ସାଙ୍ଗ ପାଇଁ କହିବାକୁ ଆସି ନିଜେ ମୋ ସାଙ୍ଗେ ସେଟିଂ ହେଇଗଲେ, Dibya ଙ୍କ ପାଇଁ ଘର ଲୋକଙ୍କ ଠୁ ମୁଁ ବହୁତ ମାଡ ଖାଇଛି, ଦେଖନ୍ତୁ video

ନମସ୍କାର ବନ୍ଧୁଗଣ । “ମୁଁ ତାଙ୍କୁ ବାହାହେବି ବୋଲି ବହୁତ ମାଡ ଖାଇଛି ହେଲେ …….ସେ କହିଲେ ମୋ ଛଡା କାହାକୁ ବାହା ହେବନି । ଏହା ହେଉଛି ପ୍ରକୃତ ପ୍ରେମ ର ଜଳନ୍ତା ଉଦାହରଣ । ଆପଣମାନେ ଜାଣିଥିବା ବେସ୍ ଜଣାଶୁଣା ୟୁଟୁବର ନିରୁ ଓ ଦିବ୍ୟଙ୍କ ଯୋଡି । ଦେଖିବାକୁ ଦୁହି ଯେତିକି ସୁନ୍ଦର ତାଙ୍କ ପ୍ରେମ କାହାଣୀ ମଧ୍ୟ ବେସ୍ ସୁନ୍ଦର । ବିବାହ ହେଇକି ସାଥ ବର୍ଷ ହେଲାଣି ।

ତାଙ୍କ ପ୍ରେମ ଆରମ୍ଭ ହୋଇଥିଲା ପିଲାବେଳୁ ପ୍ରେମ ର ପ୍ରକୃତ ଅର୍ଥ ବୁଝିନଥିବା ସମୟରେ ଆରମ୍ଭ ହୋଇଥିଲା ଭଲ ପାଇବା ଏବଂ ତାହା ଆଜି ବିବାହ ବନ୍ଧନରେ ବାନ୍ଧି ଏକାଠି ରଖିଛି । ନିରୁଙ୍କ କହିବା ଅନୁଯାୟୀ ଘର ଲୋକଙ୍କୁ ରାଜି କରିବାରେ ତାଙ୍କୁ ମାଡ ମଧ୍ୟ ଖାଇବାକୁ ପଡିଥିଲା । ଦ୍ଵିତୀୟ ଶ୍ରେଣୀ ପଢୁଥିବା ବୟସରେ ଦୁଇ ଜଣ ଗୋଟାଏ ସ୍କୁଲ ରେ ପଢୁଥିଲେ ପରେ ଅନୁଙ୍କ ବାପାଙ୍କ ସରକାରୀ ଚାକିରି ଥିବା କାରଣରୁ ତାଙ୍କ ବାପାଙ୍କ ସରକାରୀ ଚାକିରି ବରମୁଣ୍ଡା କୁ ସ୍ଥାନାନ୍ତରିତ ହୋଇଥିଲା ।

ଦଶମ ଶ୍ରେଣୀ ଯାଏ ନିରୁ ଦିବ୍ୟଙ୍କ ଠାରୁ ଅଲଗା ରହୁଥିଲେ । ମାତ୍ର ଦିବ୍ୟଙ୍କ ମା ‘ କୁ ସେ ମାଉସୀ ଡାକୁଥିଲେ । ଦୂର ଥିଲେ ମଧ୍ୟ ନିରୁଙ୍କ ଭଲ ପାଇବା କମ୍ ହୋଇନଥିଲେ । ତାଙ୍କ ଭଲପାଇବାର   ଆରମ୍ଭ ଏଭଳି ଥିଲା କି ଦିବ୍ୟ ତାଙ୍କ ସାଙ୍ଗ ପାଇଁ ଯାଇଥିଲେ ନିରୁଙ୍କୁ ରାଜି କରିବା ପାଇଁ ମାତ୍ର ନିଜେ କରି ନେଲେ ସେଟିଂ ।

ନିରୁ ଙ୍କ ପାଖକୁ ଯେବେ  ଦିବ୍ୟ ତାଙ୍କ ବନ୍ଧୁଙ୍କ ପ୍ରୋପୋସଲ ନେଇକି ଆସିଥିଲେ ସେତେ ବେଳେ ନିରୁ କହିଲେ ତମେ ଯଦି ମୋତେ  ପ୍ରପୋଜ କରିବ ମୁଁ ହଁ କରିବି । ତେବେ ଉଭୟ ନିଜର ମନ କଥାକୁ ପ୍ରକାଶ କରି ଭଲ ପାଇବାକୁ କହିଥିଲେ । ତେବେ ପ୍ରେମ ସମ୍ପର୍କ ଟି ବିବାହ ଯାଏ ଯିବା ଏତେ ସହଜ ହୋଇନଥିଲା । ନିରୁଙ୍କ ପରିବାର ଯେବେ ଜାଣିଲେ ଦିବ୍ୟଙ୍କ କଥା ତେବେ ତାଙ୍କୁ କିଛି ଦିନ ପାଇଁ ଗାଁ ରେ ରଖିଲେ ଏବଂ ନିରୁଙ୍କୁ ଭୟଙ୍କର ମାଡ ମାରିଥିଲେ ।

ଉଚ୍ଚ ନୀଚ ଭେଦଭାବ ଆସିଥିଲେ କିନ୍ତୁ ଦିବ୍ୟ କହିଥିଲେ କି ମୁଁ ତୁମକୁ ଛଡା ଆଉ କାହାକୁ ବାହା ହେବିନି । ଆଜି ସେହି ପ୍ରେମ ପକ୍ଷୀ ବିବାହ କରି ସାଥ ବର୍ଷ ଅତିବାହିତ କରିଲେଣି । ତେବେ ଏହି ଖବର କୁ ନେଇ ଆପଣଙ୍କ ମତକୁ କମେଣ୍ଟ କରି ଜଣାନ୍ତୁ । ଆମ ପେଜ୍ କୁ ଲାଇକ , ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *