ସାମ୍ନାକୁ ଆସିଲା Archana Nag ଙ୍କ ବଡ ରହସ୍ୟ ! ନେତା ଓ ପ୍ରଯୋଜକଙ୍କ ଏମିତି ଫସେଇ ଲୁଟୁଥିଲେ କୋଟି କୋଟି ଟଙ୍କା…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ମହିଳା ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଯୁବତୀ ଙ୍କ ପରିପାଟି ଏବଂ ତାଙ୍କ ଷ୍ଟାଇଲ କୁ ଦେଖିଲେ ସେ ଜଣେ ଭଦ୍ର ଘରର ମହିଳା ଙ୍କ ପରି ଦେଖାଯାଉଛନ୍ତି । ତାଙ୍କ ଘରକୁ ଦେଖିଲେ ଆପଣ ଜାଣିପାରିବେ ଯେ ସେ କେତେ ଆଭିଜାତ୍ୟ ସମ୍ପତ୍ତି ର ମାଲିକାଣୀ ଅଟନ୍ତି ।

ତାଙ୍କ ଘରେ ଅନେକ ୱେବସିରିସ ଏବଂ ସିନେମା ସବୁ ଶୁଟିଙ୍ଗ ହୋଇଛି । ଏହା ମଧ୍ୟରେ ଲାଗିଛି ଅନେକ ଗୁଡିଏ ଗୁପ୍ତ କ୍ୟାମେରା । ଏହି ଗୁପ୍ତ କ୍ୟାମେରାକୁ ଏହି ମହିଳା ଜଣଙ୍କ ବ୍ୟବହାର କରୁଥିଲେ କିଛି ରାଜନେତା ଏବଂ କିଛି ଧନୀ ସମ୍ଭ୍ରାନ୍ତ ଲୋକଙ୍କୁ ଠକିବାରେ । ଆଉ ଏହାଫଳରେ ସେ ଏହିଭଳି ବିଳାସପୂର୍ଣ୍ଣ ଘର ଠିଆ କରିଥିବା ପ୍ରମାଣ ମିଳିଛି ।

ନେତା ଙ୍କ ଠାରୁ ଆରମ୍ଭ କରି ଫିଲ୍ମ ର ପ୍ରଯୋଜକ ଙ୍କୁ ଏହି ମହିଳା ନିଜ ରୂପ ଜାଲରେ ଫସାଇ ଏଭଳି କରିଛନ୍ତି । ତେବେ ଏହି ଯୁବତୀ ଜଣଙ୍କ ଫେସବୁକ ରେ ଫ୍ରେଣ୍ଡ ଋକ୍ଵେଷ୍ଟ ପଠାଉ ଥିଲେ ତେବେ ଯୁବତୀ ଙ୍କୁ ଦେଖି ସମସ୍ତେ ଭାବୁଥିଲେ ଯେ ସେ ଜଣେ ଭଲ ଘରର ମହିଳା । ଏହା ପରେ ଅର୍ଚ୍ଚନା ଫସାଇ ଥିବା ବ୍ୟକ୍ତି ଙ୍କୁ ନିଜ ଘରକୁ ଡାକି ନିଜ ଘରର ସମସ୍ତ ରୁମ ବୁଲି ଦେଖାଉଥିଲେ ମନରେ ଥିବା ଫାଙ୍କା ଶୂନ୍ୟାସ୍ଥାନ ମଧ୍ୟ ଦେଖାଉଥିଲେ ।

ଏହା ପରେ ସେ ଏକ ଗୁପ୍ତ କୋଠରି କୁ ନେଇ ସେଠାରେ ଘନିଷ୍ଟ ହେଉଥିଲେ ମାତ୍ର ସେଠାରେ ଲାଗିଥାଏ ଗୁପ୍ତ କ୍ୟାମେରା । ଏହା ପରେ ପରବର୍ତ୍ତୀ ସମୟରେ ଏହି ରେକର୍ଡିଙ୍ଗ କୁ ଦେଖାଇ ଫସାଉଥିଲେ ଏବଂ ଡିମାଣ୍ଡ କରୁଥିଲେ ବଡ ଆମାଉଣ୍ଟ ର ଟଙ୍କା । ମାତ୍ର ଖାଲି ଏହି ମହିଳା ନୁହଁନ୍ତି ତାଙ୍କର ଅନ୍ୟ ସାଥି ଝିଅ ମାନଙ୍କୁ ନେଇ ଏହି କାରବାରରେ ଲଗାଇଥିବା କଥା ମଧ୍ୟ ସାମ୍ନା କୁ ଆସୁଛି ।

ମାତ୍ର ସବୁଠାରୁ ବଡ କଥା ଯେ ଏହିଭଳି 5 ଷ୍ଟାର ଭଳି ଲାଗୁଥିବା ଘରଟି କଣ ଏହି ଟଙ୍କା ରେ ତିଆରି ହୋଇଛି ? ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ବଡ ବଡ ରାଜନେତା ଙ୍କ ସହିତ ତାଙ୍କର କଣ ଏଭଳି ଲିଙ୍କ ଥିଲା ଯାହା ତଦନ୍ତ ହେବା ନିହାତି ଭାବରେ ଆବଶ୍ୟକ ରହିଅଛି । ଏହି ମହିଳା ଙ୍କ ନାମ ହେଉଛି ଅର୍ଚ୍ଚନା ନାଗ । ଆଉ ତାଙ୍କ ସ୍ଵାମୀ ଙ୍କ ନାମ ହେଉଛି ଜଗବନ୍ଧୁ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *