ଠକ ମହିଳା Archana Nag ଙ୍କ ଅମାପ ସମ୍ପତି ଓ ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲ ଦେଖି ଆପଣଙ୍କ ହୋସ ଉଡିଯିବ, ଗିରଫ ହେବା ପରେ ଖୋଲୁଚି ସବୁ ଗୁମର, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ନେତା ପ୍ରଯୋଜକଙ୍କୁ ବ୍ଲାକମେଲିଂ କରି ଗିରଫ ହୋଇଥିବା ଯୁବତୀ ଙ୍କ ଘର ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଘର ଟି ଏଭଳି ହୋଇଛି ଯେ ନେତା ମନ୍ତ୍ରୀ ଙ୍କ ଘର ମଧ୍ୟ ତାଙ୍କ ଘର ଆଗରେ ଫିକା ପଡିଯିବ । ଏହା ହେଉଛି ଏଭଳି ଏକ ଆଲିଶାନ ବଙ୍ଗଳା ଯେଉଁ ଜାଗାରେ ପ୍ରତୀତି ଓଡିଆ ଚଳଚିତ୍ର ସୁଟ କରାଯାଇଅଛି ବୋଲି କୁହାଯାଇ ପାରିବ । ବର୍ତ୍ତମାନ ଗୋଟିଏ ଚଳଚିତ୍ର ର ଅଧା ସୁଟିଙ୍ଗ ମଧ୍ୟ ଚାଲିଛି ।

ଏହି ଘର ଭିତର ଦେଖିଲେ ଆପଣଙ୍କ ଆଖି ଲାଖିଯିବ ଏବଂ ଏହିଭଳି ଘର ଯେତେବେଳେ ଚଳଚିତ୍ର ରେ ଦେଖିବାକୁ ମିଳେ ତାହା କେବଳ ଜଣେ ବଡ ଷ୍ଟାର ଅଥବା ଜଣେ ସେଲିବ୍ରେଟି ହିଁ କରି ପାରିବ । ବର୍ତ୍ତମାନ ଅର୍ଚ୍ଚନା ନାଗ ନାମକ ଏହି ମହିଳା ଗିରଫ ହୋଇଛନ୍ତି ଏବଂ ତାଙ୍କ ନାମରେ ସଙ୍ଗିନ ଅଭିଯୋଗ ରହିଅଛି ଯେ ସେ ବିଭିନ୍ନ ଲୋକ ଙ୍କୁ ବ୍ଳାକମେଲ କରୁଥିଲେ ।

ଉପରକୁ ଥିଲେ ସେ ଜଣେ ଓକିଲ ମାତ୍ର ଭିତରେ କରୁଥିଲେ ଏଭଳି କାଣ୍ଡ । ଖବର ଅନୁସାରେ ଜଣେ ସୁନା ଦୋକାନୀ କୁ ମଧ୍ୟ ସେ ବ୍ଳାକମେଲ କରିଛନ୍ତି, ଜଣେ ନେତା ଙ୍କର ସମ୍ପର୍କୀୟଙ୍କୁ ମଧ୍ୟ ସେ ବ୍ଲାକମେଲ କରିଛନ୍ତି, ଏହା ପରେ ସେ ଏଭଳି କୋଟିପତି ହେଇଛନ୍ତି ବୋଲି କୁହାଯାଉଛି । ଅତୀତ ରେ ଯେଉଁ ଫିଲ୍ମ ପ୍ରଡ୍ୟୁସର ଙ୍କ ନାମରେ ସଙ୍ଘିମ ଅଭିଯୋଗ ଆସିଥିଲା, ଯୁବଳି ନିଜକୁ ଗୋଟିଏ ଓକିଲ ବୋଲି କୁହନ୍ତି ତେବେ ସେ ପ୍ରଥମେ ବନ୍ଧୁତା ବାନ୍ଧନ୍ତି ଏହାପରେ ଫ୍ରେଣ୍ଡ ଋକ୍ଵେଷ୍ଟ ପଠାନ୍ତି,

ଯେତେବେଳେ ବନ୍ଧୁତା ବଢେ ସେଥିପାଇଁ ସେ ବଡ ବଡ ହୋଟେଲ ରେ ଯାଇ ବସନ୍ତି । ଏହାପରେ ନିଜେ ଯୁବତୀ ଙ୍କୁ ପଠାନ୍ତି ଏବଂ ସଂପୂର୍ଣ୍ଣ ଜିନିଷ ରେକର୍ଡ କରିବା ପରେ ସେ ବ୍ଳାକମେଲିଙ୍ଗ କରିବା ଆରମ୍ଭ କରନ୍ତି । ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏବଂ ତଦନ୍ତ ପରେ ଜଣା ପଡିଛି ଯେ ଯୁବତୀ ଜଣଙ୍କ ଏକାଧିକ ଲୋକଙ୍କୁ ବ୍ଳାକମେଲିଙ୍ଗ କରିଛନ୍ତି ଏବଂ ସେହି ଟଙ୍କା ରେ ଏହି ଭଳି ଏକ ଆଲିଶାନ ଜୀବନ ଜାପାନ କରିଛନ୍ତି ।

ତାଙ୍କ ସ୍ଵାମୀ ଯିଏ ଥିଲେ ପୂର୍ବ ରୁ ଗାଡି ବ୍ୟବସାୟ କରୁଥିଲେ ବୋଲି କହିଥିଲେ ମାତ୍ର ପରେ ନିଜ ପତ୍ନୀ ସହିତ ମିଶି କିଛି ସୋ-ସି-ଆ-ଲ କାମ କରୁଛନ୍ତି ବୋଲି କହିଥିଲେ । ମାତ୍ର ଗିରଫ ହୋଇଥିବା ଅର୍ଚ୍ଚନା ଙ୍କ ଠାରୁ ସୂଚନା ମିଳିଛି ଯେ ସେ ଫସାଇ ଥିବା ଲୋକଙ୍କ ପାଖକୁ ଯୁବତୀ ମାନଙ୍କୁ ପଠାନ୍ତି ଏବଂ ଏହାପରେ ରେକର୍ଡ କରି ବ୍ଳାକମେଲିଙ୍ଗ କରନ୍ତି ।

ନିଜକୁ ଓକିଲ କହୁଥିବା ମହିଳା ପରେ କମ୍ପରମାଇଜ ନିମନ୍ତେ କୁହନ୍ତି ଏବଂ ମୋଟା ଆକାରର ଟଙ୍କା ହଡପ କରନ୍ତି । ବର୍ତ୍ତମାନ ଯୁବତୀ ଙ୍କ ଘରକୁ ପୋଲିସ ସିଜ କରିଛି ଏବଂ ହାର୍ଡ ଡିସ୍କ ରୁ କେତେ MMS ବାହାରିବ ତାହାକୁ ମଧ୍ୟ ପୋଲିସ ଅପେକ୍ଷା କରିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *