“ମୋ ଝିଅକୁ କହିବେନି ମୁଁ ମରିଯାଇଛି … କହିବେ ଗୋଡ଼ ଭଲ କରିବାକୁ ମୋତେ ଦିଲ୍ଲୀ ପଠାଯାଇଛି” ସାମ୍ନାକୁ ଆସିଲା ଡାକ୍ତରଙ୍କ ସାଂଘାତିକ କାରନାମା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆଜି କାଲି ଏହି ଦେଶ ବିଦେଶ ସବୁଆଡେ କେବଳ ଭୟ ଏବଂ ଆ-ତ-ଙ୍କ ର ବାତାବରଣ ରହିଛି । କରୋନା ସଂକ୍ରମଣ ର ଭୟ ମଧ୍ୟ ରହୁଛି ତା ସହ ନିତିଦିନ ନ୍ୟୁଜ ଏବଂ ଖବର କାଗଜ ରେ କୌଣସି ଦୁ-ର୍ଘ-ଟ-ଣା ରେ କିଛି ଲୋକଙ୍କ ମୃ-ତ୍ୟୁ କିମ୍ବା କେଉଁଠି ଅ-କା-ଳ ମୃ-ତ୍ୟୁ କିମ୍ବା ଆ-ତ୍ମ-ହ-ତ୍ୟା ତଥା ଡାକ୍ତର ଙ୍କ ଅବହେଳା ଯୋଗୁଁ ମୃ-ତ୍ୟୁ ର ଖବର ମଧ୍ୟ ଆସୁଛି ଯାହା ଲୋକ ମାନଂକୁ ଆହୁରି ଅଧିକ ଚିନ୍ତା,ଭୟ ଏବଂ ଆ-ତଂ-କ ଖେଳାଇ ଦେଉଛି ।

ତେବେ ସେହି ଭଳି ଏକ ଖବର ସାମ୍ନାରେ ଆସିଛି ଡାକ୍ତର ଙ୍କ ଅବହେଳା ଯୋଗୁଁ ଜଣେ ବ୍ୟକ୍ତି ଏକ ବର୍ଷ ହେବ ଯ-ମ ଯ-ନ୍ତ୍ର-ଣା ଭୋଗ କରୁଛନ୍ତି । ଏହା ଛଡା ସେ ବିଧାନସଭା ଆଗରେ ଆ-ତ୍ମ-ହ-ତ୍ୟା କରିବାକୁ ଚେଷ୍ଟା କରିବା ସହ କଟକ ଏସସିବି ମେଡ଼ିକାଲ ନାମ ରେ ଅ-ଭି-ଯୋ-ଗ ମଧ୍ୟ କରିଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରି ନେବା ।

ତେବେ ଘଟଣା କିଛି ଏଭଳି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପଙ୍ଗପାଳ ଗାଁ ର ଦୁଷ୍ମନ୍ତ ନାୟକ ଗତ ଏକ ବର୍ଷ ହେବ ବହୁତ ଯ-ନ୍ତ୍ର-ଣା ଭୋଗ କରୁଛନ୍ତି । କଥା ହେଉଛି ତାଙ୍କର ଏକ ସଡ଼କ ଦୁ-ର୍ଘ-ଟ-ଣା ହୋଇଥିଲା ଏବଂ ତାଙ୍କର ବାମ ଗୋଡ଼ ରେ ଗଭୀର ଆ-ଘା-ତ ଲାଗିଥିଲା ତେବେ ଏହା ପରେ ସେ ଏସ୍ସିବି ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ମାନେ ତାଙ୍କର ଅ-ସ୍ତ୍ରୋ-ପ-ଚା-ର କରି ଭଲ ହୋଇଯିବେ କହି ଡିସଚାର୍ଜ କରି ଦେଇଥିଲେ ତେବେ ଅ-ପ-ରେ-ସ-ନ ପରେ ମଧ୍ୟ ଦୁଷ୍ମନ୍ତ ଚାଲି ପାରୁ ନଥିଲେ ।

ତେବେ ସେ ଆଉ ଜଣେ ଡାକ୍ତର ଙ୍କୁ ଦେଖାଇବା ପରେ ସେ କହିଥିଲେ କି ଭୁଲ ଅ-ସ୍ତ୍ରୋ-ପ-ଚା-ର ଯୋଗୁଁ ତାଙ୍କର ଏହି ଅବସ୍ଥା । ତେବେ ପରେ ସେ ଫୁଣି ଏସସିବି ଆସିଥିଲେ ଏବଂ ସବୁ କଥା କହିଲା ପରେ ବି ମେଡ଼ିକାଲ କତ୍ତୃପକ୍ଷ କିମ୍ବା ଅନ୍ୟ ସଦସ୍ୟ ମାନେ କେହି ବି କୌଣସି ପ୍ରକାରର କିଛି ଉତ୍ତର ଦେଇ ନଥିଲେ କିମ୍ବା ତାଙ୍କୁ ପୁନଃ ବାର ଆଡ଼ମିଟ ମଧ୍ୟ କରି ନଥିଲେ ।

ତେବେ ସେ ଶେଷରେ ସରକାର ଙ୍କୁ ଚିଠି ଲେଖିଥିଲେ ଏବଂ ସବୁ କଥା କହିଥିଲେ ଏହା ସହିତ ସ୍ୱାସ୍ଥ୍ୟ ବିଭାଗ କଲ୍ୟାଣ ପକ୍ଷରୁ ବିଜୁ କୃଷକ କଲ୍ୟାଣ କାର୍ଡ଼ ରେ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ହୋଇ ପାରିବ ପ୍ରାଇଭେଟ ହସ୍ପିଟାଲରେ ସେ ଆଡ଼ମିଟ ମଧ୍ୟ ହୋଇଥିଲେ ତେବେ ତାଙ୍କୁ ସରକାର ଙ୍କ ଠାରୁ ଲିଖିତ ଭାବରେ ଆଣିବା ପାଇଁ ମଧ୍ୟ କୁହା ଯାଇଥିଲା ତେବେ ତଥାପି ତାଙ୍କୁ କୌଣସି ଉତ୍ତର ମିଳି ନଥିଲା ।

ଏହା ପରେ ସେ ହାତ କାଟି ଆ-ତ୍ମ-ହ-ତ୍ୟା କରିବାକୁ ଚେଷ୍ଟା କରିଥିଲେ ଏବଂ ମୋ ଝିଅ କୁ କିଛି କହିବ ନାହିଁ ବୋଲି କହିଥିଲେ ତେବେ ପୋଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଇଥିଲା ଏବଂ ଏସସିବି କୁ ସ୍ଥାନାନ୍ତର କରିବ ବୋଲି ମଧ୍ୟ କହିଥିଲା ଓ ପରେ ସେ ସୁସାଇଡ କରିବାର ଖବର ଆସି ପହଞ୍ଚି ଥିଲା । ତେବେ ରାଜ୍ୟ ରେ ଡାକ୍ତର ଙ୍କ ଏଭଳି ଅବହେଳା ଗ୍ରହଣ ଯୋଗ୍ୟ ନୁହେଁ । ତେବେ ଏଥିରେ ଆପଣ ମାନଙ୍କ ମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *