ସୁରଙ୍କ ମୁହଁରୁ ନବୀନଙ୍କ ଡାଇଲଗ… ‘ଆପଣ ମାନେ ଖୁସି ତ, ମେୟର ଆମର ବିୟୁଟିଫୁଲ, ଓଃ ମଲ୍ଲିଫୁଲିଆ କମିଶନର ସତେ ଯେମିତି…’

ନମସ୍କାର ବନ୍ଧୁଗଣ, ବିଧାୟକ ସୁର ରାଉତରାୟଙ୍କୁ ଆମ ଓଡିଶାରେ କିଏ ବା ନଜାଣେ । ସେ ଆମ ଓଡିଶାର ଜଣେ ବହୁ ଚର୍ଚ୍ଚିତ ବିଧାୟକ ଅଟନ୍ତି । ଯାହାଙ୍କୁ ଆମ ଓଡିଶାବାସୀ ଖୁବ ଭଲ ପାଇବା ଦିଅନ୍ତି । କାରଣ ତାଙ୍କ ମନରେ କୌଣସି କଥା ନଥାଏ । ଯାହା କଥା ଥାଏ ସିଧାସଳଖ ମୁହଁରେ ଥାଏ । ତେବେ ତାଙ୍କର ଏକ ମନ୍ତବ୍ୟ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ସେ ଆମ ମୁଖ୍ୟମନ୍ତ୍ରୀଙ୍କ ଡାଇଲଗ ଆପଣମାନେ ଖୁସି ତ କହିବାର ନଜର ଆସିଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କର ଏଭଳି କହିବା ପଛର କାରଣ ।

ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଧାୟକ ଏକ ପଦଯାତ୍ରା ସମ୍ମିଳନୀରେ ଯାଇ ବାଉ ମଜାଦାର କଥା କହିଥିବାର ନଜର ଆସିଛନ୍ତି । ସେହି ସମ୍ମିଳନୀରେ ସେ ନିଜର ପ୍ରଥବା ବାର୍ତ୍ତା ଆରମ୍ଭ କରିଥିଲେ ଆମ ମାନ୍ୟବର ମୁଖ୍ୟମତ୍ରୀ ନବୀନ ପଟ୍ଟନାୟକଙ୍କ ଡାଇଲଗ ଆପଣ ମାନେ ଖୁସି ତ କଥାରୁ । ଏହାପରେ ସେ କହିଥିଲେ କୁନି କୁନି ପିଲା, ଭଉଣୀ ମାନେ,ଭାଇମାନେ,ମଉସାମାନେ ସମସ୍ତେ ରେଡି ତ ।

ଏହି ସମସ୍ତ କଥା କହିବା ପରେ ସେ କହିଲେ କି ମୁଁ ନବୀନକୁ ଛାଡି ନାହିଁ ମ ଏବଂ ଏହାପରେ ପୁଣି ଥରେ କହିଲେ କି ଆପଣ ମାନେ ଖୁସି ତ । ତାଙ୍କର ଏହି କଥାର ଜୋସ ସେହିଠାରେ ଥିବା ସମସ୍ତ ଲୋକଙ୍କ ଠାରେ ଦେଖିବା ପାଇଁ ମିଳୁଥିଲା । ସମସ୍ତେ ବହୁତ ଉତ୍ସାହର ସହ ହଁ ବୋଲି କହି ଉତ୍ତର ଦେଉଥିଲେ ।

ସୁର ଭାଇ ଏହା ପରେ କହିଥିଲେ ଅଶୋକ ପଣ୍ଡା ମହୋଦୟ ସାନ ଭାଇ ତମେ ଆମର ମେୟର ବିଉଟିଫୁଲ ଏବଂ ମଲ୍ଲିଫୁଲିଆ କମିଶନର କହି ସମସ୍ତଙ୍କ ମନ କିଣି ନେଇଛନ୍ତି ପୁଣି ଥରେ ସୁର ରାଉତରାୟ । ଏହି ସମ୍ମିଳନୀରେ ସୁର ରାୟତରାୟ ନିଜର ମଜାଦାର ଅନ୍ଦାଜରେ ଆମ ଓଡିଶାର ରିଆଲିଟି ସୋ ଜୁନିୟର ସାରେଗାମାପା ରେ ଜିତିଥିବା ଝିଅ ସୌଜନ୍ୟ ରଥଙ୍କୁ ସମ୍ବୋଧନା ଜଣାଇଥିଲେ । ଏବଂକହିଥିଲେ ତାଙ୍କୁ ବାଟ ଛାଡ ରେ ସେ ଆମ ଓଡିଆ ଝିଅ ଆମ ଗର୍ବ ଛାଡିଦିଅ ରାସ୍ତା ।

ଫ୍ରେବୃୟାରୀ ଅଠର ତାରିଖରେ ହେବାକୁ ଯାଉଥିବା ଜାଗର ଉତ୍ସବରେ ସୋଜନ୍ୟଙ୍କୁ ଗୀତ ଗାଇବା ପାଇଁ ଆମନ୍ତ୍ରଣ କରିଛନ୍ତି ସୁର ରାଉତରାୟ । ସେ କହିଛନ୍ତି ଆମ ଝିଅ ଆସିବା ଆମର କାମ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।     

Leave a Reply

Your email address will not be published. Required fields are marked *