ନଦୀ କିମ୍ବା ସମୁଦ୍ର ରେ ପୋଲ (Bridges) କିପରି ବନାଯାଏ ? କଣ ଆପଣ ଜାଣନ୍ତି ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଘର ବନା ହେଉଥିବାର ନିଶ୍ଚିତ ଦେଖିଥିବେ ତେବେ କିନ୍ତୁ ବର୍ଷା ଦିନେ ଲୋକମାନେ ଏହି ଘର ବନା କିମ୍ବା କୌଣସି କାମ କରନ୍ତି ନାହିଁ କାରଣ ବର୍ଷାଦିନେ ମସଲା ଶୁଖେ ନାହିଁ ଏବଂ ଯେ ପର୍ଯ୍ୟନ୍ତ ମସଲା ନ ଶୁଖିବ ତେବେ କିପରି ଘର କିମ୍ବା ଜଡ ମଜବୁତ ହୋଇ ରହିବ । ତେବେ କିନ୍ତୁ କେବେ ଭାବିଛନ୍ତି କି ଯେଉଁ ବଡ଼ ବଡ଼ ସମୁଦ୍ର କୂଳରେ ଇଞ୍ଜିନିୟର ଙ୍କ ଦ୍ଵାରା ବନା ଯାଉଥିବା ବ୍ରିଜ ଏବଂ ପିଲର କିପରି ବନା ଯାଉଥିବ ଏବଂ ସେସବୁ କିପରି ତ୍ରିଷ୍ଠି ରହୁଥିବ । ତେବେ ଆସନ୍ତୁ ସେ ସବୁ ବିଷୟ ରେ ଆଲୋଚନା କରି ନେବା ।

ତେବେ ମୁମ୍ବାଇ ର ବାନ୍ଦ୍ରା ବର୍ଲି ବ୍ରିଜ ହାଜିପୁର କୁ ପଟଣା ସହିତ ଯୋଡ଼ିଥାଏ । ଗଙ୍ଗାନଦୀ କୂଳରେ ଥିବା ମହାତ୍ମାଗାନ୍ଧୀ ସେତୁ, ଭୁପେନ ହଜାରୀ ସେତୁ ,ବୋଗିବେଲ ସେତୁ ଆଦି ଅନେକ ବଡ଼ ବଡ଼ ସେତୁ କିମ୍ବା ବ୍ରିଜ ସବୁ ବହୁଥିବା ସମୁଦ୍ର ରେ ବନା ଯାଇଛି । ତେବେ ଆପଣ ମଧ୍ୟ କେବେ ନାକେବେ ଏହି ବ୍ରିଜ ଦେଖିଥିବେ ଏବଂ ଯାଇ ମଧ୍ୟ ଥିବେ ତେବେ ଆପଣ ଲକ୍ଷ କରିଥିବେ କି ଏହି ସବୁ ବ୍ରିଜ ପିଲର ର ସାହାର୍ଯ୍ୟ ରେ ହିଁ ଛିଡା ହୋଇ ରହିଥାଏ । ତେବେ ଏହା କିପରି ସମ୍ଭବ ହୋଇଥାଏ ।

ବ୍ରିଜ ବହୁତ ପ୍ରକାର ର ରହିଥାଏ ଏବଂ ତାର ତିଆରି କାର୍ଯ୍ୟ ମଧ୍ୟ ବହୁତ ଅଲଗା ହୋଇଥାଏ । ତେବେ ଏହି ସବୁ ବ୍ରିଜ ର ପ୍ରସ୍ତୁତି କରଣ ବହୁତ ଅଲଗା ଅଲଗା ହୋଇଥାଏ । ତେବେ ଗୋଟିଏ ପ୍ରକାରର ବ୍ରିଜ ବନେଇବା ଅସମ୍ଭବ ସବୁବେଳେ ସ୍ଥାନ ଅନୁଯାୟୀ ବ୍ରିଜ ପ୍ରସ୍ତୁତ କରାଯାଇଥାଏ । ସମୁଦ୍ର ଭିତରେ ପିଲର ବନେଇବା ପାଇଁ ବହୁତ କିଛି ଜିନିଷ ର ଧ୍ୟାନ ରଖିବାକୁ ପଡ଼ିଥାଏ ।

ଯେମିତି କି ସମୁଦ୍ର କେତେ ଗଭୀର ଏବଂ ତା ଭିତରେ ଥିବା ମାଟି ର କ୍ୱାଲିଟି ଏବଂ ବ୍ରିଜ ହେବା ପରେ ଗାଡିର ଭାର ଆଦି ବିଷୟରେ ନଜର ରଖାଯାଇ ବ୍ରିଜ ପ୍ରସ୍ତୁତ କରାଯାଇଥାଏ ।
ତେବେ ପାଣି ଭିତରେ ଜଡ ମଜୁବୁତ କରିବା ପାଇଁ ଏକ କଫର ଡ୍ୟାମ କୁହାଯାଏ । ଏହା ଦେଖିବାକୁ ଡ୍ରମ କିମ୍ବା ମେଳା ରେ ଲାଗୁଥିବା ମୋତ କା କୁଆ ଭଳି ହୋଇଥାଏ । ତେବେ ଏହାକୁ ପାଣିର ମଝି ମଝିଆ ରେ ରଖାଯାଇଥାଏ ।

ଏହି କପର ଡ୍ୟାମ କୁ ବଡ଼ ବଡ଼ ଷ୍ଟିଲ ର୍ର ପ୍ରସ୍ତୁତ କରାଯାଇଥାଏ । ତେବେ ଏହା ପରେ ପାଣି ଏହାର ଆଖ ପାଖରେ ତ ଯାଏ କିନ୍ତୁ ଏହା ଭିତରେ ଯାଏ ନାହିଁ । ତେବେ ଏହି ଭିତରେ ଥିବା ପାଣି କୁ ବାହାର କରି ଦିଆଯାଏ ଏବଂ ମାଟି ଦେଖିବା ପରେ ପିଲର ବନିବା ଆରମ୍ଭ ହୋଇଥାଏ । ତେବେ ମଜବୁତ ପିଲର ହେବା ପରେ ବ୍ରିଜ ର ଅନ୍ୟ କାମ ଆରମ୍ଭ ହୁଏ ଏବଂ ଧୀରେ ଧୀରେ ପର୍ଯ୍ୟାୟ କ୍ରମେ ବ୍ରିଜ ପ୍ରସ୍ତୁତ ହୋଇ ଯାଇଥାଏ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *