ରାଜଧାନୀରେ ସାଙ୍ଗ ହେଲେ, ଦୁହେଁ ନିଶାରେ ଝୁମିଲେ…ଆଉ ତା’ପରେ ଯୁବତୀଙ୍କ ସହ ଯୁବକ ଜଣକ ଯାହା କଲେ ନା…ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବକ ପୋଲିସ ଗାଡିରେ ବସି ମୁଣ୍ଡ ପୋତି ଦେଇଛନ୍ତି । ହେଲେ କାଲି ସେ ଯୁବତୀଙ୍କ ସହ ଯେଉଁ କାଣ୍ଡ କରିଛନ୍ତି ସେହି କାରଣରୁ ତ ପୋଲିସ ଏବେ ତାଙ୍କୁ ଧରି ଦେଇଛି । ତେବେ ଅଭିଯୋଗ ଆସିଛି ବେହୋସ ଅବସ୍ଥାରେ ଯୁବତୀଙ୍କୁ ଦୁଉଷ୍କକର୍ମ କରିଛନ୍ତି ଏହି ଯୁବକ ଜଣକ ଯାହାକି ପାହାଳରୁ ଏହି ଘଟଣାଟି ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ଵରରୁ ଯୁବତୀଙ୍କ ସହ କରିଛନ୍ତି ଦୁଉଷ୍କକର୍ମ।

ମଅଦଅ ପିଇ ଯୁବତୀଙ୍କୁ କରାଯାଇଛି ବଅଳଆତ୍କାଆର । ପାହାଳ ଅଞ୍ଚଳରେ ଯୁବତୀଙ୍କୁ ବଅଳଆତ୍କାଆର କରାଯାଇଛି । ବେହୋସ ଅବସ୍ଥାରେ ଦୁଉଷ୍କକର୍ମ କରାଯାଇଥିବା ଏଭଳି କିଛି ଅଭିଯୋଗ ଆସିଛି । ସେପଟେ ଅଭିଯୋଗ ଆଧାରରେ ପୋଲିସ କୋଶୋନ ଅଗ୍ରୱାଲ ନାମକ ଯୁବକଙ୍କୁ ଗିରଫ କରିବା ସହ ଡାକ୍ତରୀ ମାଇନା ପାଇଁ ଅଭିଯୁକ୍ତକୁ କ୍ୟାପିଟାଲ ହସ୍ପିଟାଲ କୁ ଅଣା ଯାଇଛି ।

ଯୁବତୀଙ୍କ ସହ ଜବରଦସ୍ତ ଶାଆରୀଇରିକ ସଅମ୍ପର୍କ ରଖିବା ଯୁବକଙ୍କ ପାଇଁ ମହଙ୍ଗା ପଡିଛି ଏବଂ ଯେତେବେଳେ ଯୁବତୀଙ୍କ ସହିତ ସେ ଶାଆରୀଇରିକ ସଅମ୍ପର୍କ ରଖିବା ପାଇଁ ଚେଷ୍ଟା କରିଛନ୍ତି ସେତେବେଳେ ଯୁବତୀ ଜଣକ ଥାନାର ଦ୍ଵାରସ୍ଥ ହୋଇଥିଲେ । ଯୁବକ ଜଣକ ଯୁବତୀଙ୍କୁ ନେଇ ପାହାଳ ନିକଟସ୍ଥ ଏକ ହୋଟେଲକୁ ପହଞ୍ଚି ଥିଲେ । ହୋଟେଲରେ ପହଞ୍ଚିବା ପରେ ଯୁବକ ଜଣକ ଯୁବତୀଙ୍କ ସହ ଜବରଦସ୍ତ ଶାଆରୀଇରିକ ସଅମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥିଲେ ।

କିନ୍ତୁ ଯୁବତୀ ଶାଆରୀଇରିକ ସଅମ୍ପର୍କ ରଖିବା ପାଇଁ ମାନି ନଥିଲେ ଓ ସେ ପାହାଳ ଥାନାର ଦ୍ଵାରସ୍ଥ ହୋଇଥିଲେ । ପୋଲିସ ଅଭିଯୋଗକୁ ଭିତ୍ତି କରି ଯୁବକଙ୍କୁ ଗିରଫ କରିଛି । ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *