ସାମ୍ନାକୁ ଆସିଲା Soumy ଓ Sonali ଙ୍କ ନୂଆ ଅଡିଓ, ଶୁଣନ୍ତୁ ଆତ୍ମହତ୍ୟା କରିବା ପାଇଁ ସୌମ୍ଯଙ୍କୁ କେମିତି ପ୍ରବର୍ତ୍ତାଉଛନ୍ତି Sonali, ଥରେ ଶୁଣନ୍ତୁ ଏହି ଅଡିଓ କ୍ଲିପ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଶାର ବହୁ ଚର୍ଚ୍ଚିତ ସୋମ୍ୟ ରଞ୍ଜନ ଆତ୍ମହତୟଆ ମାମଲା ବିଷୟରେ ନିଶ୍ଚୟ ଜାଣିଥିବେ । ତେବେ ବର୍ତ୍ତମାନ ସୋମ୍ୟ ଓ ତାଙ୍କ ପ୍ରେମିକାଙ୍କ ନୂଆ ଅଡିଓ କଲ୍ ସାମ୍ନାକୁ ଆସିଛି । ଏହି ଅଡିଓ କଲ୍ ରେ ସୋମ୍ୟ ଓ ସୋନାଲି କଥାବାର୍ତ୍ତା ହେଉଛନ୍ତି । ଏହି ଅଡିଓ କଲ୍ ରେ ସୋମ୍ୟ କହୁଛନ୍ତି ଯେ, ସେ ଗାଡି ଆଗକୁ ଆସିଯିବେ ଓ ଆତ୍ମହତୟଆ କରିବେ । ସେହି ସମୟରେ ସୋନାଲି ତାଙ୍କୁ ଟାହିଁ ଟାପୁରା କରୁଛନ୍ତି ।

ଅଢେଇ ମାସ ପରେ ସୋମ୍ୟ ରଞ୍ଜନ ଆତ୍ମହତୟଆ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୋନାଲି ଓ ତାଙ୍କ ମାଙ୍କ ବିରୋଧ ଭୁବନେଶ୍ବର ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଛି । ଆତ୍ମହତୟଆ ପାଇଁ ପ୍ରବର୍ତ୍ତାଇବା ନେଇ  ଆଇପିସି ଧାରା 306 ଓ ସମାନ ଉଦ୍ଦେଶ୍ୟ ରଖି ଏକାଧିକ ବ୍ୟକ୍ତିଙ୍କ ଅପରାଧିକ କାର୍ଯ୍ୟ ନେଇ ଧାରା 34ରେ ମାମଲା ରୁଜୁ ପରେ ତଦନ୍ତ କରୁଛି ପୋଲିସ ।

ଗତ ଜାନୁୟାରୀ 30ରେ ସୋମ୍ୟ ଆତ୍ମହତୟଆ କରିଥିଲେ । ବନ୍ଧୁଗଣ ଏହି ଅଡିଓ କଲ୍ ଟି ଏବେ ସାମ୍ନାକୁ ଆସିବା ପରେ ମୋବାଇଲ ରୁ ମୋବାଇଲ ଏହି ଅଡିଓ କଲ୍ ଟି ଭାଇରାଲ ହେଉଛି । ତେବେ ଏହି ଅଡିଓ କଲ୍ କୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା । ବନ୍ଧୁଗଣ ଆପଣ ମାନେ ବି ଶୁଣନ୍ତୁ ଏହି ଅଡିଓ କଲ୍ ରେ ସୋମ୍ୟ ଓ ସୋନାଲି କଣ କଥା ହଉଛନ୍ତି ।

ତେବେ ବନ୍ଧୁଗଣ ସୋମ୍ୟ ଆତ୍ମହତୟଆ ପୂର୍ବରୁ ଏକ ହାତ ଲେଖା ଚିଠି ଛାଡି ଯାଇଥିଲେ ଯେଉଁଥିରେ କି ତାଙ୍କ ଆତ୍ମହତୟଆ ଲାଗି ତାଙ୍କ ପ୍ରେମିକା ସୋନାଲି ନନ୍ଦଙ୍କୁ ଦାୟୀ କରିଥିଲେ । ଉଭୟଙ୍କ  ମଧ୍ୟରେ ବିବାହ ସ୍ତିର ହୋଇଥିବା ବେଳେ ସୋନାଲି ବହୁତ ଥର ସୋମ୍ୟଙ୍କ ପରିବାର ସହ ରହୁଥିଲେ ।  କିନ୍ତୁ ତାଙ୍କ ପରିବାର ଲୋକେ ବିବାହ କରିବା ଆଳରେ ଦିନ ଗଡେଇ ଚାଲିଲେ ଏମିତି କି ସୋମ୍ୟ ତାଙ୍କ ରୋଜଗାରର ସମସ୍ତ ଅର୍ଥ ସୋନାଲିଙ୍କ ପାଇଁ ଖର୍ଚ୍ଚ କରିଥିବା ସୋମ୍ୟଙ୍କ ଭଉଣୀ ଅଭିଯୋଗ କରିଥିଲେ ।

ଅଢେଇ ମାସ ହେବ ପୋଲିସ ଏହି ମାମଲାକୁ ନେଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିଲା ହେଲେ ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଇନଫୋସିଟି ପୋଲିସ ଷ୍ଟେସନ ସୋନାଲି ଓ ତାଙ୍କ ମାଙ୍କ ବିରୋଧରେ ମାମଲା ରୁଜୁ କରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *