜନକ ଘଟଣା ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।      

Leave a Reply

Your email address will not be published. Required fields are marked *