ହୁତୁହୁତୁ ହୋଇ ଜଳିଲା ଯାତ୍ରୀବାହୀ ମୋ-ବସ୍ , ଅଳ୍ପକେ ଜୀବନ ବଞ୍ଚାଇଲେ ବସରେ ଥିବା ଯାତ୍ରୀ, ଦେଖନ୍ତୁ ଭୟଙ୍କର ଦୃଶ୍ୟ !

ହୁଦ୍ ହୁଦ୍ ଜଳିଲା ମୋ ବସ୍ ଯିଏ ଯେଉଠି ବସିଛି ଜଳଦି ପଦା କୁ ବାହାରକୁ ଆସ । ହଁ ଦର୍ଶକବନ୍ଧୁ ଅତି ଭୟଙ୍କର ଭାବରେ ଜଳିଯାଉଛି ମୋ ବସ ଟିଏ । ସୂଚନା ମୁତାବକ ରାଉଲକେଲା ରୁ ଦେବବ୍ୟାସ କୁ ଅଭିମୁଖ ହେଉଥିବା ସମୟରେ ଅଚାନକ ନିଆଁ ଲାଗିଯାଇଥିଲା ବସ ଭିତରେ । ଅଳ୍ପକେ ବର୍ତ୍ତୀଯାଇଥିଲେ ଯାତ୍ରୀମାନେ ନଚେତ୍ ଆଜି ହୋଇଯାଇଥାନ୍ତା ଅନେକ ଜୀବନ ଶେଷ ।

ଯାତ୍ରୀମାନେ ହସ ଖୁସିରେ ନିଜ ଘରକୁ ଫେରୁଥିବା ବେଳେ ଏପରି ଆଶ୍ଚର୍ଯ୍ୟ ଘଟଣା  ଦେଖିବାକୁ ମିଳିଛି  । ତେବେ ଏହି ନିଆଁ  ଲାଗିଲା କିପରି କଣ ହେଇଛି ଯେ ଅଚାନକ ଲାଗିଲା ନିଆଁ । ରାଉଲକେଲା ବାହାରିଥିବା ବସ୍ ଯାଉଥିବା ବେଳେ ଅଳ୍ପ ଟିକେ ନିଆଁ ଲାଗିଥିଲା । ମାତ୍ର କିଏ ତାହା ପ୍ରତି ଧ୍ୟାନ ଦେଇନଥିଲେ ଯେତେବେଳେ ନିଆଁ ତାହାର ବେଗ କୁ ବଢାଇଲା ଶୋଭାଗ୍ୟ ବଶତ ବସ ଡ୍ରାଇଭର ଙ୍କ ଆଖି ପଡିଯାଇଥିଲା ନିଆଁ ଉପରେ ଚିତ୍କାର କରି ଡ୍ରାଇଭର ଜଣକ ମୋ ବସ ରେ ଲାଗିଯାଇଛି ନିଆଁ ତୁରନ୍ତ ଯିଏ ଯେଉଁ ସ୍ଥାନରେ ଆଛା ବାହାରକୁ ଚାଲିଯାଅ ।

ନିଜ ଜୀବନକୁ ବଞ୍ଚାଇବାକୁ ହେଲେ ତୁରନ୍ତ ବସ ବାହାରକୁ ଦେଇପଡ  ବୋଲି କହିଥିଲେ ଡ୍ରାଇଭର ଜଣକ । ଡ୍ରାଇଭରଙ୍କ ଦୃଷ୍ଟି ଯାତ୍ରୀମାନଙ୍କୁ ଜଳିବାରୁ ବଞ୍ଚାଇଦେଇଥିଲା । ରାସ୍ତାରେ ଦେଖୁଥିବା ଜନସାଧାରଣ ଲୋକମାନେ ବାହାରିବା ଦେଖାଉଥାନ୍ତି । ଦେବବ୍ୟାସ  ଛକ ନିକଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗାଡି ଚାଲୁଥିବା ବେଳେ ହଠାତ ଲାଗିଥିଲା ନିଆଁ ।

ଉକ୍ତ ଘଟଣା ପରେ ସୂଚନା ପାଇଥିବା ଦମକଳ ବାହିନୀ ଦୁର୍ଘଟଣା ଘଟିଥିବା ସ୍ଥାନକୁ ଆସି ନିଆଁ କୁ ଆୟତ୍ତ କରିଥିଲେ । ମୋ ବସରେ ଯାନ୍ତ୍ରିକ ଭୁଲ ପାଇଁ ଏପରି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । ବସ ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଜୀବନ କୁ ନେଇ ସଚେତନତା ଦେଖାଉନାହାନ୍ତି ।

ଏଭଳି ଅନେକ ଘଟଣା ସବୁ ଦିନ ଦେଖାଯିବା ସତ୍ବେ ଜାଗ୍ରତ ହେଉନାହାନ୍ତି । ଶୋଭାଗ୍ୟ  ଭଲ ଥିବା ଯୋଗୁ ଯାତ୍ରୀ ମାନେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ । ବସ ଜଳିବା ଦେଖିଥିବା ସ୍ଥାନୀୟ ଲୋକେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ତେବେ ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନଥିବୀ ବେଳେ ବସ ଟି ସଂପୂର୍ଣ୍ଣ ଜଳିଯାଇଥିଲା । ତେବେ ଅଧିକ ସୂଚନା ପାଇଁ ଆମ ପେଜ୍ କୁ ଲାଇକ, ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *