‘I Love You ମମ୍ମୀ-ପାପା, କୁଛ ତୋ ଲୋଗ କହେଙ୍ଗେ, ଇନକା କାମ ହୈ କେହନା’, ଲେଖି ଫାସି ଲଗେଇ ଦେଲା ଝିଅ, କାରଣ ଜାଣି ଆପଣଙ୍କ ପାଦ ତଳୁ ମାଟି ଖସିଯିବ !

ବନ୍ଧୁଗଣ ବର୍ତ୍ତମାନର ସମୟରେ ଏପରି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଖବର ବହୁତ ଚର୍ଚାରେ ଅଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବର୍ତ୍ତମାନର ସମୟରେ ନିଜ ଜୀବନ ଉପରେ ନି-ରା-ଶ ହୋଇ ଯୁବ ପିଢୀ ମାନେ ଆ-ତ୍ମ-ହ-ତ୍ୟା କରୁଛନ୍ତି ।

କେତେ ଜଣ ଏମିତି ଅଛନ୍ତି ଯେଉଁ ମାନେ ଆ-ତ୍ମ-ହ-ତ୍ୟା କରିବା ପୂର୍ବରୁ ସୁ-ସା-ଇ-ଡ ନୋଟ ମଧ୍ୟ ଲେଖିକି ଯାନ୍ତି । ରାଜସ୍ଥାନର ଚୁରୁରେ ଏକ ୨୨ ବର୍ଷର ଝିଅ ଫା-ଶୀ-ରେ ଝୁ-ଲି ଆ-ତ୍ମ-ହ-ତ୍ୟା କରିଛି । ଝିଅଟି ବିଏସସି ନର୍ସିଙ୍ଗ ଥାର୍ଡ ଇୟରର ଷ୍ଟୁଡେଣ୍ଟ ଥିଲା । ଝିଅର ନାମ ପ୍ରିୟଙ୍କା କଟେବା ବୋଲି ଜଣା ପଡିଛି । ପ୍ରିୟଙ୍କା ଧର୍ମସ୍ତୂପ ପାଖରେ ଥିବା ଇନ୍ଦ୍ର ମାର୍କେଟର ଏକ ଘରେ ଭଡା ନେଇ ରହୁଥିଲେ । ଆ-ତ୍ମ-ହ-ତ୍ୟା କରିବାର ଗୋଟେ ଦିନ ପୂର୍ବରୁ ତାଙ୍କ ପରୀକ୍ଷାର ରେଜଲ୍ଟ ଆସିଥିଲା ଯେଉଁଥିରେ ସେ ଫାଷ୍ଟ ଡିଭିଜନରେ ପାସ ହୋଇଥିଲେ ।

ରବିବାର ଦିନ ପ୍ରିୟଙ୍କା ବହୁତ ସମୟ ଧରି ନିଜ ଘର ଭିତରେ ରହିଥିଲେ । ଯେତେବେଳେ ଘର ମାଲିକ କବାଟ ବା-ଡେ-ଇ-ଲା ସେତେବେଳେ କୌଣସି ପ୍ରତିକ୍ରିୟା ଘର ଭିତରୁ ଆସି ନଥିଲା । ଏହା ପରେ ଘର ମାଲିକ ଖିଡିକିରୁ ଦେଖିଥିଲା ଓ ପ୍ରିୟଙ୍କାଙ୍କୁ ଫା-ଶୀ-ରେ ଝୁ-ଲୁ ଥିବାର ପାଇଥିଲା ।

 

ଏହା ପରେ ଘର ମାଲିକ ପୋଲିସକୁ ଏହାର ସୂଚନା ଦେଇଥିଲା । ସେହି ସମୟରେ ପୋଲିସ ପ୍ରିୟଙ୍କାଙ୍କ ମୃ-ତ ଦେହକୁ ଉଧାର କରି ପୋ-ଷ୍ଟ ମ-ଟ-ମ ପାଇଁ ପଠାଇ ଥିଲା । ପ୍ରିୟଙ୍କାଙ୍କ ଘରୁ ଏକ ସୁ-ସା-ଇ-ଡ ନୋଟ ମଧ୍ୟ ପୋଲିସ ପାଇଥିଲା । ସେହି ସୁ-ସା-ଇ-ଡ ନୋଟରେ ପ୍ରିୟଙ୍କା ଲେଖିଛନ୍ତି-‘ମୁ ଏହି ଦୁନିଆରେ ଆଉ ରହି ପାରିବି ନାହିଁ । ଏହି ଦୁନିଆ ବହୁତ ସ୍ଵାର୍ଥୀ । ତମେ ଯେତେ ଭଲ ହେଲେ ବି ଲୋକମାନେ ତମକୁ ବୁଝି ପାରିବେ ନାହିଁ’ ।

ଆଗକୁ ପ୍ରିୟଙ୍କା ନିଜ ମା ବାପାଙ୍କ ପାଇଁ ଲେଖିଛନ୍ତି-‘ପିଲା ଦିନରୁ ଯେମିତି ଆପଣ ମାନେ ମୋର ସମସ୍ତ ଭୁଲକୁ କ୍ଷମା କରିଛନ୍ତି ସେହିପରି ଏହି ଭୁଲ ପାଇଁ ବି ମୋତେ କ୍ଷମା କରିଦେବେ । ମା ବାପାଙ୍କ ପରି ପ୍ରେମ କେହି ବି କରିପାରିବେ ନାହିଁ । ଲଭ ୟୁ ମମି-ପାପ ଆଣ୍ଡ ଅଲ ଫ୍ୟାମିଲି, କିଛି ତ ଲୋକ କହିବେ ଲୋକଙ୍କର କମ ହେଉଛି କହିବା’ ।

ବର୍ତ୍ତମାନ ପୋଲିସ ଏହି ମାମଲାକୁ ନେଇ ତ-ଦ-ନ୍ତ ଆରମ୍ଭ କରି ସାରିଛି ଓ ପ୍ରିୟଙ୍କାଙ୍କ ଆ-ତ୍ମ-ହ-ତ୍ୟା ପଛରେ କେଉଁ କାରଣ ରହିଛି ତାକୁ ଖୋଜୁଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *