ଓଡ଼ିଆ ସିରିଏଲ ରେ ଆକ୍ଟିଙ୍ଗ କରୁଥିବା Child Artist ମାନେ କେତେ ଟଙ୍କା ଦରମା ପାଆନ୍ତି ? 4 ନଂ ଙ୍କ ସାଲାରୀ ଶୁଣିଲେ ଆପଣ ଚମକି ପଡିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଧାରାବାହିକ ତ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ସେହି ଧାରାବାହିକ ରେ ଅଭିନୟ କରୁଥିବା ଶିଶୁ କଳାକାର ମାନଙ୍କୁ ମଧ୍ୟ ନିଶ୍ଚିତ ଭାବରେ ଜାଣିଥିବେ ଏବଂ ତାଙ୍କ ଅଭିନୟ ଦେଖିଥିବେ । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଓଡ଼ିଆ ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ ଶିଶୁ କଳାକାର ଙ୍କ ପ୍ରକୃତ ଦରମା କେତେ? ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୯. ବନ୍ଧୁଗଣ ଏହି ଲିଷ୍ଟ ର ନବମ ସ୍ଥାନରେ ଅଛନ୍ତି ବୀର୍ । ଆପଣ ମାନେ ବୀର୍ ଙ୍କୁ ତାରା ତାରିଣୀ ଧାରାବାହିକ ରେ ନିଶ୍ଚିତ ଭାବରେ ଦେଖିଥିବେ । ତେବେ ସେ ଗୋଟିଏ ଏପିସୋଡ଼ ପାଇଁ ୪,୦୦୦ ଟଙ୍କା ନେଇଥାନ୍ତି ।

୮. ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ଚିମ୍ପୁ । ଚିମ୍ପୁ ଙ୍କୁ ଆପଣ ମାନେ ସଂପର୍କ ହୃଦୟ ର ଧାରାବାହିକ ରେ ନିଶ୍ଚିତ ଭାବରେ ଦେଖିଥିବେ । ସେ ଗୋଟିଏ ରିଆଲିଟି ସୋ ମାଧ୍ୟମରେ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ । ସେ ଗୋଟିଏ ଏପିସୋଡ଼ ପାଇଁ ୪,୦୦୦ ଟଙ୍କା ନେଇଥାନ୍ତି ।

୭. ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଦୁର୍ଯ୍ୟ ଓ ସ୍ତୁତି । ଏହି ଦୁଇ ଶିଶୁ କଳାକାର ଙ୍କୁ ଆପଣ ମାନେ ଦୁର୍ଗା ଧାରାବାହିକ ରେ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଦୁଇ କଳାକାର ଗୋଟିଏ ଏପିସୋଡ଼ ପାଇଁ ୬,୦୦୦ ଟଙ୍କା ନେଇଥାନ୍ତି ।

୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ମାନୀ । ଆପଣ ମାନେ ମାନୀ ଙ୍କୁ ମାନିନୀ ଧାରାବାହିକ ରେ ନିଶ୍ଚିତ ଭାବରେ ଦେଖିଥିବେ । ସେ ଗୋଟିଏ ଏପିସୋଡ଼ ପାଇଁ ୭,୦୦୦ ଟଙ୍କା ନେଇଥାନ୍ତି ।

୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ପରୀ । ପରୀ ଙ୍କୁ ଆପଣ ମାନେ ପରୀ ଧାରାବାହିକ ରେ ନିଶ୍ଚିତ ଭାବରେ ଦେଖିଥିବେ । ସେ ଗୋଟିଏ ଏପିସୋଡ଼ ପାଇଁ ୮,୦୦୦ ଟଙ୍କା ନେଇଥାନ୍ତି ।

୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅନିମେଶ ଘୋଷ । ଆପଣ ମାନେ ଅନିମେଶ ଙ୍କୁ ଅନେକ ଫିଲ୍ମ ରେ ଅଭିନୟ କରୁଥିବାର ଦେଖିଥିବେ । ସେ ଗୋଟିଏ ଫିଲ୍ମ ରେ ଅଭିନୟ କରିବା ପାଇଁ ୨୫,୦୦୦ ଟଙ୍କା ନେଇଥାନ୍ତି । ବର୍ଷକୁ ସେ ପ୍ରାୟ ୩ ରୁ ୪ଟି ଫିଲ୍ମ ରେ ଅଭିନୟ କରନ୍ତି ।

୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ରାଜା । ରାଜା ଙ୍କୁ ଆପଣ ମାନେ ତୁ ମୋ ଜୀବନସାଥୀ ଧାରାବାହିକ ରେ ନିଶ୍ଚିତ ଭାବରେ ଦେଖିଥିବେ । ସେ ଗୋଟିଏ ଏପିସୋଡ଼ ପାଇଁ ୧୦,୦୦୦ ଟଙ୍କା ନେଇଥାନ୍ତି ।

୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ରାନୀ । ଆପଣ ମାନେ ରାନୀ ଧାରାବାହିକ ରେ ଏହି ଅଭିନେତ୍ରୀ ଙ୍କୁ ଦେଖିଥିବେ । ବର୍ତ୍ତମାନ ଏହି ଅଭିନେତ୍ରୀ ନିଜର ପାଠପଢ଼ା ଉପରେ ଧ୍ୟାନ ଦେଉଛନ୍ତି । ସେ ଗୋଟିଏ ଏପିସୋଡ଼ ପାଇଁ ୧୨,୦୦୦ ଟଙ୍କା ନେଇଥାନ୍ତି ।

୧. ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ତାରିଣୀ । ଆପଣ ମାନେ ତାରିଣୀ ଙ୍କୁ ତାରା ତାରିଣୀ ଧାରାବାହିକ ରେ ଖୁବ ସୁନ୍ଦର ଅଭିନୟ କରୁଥିବାର ଦେଖିଥିବେ । ସେ ଗୋଟିଏ ଏପିସୋଡ଼ ପାଇଁ ୧୨,୦୦୦ ଟଙ୍କା ନେଇଥାନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *