Adil କୁ କରେଣ୍ଟ ଲାଗିବାରୁ ଦେବଦୂତ ସାଜି ବଞ୍ଚେଇବାକୁ ଦୌଡି ଆସିଲା Amit, ଦେଖନ୍ତୁ କେମିତି ଜୀବନକୁ ବାଜି ଲଗେଇ ବଞ୍ଚେଇଲା ପିଲାଟିର ଜୀବନ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ-ରେ ଏକ ଭିଡିଓ ଖୁବ ଭା-ଇ-ରା-ଲ ହେଉଛି ଯାହାକୁ ଲୋକମାନେ ଦେଖି ଭ-ୟ-ବି-ତ ଏବଂ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ସି-ସି-ଟି-ଭି କ୍ୟାମେରା ରେ ରେ-କ-ର୍ଡ ହୋଇ ଯାଇଥିବା ଏହି ଭିଡିଓ ରେ ଦୁଇ ଜଣ ଛୋଟ ପିଲା ରାସ୍ତା ରେ ଯାଉଥିବା ସମୟରେ ଏକ ଖୁଣ୍ଟ ର ତାର କୁ ଜଣେ ଛୋଟ ପିଲା ଟି ଛୁଇଁ ଦେବାରୁ ତାକୁ ଜୋର ଝ-ଟ-କା ଲାଗିଥିଲା ଏବଂ ସେ ତଳେ ପ-ଡି ଯାଇଥିଲା ।

ତେବେ ଏହା ଦେଖି ସେଠି ଉପସ୍ଥିତ ଜଣେ ଯୁବକ ତୁରନ୍ତ ଦୌଡ଼ି ଆସି ସେହି ପିଲାକୁ ବଞ୍ଚାଇ ଦେଇଥିଲା ବର୍ତ୍ତମାନ ଏହି ଭିଡିଓ ଟି ବହୁତ ଚର୍ଚ୍ଚା ରେ ଅଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରିନେବା । ତେବେ ଏହି ଘଟଣା ଟି ଘଟିଛି ରାଜସ୍ଥାନ ର ନୁହଁଦ ଗାଁ ରେ ସେଠାରେ ବାସ କରୁଥିବା ମୋବିଲ ନାମଙ୍କ ଜଣେ ବ୍ୟକ୍ତି ଙ୍କ ପୁଅ ଆଦିଲ ନିଜ ସାଙ୍ଗ ସହ ଆଇସକ୍ରିମ ଖାଇବାକୁ ଯାଇଥିଲା ତେବେ ଦୋକାନ ରେ ନିଜ ମନ ପସନ୍ଦ ର ଆଇସକ୍ରିମ ନ ମିଳିବାରୁ ନି-ରା-ଶ ହୋଇ ଫେରି ଆସିଥିଲେ ।

ତେବେ ସେମାନେ ଆସିବା ବେଳେ ଏକ କଲୋନୀ ର ଛକ ଉପରେ ଏକ ଟ୍ରାନ୍ସଫରମିଟର ରହିଥିଲା ଏବଂ ସେଥିରେ କରେଣ୍ଟ ମଧ୍ୟ ପ୍ରବାହିତ ହେଉଥିଲା । ତେବେ ସେ ପିଲାଟି ବୁଲୁ ବୁଲୁ ସେ ତାର କୁ ଧରି ଦେଇଥିଲା ଏବଂ ତାକୁ ବହୁତ ଜୋରରେ ଝ-ଟ-କା ଲାଗିଥିଲା ଏବଂ ସେ ତଳେ ପ-ଡି ଯାଇଥିଲା ।

ତେବେ ଏହା ଦେଖି ସେହି ପାଖରେ ଉପସ୍ଥିତ ଜଣେ ଯୁବକ ଯେତେବେଳେ ଏହା ଦେଖିଲା ତେବେ ତୁରନ୍ତ ଏକ କାଠ ର ବା-ଡ଼ି ଆଣି ନିଜ ଜୀବନର ଚିନ୍ତା ନ କରି ସେ ତାରକୁ ହ-ଟା-ଇ ଦେଇଥିଲା । ଏହା ପରେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରିଥିଲା ତେବେ ଭଗବାନ ଙ୍କ କୃପା ରେ ପିଲାଟି ର କୌଣସି କ୍ଷତି ହୋଇ ନାହିଁ ଏବଂ ଯଦି ବିଳମ୍ବ ହୋଇ ଥାନ୍ତା ତେବେ ବହୁତ କିଛି ହୋଇ ଯାଇଥାନ୍ତା

ତେବେ ଏହି ଘ-ଟ-ଣା ପରେ ଆଦିଲ ଙ୍କ ପିତା ଏବଂ କିଛି ଲୋକମାନେ ନିଜର କ୍ରୋ-ଧ କୁ ପ୍ରକାଶ କରିଛନ୍ତି ଏବଂ ଲାଇନ ମ୍ୟାନ କୁ ଏହାକୁ ତଦାରଖ ଠିକ ଭାବରେ କରାଯାଉ ନାହିଁ ବୋଲି କହିଛନ୍ତି । ତେବେ ଏହି ଘଟଣାକୁ ନେଇ ଆପଣ ମାନଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *