ସମୁଦ୍ରର କରାଳ ରୂପ ! ଚାହୁଁ ଚାହୁଁ ସମୁଦ୍ର ଗର୍ଭରେ ଲୀନ ହେଇଗଲା 3 କୋଟି ଟଙ୍କା…ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।

ସୋସିଆଲ ମିଡିଆରେ ଏମିତି ଅନେକ ମଜାଦାର ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଚାହୁଁ ଚାହୁଁ ସମୁଦ୍ର ଗର୍ଭରେ ଲୀନ ହୋଇଗଲା ବିଚ୍ ହାଉସ । ଏ କୌଣସି ଏମିତି ସେମିତି ଘର ନୁହେଁ ବରଂ ତିନି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ଘରକୁ ସମୁଦ୍ରର ଢେଉ ଭସେଇ ନେଇଗଲା ।

ବନ୍ଧୁଗଣ ଭଲ ଭାବରେ ଦେଖନ୍ତୁ ଏହି ଦୃଶ୍ୟକୁ । ଏଭଳି ଦୃଶ୍ୟ ଦେଖିବା ପରେ ଆଉ ବେସୀ କିଛି କହିବାକୁ ନ ପଡିପାରେ । ଆମେରିକା ନର୍ଥ କ୍ୟାରେଲେନା ବିଚ୍ ରେ ଥିବା ଏହି ବିଚ୍ ହାଉସକୁ ସମୁଦ୍ରର ଲହଡି କିପରି ନିଜ କୋଳକୁ ନେଉଛି ଦେଖନ୍ତୁ । ଆମେରିକା ନାସନାଲ ପାର୍କ ସର୍ଭିସ ପକ୍ଷରୁ ସେୟାର କରାଯାଇଥିବା ଏହି ଭିଡିଓରେ ପବନ ଓ ଲହଡି ମିଶି ଏହି ବିଚ୍ ହାଉସକୁ ସମୁଦ୍ର ଭିତରେ ଲୀନ କରିଦେଉଛନ୍ତି । ଆମେରିକାର ନାସନାଲ ପାର୍କ ସର୍ଭିସର ଅଧିକାରୀ ମାନେ ଏହି ଭିଡିଓଟିକୁ ସେୟାର କରିଛନ୍ତି ।

ଆଉ ଏହା ସହ ସେମାନେ ସୂଚନା ଦେଇଛନ୍ତି ଯେ, ଏଭଳି ଭୂ ଗର୍ଭରେ ଲୀନ ହୋଇଥିବା ଏହା ହେଉଛି ଦ୍ଵିତୀୟ ବିଚ୍ ହାଉସ । ଘରଟି କୋଳାପ୍ସ ହେବାର କିଛି ସମୟ ପୂର୍ବରୁ ଏହି ଭିଡିଓଟି ରେକର୍ଡ କରାଯାଇଥିଲା । ବନ୍ଧୁଗଣ ଏବେ ସେଠାରେ ଏଭଳି ଅନ୍ୟ ୯ଟି ବିଚ୍ ହାଉସ ସଙ୍କଟରେ ରହିଥିବା ସୂଚନା ମିଳିଛି । ତେବେ ଏହି ଭାଇରାଲ ଭିଡିଓଟି ଏବେ ବହୁତ ଚର୍ଚ୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *