ବିବାହ କରିବେ ବୁଦ୍ଧାଦିତ୍ୟ ଓ ସୂର୍ଯ୍ୟମୟୀ ? ଏ ନେଇ କଣ କହିଲେ ବୁଦ୍ଧାଦିତ୍ୟ ମହାନ୍ତି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହେବେ କି ବୁଧାଦିତ୍ୟ ! ତେବେ ଓଡିଶାର ଅଭିଷେକ ବଚନ ନାମରେ ଯାହାକୁ ଆମେ ସମସ୍ତେ ଜାଣିଥାଉ । ସେ ଆଉ କେହି ନୁହନ୍ତି ଓଡିଶାର ଜଣେ ଅତି ଜଣାଶୁଣା କଳାକାର ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । ତେବେ ନିକଟ ସମୟରେ ବୁଦ୍ଧଦିତ୍ୟ ମହାନ୍ତି, ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ଷ୍ଟାଇଲିସ ଆକ୍ଟର ଶୈଳେନ୍ଦ୍ରଙ୍କ ଅଭିନୀତ ଫିଲ୍ମ ଡେଲିଭରୀ ବୟର ରିଲିଜିଙ୍ଗ ଡେଟ ଡିକଳାରେସନ ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି ।

ଯେଉଁଥିରେ ଓଡିଶାର ବହୁ ଅଭିନେତା ଓ ଅଭିନେତ୍ରୀ ମାନେ ସାମିଲ ଦେଇ ଡେଲିଭରୀ ବୟ ଫିଲ୍ମର ଇନାଗୋରେସନ କରିଛନ୍ତି । ତେବେ ସେହି ଅବସରରେ ଅଭିନେତା ବୁଦ୍ଧାଦିତ୍ୟଙ୍କର ଫିଲ୍ମକୁ ନେଇ କିଛି ନିଜସ୍ଵ ପ୍ରତିକ୍ରିୟା ଶୁଣିବାକୁ ମିଳିଥିଲା । ତେବେ ଅଭିନେତା ବୁଦ୍ଧାଦିତ୍ୟଙ୍କର କହିବ ଅନୁସାରେ ଡେଲିଭରୀ ଫିଲ୍ମଟି ଓଡିଶା କାହିଁକି ଓଡିଶା ବାହାରେ ଯେତେସବୁ ଡେଲିଭରୀ ବୟ ରହିଛନ୍ତି ।

ତାଙ୍କ ମାନଙ୍କ କାହାଣୀକୁ ନେଇ ଡେଲିଭରୀ ଫିଲ୍ମଟି ପ୍ରସ୍ତୁତ କରାଯାଇଅଛି । ତେବେ ଏହା ସଂପୂର୍ଣ୍ଣ ଏକ ଓଡିଆ ଆଧାରିତ କାହାଣୀକୁ ଫିଲ୍ନ ପ୍ରସ୍ତୁତ କରାଯାଇଛି । ତେବେ ଫିଲ୍ମରେ ବୁଦ୍ଧାଦିତ୍ୟଙ୍କ ସହ ସୂର୍ଯ୍ୟମୟୀ ମଧ୍ୟ ତାଙ୍କ ଅପଜିଟରେ ନଜର ଆସୁଛନ୍ତି । ତେବେ ଏହି ଫିଲ୍ମର ଫୋଟ ଭାଇରାଲ ହେବା ପରେ ବହୁ ଲୋକଙ୍କର ମତ ରହୁଛି । ଏହା କି ଯେ ବୁଦ୍ଧାଦିତ୍ୟ ଓ ଅଭିନେତ୍ରୀ ସୂର୍ଯ୍ୟମୟୀ ଆଗାମୀ ଆମୟରେ ବିବାହ ହେବା ପାଇଁ ଯାଉଅଛି ।

ହେଲେ ଏଠାରେ ବୁଦ୍ଧାଦିତ୍ୟ ନିଜର ମତ ଗଣ ମାଧ୍ୟମ ନିକଟରେ ଖୋଲି ପ୍ରକାଶ କରିଛନ୍ତି । ଏଥରେ ପ୍ରକୃତରେ ନୁହେଁ ବଂର ଡେଲିଭରୀ ବୟ ଫିଲ୍ମରେ ବୁଦ୍ଧାଦିତ୍ୟଙ୍କର ହିରୋଇନ ଭୂମିକାରେ ସୂର୍ଯ୍ୟମୟୀଙ୍କୁ ଦେଖିବାକୁ ମିଳିବ । ଏହା ସହିତ ଆଶା କରୁଛି ଏପ୍ରିଲ ୭ ତାରିଖରେ ଡେଲିଭରୀ ବୟ ଫିଲ୍ମକୁ ବହୁ ଲୋକଙ୍କର ଭଲ ପାଇବା ଆଗାମୀ ସମୟରେ ମିଳୁ ।

ତେବେ ଖାଲି ଓଡିଶା କାହିଁକି ଓଡିଶା ବାହାରେ ମଧ୍ୟ ଓଡିଆ ଫିଲ୍ମ ଡେଲିଭରୀ ବୟ ରିଲିଜ ହେବା ପାଇଁ ଯାଉଛି । ତେବେ ଏଠାରେ ଏକ ବିଶେଷ କଥା ଅଭିନେତା ବୁଦ୍ଧାଦିତ୍ୟ ଜଣାଇଛନ୍ତି । ଯେ ଡେଲିଭରୀ ଫିଲ୍ମ ଦେଖିବା ପାଇଁ ପ୍ରକୃତରେ ଡେଲିଭରୀ କାମ କରୁଥିବା ପିଲାଙ୍କ ପାଇଁ 50 ପ୍ରତିଶତ ଡିଶକାଉଣ୍ଟ କରାଯାଇଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *