ହଠାତ ରାସ୍ତା ମଝିରେ ଅଟକି ଗଲା ରାଷ୍ଟ୍ରପତି Draupadi Murmu ଙ୍କ କାରକେଡ୍, କାରରୁ ଓହ୍ଲାଇ ବାଣ୍ଟିଲେ ଚକୋଲେଟ୍

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅଟକି ଗଲା ମହାମୟୀ ରାଷ୍ଟ୍ରପତିଙ୍କ କାର ! କାରକେଡ଼ରୁ ଓହ୍ଲାଇ ନିଜ ହାତରେ ଖୁସି ମନରେ ପିଲାଙ୍କୁ ବାଣ୍ଟିଲେ ଚୋକୋଲେଟ ! ତେବେ ଭାରତର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି । ତେବେ ଆମ ଦେଶ ଭାରତର ରାଷ୍ଟ୍ରପତି ହେଉଛନ୍ତି ମହାମୟୀ ଦ୍ରୌପଦୀ ମୁର୍ମୁ ! ତେବେ ରାଷ୍ଟ୍ରପତିଙ୍କର ମହନୀୟତା ଓ ଶ୍ରଦ୍ଧା ଭାବ ଗୁଣ ଯୋଗୁ ସେ ଆଜି ସାରା ଭାରତ ବର୍ଷ କାହିଁକି ଦେଶ ବାହାରେ ମଧ୍ୟ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରାଇପାରିଛନ୍ତି ।

ତେବେ ସଂସ୍କୃତି ସମ୍ପର୍ଣ୍ଣ ଓଡିଶା ମାଟିର ଆଦିବାସୀ ଝିଅ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନିଜର ଶ୍ରଦ୍ଧାମନୋଭାବ ପାଇଁ ସବୁଆଡେ ସମସ୍ତଙ୍କର ଶ୍ରଦ୍ଧାଭାଜନ ମଧ୍ୟ ହୋଇପାରିଛନ୍ତି । ତେବେ ରାଷ୍ଟ୍ରପତି ନିଜର ଏକ କୌଣସି ଗ୍ରସ୍ତରେ ଯାଉଥିଲେ । ତେବେ ବହୁ ଗୁଡିଏ କାରକେଦ ମଧ୍ୟରେ ରାଷ୍ଟ୍ରପତିଙ୍କୁ ରଖା ଯାଇ ଅତି ସୁରକ୍ଷା ବଳୟରେ ନିଜ ଗ୍ରସ୍ତକୁ ଯାଉଥିଲେ । ତେବେ ଏହାରି ଭିତରେ ରାସ୍ତାରେ କେତେ ଗୁଡିଏ ସ୍କୁଲ ପିଲା ଠିଆ ହୋଇଥିଲେ ।

ତେବେ ଛୋଟ ଛୋଟ ପିଲାଙ୍କୁ ଦେଖି ନିଜର ବାତ୍ସଲତାକୁ ଆଉ ସମ୍ଭାଳି ନପରି ଗାଡି ରଖିବା ପାଇଁ କହିଥିଲେ । ତେବେ ମହାମାୟୀ ରାଷ୍ଟ୍ରପତି ଗାଡିରୁ ଓହ୍ଲାଇ ରାସ୍ତାରେ ଠିଆ ହୋଇଥିବା କୁନି କୁନି ପିଲାଙ୍କ ସହ ଅଳ୍ପ ସମୟ ପାଇଁ ବାର୍ତ୍ତାଳାପ କରିଥିଲେ । ଏହା ସହ ନିଜ ଗାଡିରୁ ଚୋକୋଲେଟ ବାହାର କରି ପିଲାଙ୍କୁ ମଧ୍ୟ ଦେଇଥିଲେ । ତେବେ ରାଷ୍ଟ୍ରପତିଙ୍କ ହାତରୁ ଚୋକୋଲେଟ ପାଇ କୁନି କୁନି ପିଲା ମାନେ ମଧ୍ୟ ବହୁତ ଖୁସି ହୋଇଯାଇଥିଲେ ।

ତେବେ ସମସ୍ତେ ମିଶି ଏକା ସ୍ଵରରେ ରାଷ୍ଟ୍ରପତିଙ୍କର ଧନ୍ୟବାଦ ଜଣାଇଥିଲେ । ଏହା ସହିତ ରାଷ୍ଟ୍ରପତି ପିଲା ମାନଙ୍କୁ ମଧ୍ୟ ଧନ୍ୟବାଦ କହି ସେଠାରୁ ଚାଲି ଆସିଥିଲେ । ତେବେ ପିଲାଙ୍କ ପ୍ରତି ନିଜର ସ୍ନେହ ଓ ଭଲ ପାଇବାର ରୁଚି ଦେଖିବା ପରେ ଏହି ଭିଡିଓ ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ ।

ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ତେବେ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହିତ ମହାମୟୀ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁମୁର୍ମୁଙ୍କର ଅନ୍ୟ ପ୍ରତି ଥିବା ଶ୍ରଦ୍ଧାମନୋଭାବ ଆପଣଙ୍କୁ କିପରି ଲାଗେ । ନିଜର ମତାମତ କମେଣ୍ଟ କରିକି ଆମକୁ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *