ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ ! ସ୍ତ୍ରୀ ରଖୁଥିଲା ଅନୈତିକ ସମ୍ପର୍କ ସ୍ୱାମୀ କରୁଥିଲା ରେକର୍ଡ, ଘରର ପ୍ରତିଟି କୋଣରେ ଥିଲା…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଖାଲି ଅର୍ଚ୍ଚନା ନୁହନ୍ତି ତାଙ୍କ ପାଖ ରେ ଥିଲେ ଅନେକ ସୁନ୍ଦରୀ ଆଉ କମ ବୟସ୍କ ସୁନ୍ଦରୀ ସୁନ୍ଦରୀ ଝିଅ । ଆପଣ ମାନେ ଅନୁ ମାନ କରି ପାରୁ ଥିବେ କି କୋଟିପତି ଓ ବଡ଼ ବଡ଼ିଆ ଦେଖିଲେ ମନ ଲାଖି ଯିବ । ଆଉ ଆଖି ହଟିବ ନାହିଁ । ଅର୍ଚ୍ଚନା ମୁଣ୍ଡ ରେ ସିନ୍ଦୁର ଲଗାଇ ଅନ୍ୟ ମାନଂକୁ ଫସେଇ ପାରୁ ଥିବେ । ଅର୍ଚ୍ଚନା ଦେଖିବାକୁ ସୁନ୍ଦର ଥିଲେ । ଆଉ ନିଜ କୁ ପୁରା ମେଣ୍ଟନ୍ କରି ରଖୁ ଥିଲେ ।

କିନ୍ତୁ ବଡ଼ ବଡ଼ିଆ କୁ ଫସେଇବା ପାଇଁ ଆହୁରି ସୁନ୍ଦରୀ ସୁନ୍ଦରୀ ଝିଅ ଙ୍କୁ ମଧ୍ୟ ତାଙ୍କ ଗେମ ରେ ସାମିଲ କରୁ ଥିଲେ । ସେମାନଙ୍କୁ ଅର୍ଚ୍ଚନା ବ୍ୟବହାର କରି କମାଉ ଥିଲେ କୋଟି କୋଟି ଟଙ୍କା । ତେବେ ଯେଉଁ ଟଙ୍କା ରେ ତିଆରି କରିଛନ୍ତି ଏହି ସୁନ୍ଦର ରାଜ ପ୍ରସାଦ ଭଳି ଘର । ତେବେ ଅର୍ଚ୍ଚନା କଣ୍ଟାକ୍ଟ ରେ ଥିବା ସୁନ୍ଦରୀ ସୁନ୍ଦରୀ ଝିଅ କିଛି କମ ନଥିଲେ । ସେମାନେ ବି ଦେଖିବାକୁ ବହୁ ସୁନ୍ଦର ।

ଆପଣ ମାନେ ଏହି ଭିଡିଓ ମଧ୍ୟ ରେ ଦେଖି ପାରୁଥିବେ ସୁନ୍ଦରୀ ଅର୍ଚ୍ଚନା ଙ୍କ ସହ ଆଉ ଜଣେ ସୁନ୍ଦରୀ ମଧ୍ୟ ଅଛନ୍ତି ଆଉ କଥା ହେଉଛନ୍ତି ରାତି ର ସାଥି ବିଷୟ ର କଥା । ତେବେ ଆପଣ ମାନେ ଦେଖି ପାରୁଥିବେ ଏ ହୋଟେଲ ଏମିତି ସେମିତି ହୋଟେଲ ନୁହଁ ଏ ହୋଟେଲ ବହୁତ ନାମି ଦାମି ଅଟେ । ତେବେ ସବୁ କିଛି ଅର୍ଚ୍ଚନା ଙ୍କ ର ନାମି ଦାମି । ଯାହାକି ଏବେ ଝାରପଡା ଜେଲ ଭୀତ ରେ ମଉଳି ଯାଉଛି । କାରଣ ଝାରପଡା ଜେଲ ଭିତ ରେ କମଳ ପାରି କି ଶୋଉ ଛନ୍ତି ଅର୍ଚ୍ଚନା ।

ଗତ ରାତି ରେ ହିଁ ମନେ ପଡି ଯାଇ ଥିବ ପାପ ସମ୍ରାଜ୍ୟ କିପରି ଗୋଟିଏ କ୍ଷଣ ରେ ଧୂଳି ସାତ ହେଇ ଯିବ । ଏଠାରେ କହି ବାକୁ ଚାହୁଁଛୁ ଅର୍ଚ୍ଚନା ଯେତିକି ସୁନ୍ଦରୀ ତାଙ୍କ ର କଣ୍ଟାକ୍ଟ ରେ ଅନ୍ୟ ଝିଅ ମାନେ ଆହୁରି ସୁନ୍ଦରୀ ଥିଲେ । ତେବେ ସେ ସୁନ୍ଦରୀ ଝିଅ ମାନଂକୁ ନେଇ କରୁଥିଲେ ଏମିତି ଡ୍ରିଲ ଆଉ ରାତି ର ସାଥି ସହିତ କମାଉ ଥିଲେ କୋଟି କୋଟି ଟଙ୍କା । ସେମାନଙ୍କ ସହିତ ଅର୍ଚ୍ଚନା ଶାର-ରିରିକ ସମ୍ପର୍କ ନରଖି ଲେ ମଧ୍ୟ ଅନ୍ୟ ସୁନ୍ଦରୀ ଝିଅ ମାନଂକୁ ସାମ୍ନା କୁ ଆଣି ଦେଉ ଥିଲେ ଯାହା କୁ ଦେଖି ଆଖି ଲାଖି ଯାଉଥିଲା ବଡ଼ ବଡ଼ିଆ ଲୋକ ଙ୍କ ର ।

ଆଉ ସିଧା ବେଡ ରୋମ କୁ ଚାଲୁ ଆସୁଥିଲେ । ଘଟଣା କିଛି ଏମିତି ଯେତେବେଳେ ଅର୍ଚ୍ଚନା ଚାହାନ୍ତି କିଛି ବଡ ବଡ଼ିଆ କୁ ଫସେଇବା କୁ ସେତେବେଳେ ସେ ଫେସବୁକ୍ ରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାନ୍ତି । ତେବେ ତାପରେ ବନ୍ଧୁତ୍ବ ସ୍ଥାପନ କରନ୍ତି ଆଉ ତା ପରେ ନିଜ ର ଦୁଃଖ ର କାହାଣୀ ମଧ୍ୟ କୁହନ୍ତି ଏମିତି କି ତାଙ୍କ ସ୍ବାମି ହସ୍ପିଟାଲରେ ପଡିଛନ୍ତି ତା ସହିତ ଶାରୀରିକ ସମ୍ପର୍କ ଲୋଭ୍ ଦେଖନ୍ତି ବଡ଼ ବଡ଼ିଆ କୁ ଆଉ ସେ ଲୋଭ ରେ ଦୌଡ଼ି ଆସନ୍ତି ସିଧା ବେଡ଼ ରୋମ କୁ ଆଉ ସେଇଠି ହୁଏ ଶାର-ରିରିକ ସମ୍ପର୍କ ଆଉ ତାର ସମ୍ପୁର୍ଣ୍ଣ ଭିଡିଓ ଲାଗି ଥିବା ସିସି ଟିଭିରେ କଏଦ୍ ହୁଏ ।

ଯାହାକୁ ନେଇ ସିଧା ବ୍ଲାକମେଲ କରନ୍ତି ଅର୍ଚ୍ଚନା ଆଉ କମେଇ ନିଆନ୍ତି କୋଟି କୋଟି ଟଙ୍କା । କିନ୍ତୁ ଏଥର ବିଫଳ ହୋଇ ଗଲେ ଅର୍ଚ୍ଚନା । ଧରା ପଡି ଗଲା ତାଙ୍କ ର ସବୁ ଚାଲାକ । ଯେଉଁ ଥିରେ ସାମିଲ୍ ଥିଲେ ସେହି ସ୍ବାମି ମଧ୍ୟ । ଆଉ ଏବେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ କଥା ଖାଲି ଅର୍ଚ୍ଚନା ଙ୍କ ପାଖ ରେ ନାହିଁ କାରଣ ବହୁତ ସୁନ୍ଦର ଝିଅ କୁ ମଧ୍ୟ ଏଠି ରେ ବ୍ୟବହାର କରୁଥିଲେ ଅର୍ଚ୍ଚନା ।

ସେମାନଙ୍କ ଜରିଆରେ ଏମିତି ଟଙ୍କା ରୋଜଗାର କରୁଥିଲେ । ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି କି ଅର୍ଚ୍ଚନା ଙ୍କର ଏହି ସବୁ ଭିଡିଓ ତାଙ୍କ ସ୍ୱାମୀ ହିଁ ନିଜେ କରୁଥିଲେ ସେ ସିସିଟିଭି ରେ ନିଜ ସ୍ତ୍ରୀ ର ଏହି କାରନାମା ରେକର୍ଡ କରୁଥିଲେ ତାଙ୍କ ସ୍ୱାମୀ ଜଗବନ୍ଧୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *