ସମୁଦ୍ର ପାଣିରେ ଲହଡୀ ଭାଙ୍ଗୁଛି ହରିଣ, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ବହୁତ ବଡ଼ ସମସ୍ୟା ଦେଖାଦେଉଛି ତାହା ହେଉଛି ଜଙ୍ଗଲୀ ପଶୁ ପକ୍ଷୀ ଙ୍କ ର ବାହାରକୁ ଆସିଯିବା । ଅର୍ଥାତ ସହର ରେ ବୁଲିବା ଏକ ଲୋକ ମାନଙ୍କ ଉପରେ ଆ-କ୍ର-ମ-ଣ କରିବା । ତେବେ କେତେବେଳେ ହାତୀ ପଳେଇ ଆସୁଛନ୍ତି ଏବଂ ଲୋକ ମାନଙ୍କ ଉପରେ ଆ-କ୍ର-ମ-ଣ କରୁଛନ୍ତି କେତେବେଳେ ବାଘ, ସାପ କିମ୍ବା ଭାଲୁ ଆଦି ଏହି ଜଙ୍ଗଲୀ ପଶୁମାନେ ସହର କୁ ଆସି ବହୁତ ହଇରାଣ କରୁଛନ୍ତି ।

ତେବେ କିଛି ଦିନ ପୂର୍ବରୁ ଏକ ଦନ୍ତା ହାତୀ ନିଜ ପରିବାର ଠାରୁ ବିଚ୍ଛେଦ ହୋଇ ମହାନଦୀ ର ମୁଣ୍ଡୁଲି ପାଖରେ ଫସି ଯାଇଥିଲା ଏବଂ ସେହି ହାତୀ କୁ ବଂଚାଇବା ପାଇଁ ଦୁଇ ଦୁଇ ଜଣ ମହାନ ଏବଂ ସାହାସି ଲୋକଙ୍କ ଜୀଵନ ମଧ୍ୟ ପଳେଇ ଥିଲା । ତେବେ ସେହି ଘ-ଟ-ଣା କୁ ଲୋକମାନେ ଠିକ ଭାବରେ ଭୁଲି ବି ନଥିଲେ ବର୍ତ୍ତମାନ ଆଉ ଏକ ଘ-ଟ-ଣା ଘ-ଟି ଯାଇଛି ।

ତେବେ ଘ-ଟ-ଣା ଟି ହେଉଛି ପୁରୀ ସମୁଦ୍ରରେ ତେବେ କୋଣାର୍କ ଅଭୟାରଣ୍ୟ ରୁ ଏକ ହରିଣ ଟି ଖସି ପଳାଇ ସମୁଦ୍ର ପାଖରେ ବୁଲୁଥିବାର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏହି ହରିଣ କୁ ଦେଖି । ତେବେ କିଛି ସମୟ ପରେ ହରିଣ ଟି ଖେଳି ଖେଳି ସମୁଦ୍ର ଭିତରକୁ ପଶି ଯାଇଥିଲା ତେବେ ହରିଣ ଟି କୁ ସମୁଦ୍ର ଭିତରେ ପସିବାର ଦେଖି ସେଠାରେ ଉପସ୍ଥିତ ମାଛ ଧରାଳି ମାନେ ସମୁଦ୍ର ଭିତରେ ଦୋୖ-ଡ଼ି ସେହି ହରିଣ ଟି କୁ ବଞ୍ଚାଇ ଦେଇଥିଲେ ।

ତେବେ ଏହି ଘଟଣା ଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ ଚର୍ଚ୍ଚିତ ମଧ୍ୟ ହେଉଛି । ତେବେ ବଡ଼ ପ୍ରଶ୍ନ ଉଠୁଛି କି ଏହି ହରିଣ ଟି ଅଭୟାରଣ୍ୟ ରୁ କିପରି ଖସି ପଳେଇଲା ଏବଂ ତାର ଦେଖା ଶୁଣା କିଏ କରୁଥିଲା ତେବେ ଏପରି ଅବହେଳା ଗ୍ରହଣ ଯୋଗ୍ୟ ନୁହେ ।

Leave a Reply

Your email address will not be published. Required fields are marked *