ସାମ୍ନାକୁ ଆସିଲା DJ Azex ଙ୍କ ଆତ୍ମହତ୍ୟାର ଅସଲ କାରଣ, ନିଜେ ଦାଦା କହିଲେ ସାଂଘାତିକ କଥା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡିଜେ ଆଜେକ୍ସ ଅକ୍ଷୟ କୁମାରଙ୍କୁ ବ୍ଲ-ଆ-କ-ମ-ଏ-ଲ କରୁଥିଲେ ଯୁବତୀ ! ତେବେ ଓଡିଶାର ଘରେ ଘରେ ଅତି ପରିଚିତ ଡିଜେ ଦୁନିଆର ବାଦଶାହ ଅକ୍ଷୟ କୁମାରଙ୍କର ସନ୍ଦେହ ଜନକ ଭାବରେ mrutyu ଘଟିଛି । ତେବେ ଯାହାକୁ ନେଇ ଅକ୍ଷୟଙ୍କ ଘର ଲୋକେ ଆଶ୍ଚର୍ଯ୍ୟ ହୋଇଯିବା ସହ ସଂପୂର୍ଣ୍ଣ ଦୁଃଖରେ ଭାଙ୍ଗି ପଫିଛନ୍ତି । ତେବେ ସକାଳୁ ସକାଳୁ ଘରର ରୁମ୍ ଖୋଲି ଦେଖିବା ବେଳକୁ jhulanta ଅବସ୍ତା ଘର ରୁମ୍ ରେ ଅକ୍ଷୟଙ୍କର ଶରୀର ଦେଖିବାକୁ ମିଳିଥିଲା ।

ତେବେ ଡାକ୍ତରଖାନାକୁ ନେବା ପରେ ଜଣାପଡିଥିଲା । କି ଅକ୍ଷୟ ଆତ୍ମହତୟଆ କରିବା କାରଣ ଯୋଗୁ ତାଙ୍କର ଦେହାନ୍ତ ଘଟି ଯାଇଛି । ତେବେ ଅକ୍ଷୟଙ୍କର mrutyu ଯଦିଓ ବର୍ତ୍ତମାନ ସମୟରେ ଏକ ସନ୍ଦେହ ପରିସରରେ ରହିଅଛି । ସଠିକ ଭାବରେ କିଛି ଅକ୍ଷୟଙ୍କର ଆତ୍ମହତୟଆ mrutyu ପଛରେ ଥିବା ରହସ୍ୟର ଉନ୍ମୋଚନ ହୋଇପାରିନାହିଁ । ହେଲେ ଘର ଲୋକଙ୍କର କହିବ ଅନୁସାରେ ଆମ ପୁଅ ଅକ୍ଷୟକୁ ତା’ ଝିଅ ବନ୍ଧୁ ବ୍ଲ-ଆ-କ-ମ-ଏ-ଲ କରୁଥିଲା ।

ତେବେ ଅକ୍ଷୟଙ୍କର ସମ୍ପର୍କୀୟ ମଧ୍ୟ ତାଙ୍କ ଭାଇ ଅକ୍ଷୟଙ୍କର ପ୍ରେମିକାଙ୍କର ନାମ ଗଣ ମାଧ୍ୟମ ନିକଟରେ ଖୋଲି କହିଛନ୍ତି । ତେବେ ସେହି ସୁନ୍ଦରୀ ଯୁବତୀ ଜଣଙ୍କ ହେଉଛନ୍ତି ଜିଜ୍ଞାସା । ତେବେ ଜିଜ୍ଞାସା ଥିଲେ ଡିଜେ ଆଜେକ୍ସ ଅକ୍ଷୟଙ୍କର ପ୍ରେମିକା । ତେବେ ଗତ କିଛି ଦିନ ତଳୁ ଅକ୍ଷୟ ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇ କିଛି ପ୍ରୋବ୍ଲେମ ଚାଲୁଥିଲା ଅକ୍ଷୟ ତାଙ୍କ ଅତି ନିକଟତର ବନ୍ଧୁଙ୍କୁ ଜଣାଇଥିଲେ ।

ତେବେ ଅକ୍ଷୟଙ୍କର ବନ୍ଧୁଙ୍କ କହିବା ଅନୁସାରେ ଅକ୍ଷୟର ପ୍ରେମିକା ପାଇଁ ଅକ୍ଷୟ ଏଭଳି କିଛି ଚରମ ନିଷ୍ପତ୍ତି ନେଇଛି । ତେବେ ଅକ୍ଷୟଙ୍କର ପ୍ରେମିକା ଅକ୍ଷୟଙ୍କୁ କିଛି ଦିନ ତଳୁ ହିଁ manasika ଚାପରେ ରଖି ଆସୁଥିଲା । ଯାହାକୁ ଅକ୍ଷୟ କାହାକୁ ଖୋଲି କହିପାରୁଥିଲେ । ନା ନିଜ ମନରେ ସବୁ କଥା ଚାପିକି ରଖି ପାରୁଥିଲେ । ତେବେ ଯେତେବେଳେ ଅକ୍ଷୟ ଅଧିକ manasika ଚାପର ଘେରକୁ ଚାଲି ଆସିଥିଲେ ।

ସେତେବେଳେ ସେ ନିଜର ପ୍ରାଣହାରୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସନ୍ଦେହ ଘେରରେ ରହି ଅକ୍ଷୟ ଙ୍କ ବନ୍ଧୁ କହିଛନ୍ତି । ତେବେ ପୋଲିସ ଅକ୍ଷୟଙ୍କର ଆତ୍ମହତୟଆ ପଛର ରହସ୍ୟ ଜାଣିବା ପାଇଁ ତଦନ୍ତ ଜାରୀ ରଖିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *