ଦୁର୍ଲଭ ବନସୁନ୍ଦରୀ ସାପର ଏମିତି ଭୟଙ୍କର ଦୃଶ୍ୟ କ୍ୟାମେରାରେ ହେଲା କଏଦ, ଦେଖିଲେ ଆପଣଙ୍କ ନିଦ ହଜିଯିବ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କୌଣସି ଏକ ଗ୍ରାମରେ ରହୁଥିବା ଗୋଟିଏ ପରିବାରରେ ବନସୁନ୍ଦରୀ ନାମକ ସାପ ଦେଖିବାକୁ ମିଳିଥିଲା । ଏହାକୁ ପରିବାର ସଦସ୍ୟ ଦେଖି ଭୟ କରିଗଲେ । ଏହାପରେ ସେମାନେ ସାପ ଉଦ୍ଧାରକାରୀ ଟିମ କୁ ତୁରନ୍ତ ଫୋନ କରି ଜଣାଇଲେ । ଖବର ପାଇ ସାପ ଉଦ୍ଧାରକାରୀ ଟିମ ଟି ଆସି ବନସୁନ୍ଦରୀ ନାମକ ସାପ କୁ ଖୋଜିବାକୁ ଲାଗିଲେ । ସାପ ଟି ଏକ ଅଳିଆଗଦା ଭିତରେ ଲୁଚି ରହିଥିଲା ଜଣେ ବ୍ୟକ୍ତି ନିର୍ଦ୍ଧିଷ୍ଟ ଭାବରେ ସାପଟିକୁ ଜଗି ରହିଥିଲା ।

ସେହି ବ୍ୟକ୍ତି ସୂଚନା ଦେବା କ୍ଷଣି ସାପ ଉଧାରକାରୀ ଟିମ ସାପଟିକୁ ଖୋଜିବାକୁ ଲାଗିଲେ । ଏହା ପରେ କେତେ ସମୟ ପରିଶ୍ରମ କରିବା ପରେ ସାପଟିକୁ କାଢି ବାହାର କରିବାରେ ସେମାନେ ସଫଳ ହେଲେ । ସାପ କୁ ଧରିଥିବା ଟିମ ର ମୁଖ୍ୟ ମେମ୍ବର କୁ ସାପ ଟି ଦଂସନ କରିବାକୁ ଲାଗିଲା । ଏହାକୁ ଇଂରାଜୀ ରେ କ୍ରିଙ୍ଗକ୍ରେଟ ଏବଂ ଓଡିଆରେ ସୁନ୍ଦରୀ ସାପ ନାମ ରେ ବହୁତ ଫେମସ ଅଟେ ।

ଅର୍ଥାତ ଏହାର କାମୁଡିବା ଷ୍ଟାଇଲ ଯାହା ରହିଅଛି ତଥା ଆଁ କରିବାର ଷ୍ଟାଇଲ ରୁ ଯଦି କିଏ ଏହାକୁ ଆଟାକ କରିବାକୁ ଆସେ ତେବେ ଏହାର ଆଁ ଦେଖି ସବୁ ଡରି ପଳାଇ ଯାଇଥାନ୍ତି । ଏହି ସାପ ଗଛରେ ବହୁତ କୌଶଳରେ ରହିଥାଏ । ଏବଂ ଗଛରେ ଏହାର ଆହାର ହୋଇଥାଏ ପକ୍ଷୀ । କେବେ କେବେ ଯଦି ଘରେ ପଶି ମୂଷା ମଧ୍ୟ ଖାଇବାକୁ ଭଲ ପାଇଥାଏ ଏହି ସାପ ।

ଏହି ସାପ ଅନେକ ପ୍ରକାରର ଆକ୍ସନ ଦେଖାଇଥାଏ । ନିଜ କୌଶଳ କ୍ରମେ ଆହାର କୁ ଖାଇବାକୁ ତିଳେ ମାତ୍ର ଅବହେଳା କରି ନଥାଏ । ଏହି ସାପ ଯଦି ଗୋଟିଏ ଥର ଦଂସନ କରି ଦେଇଥାଏ, ତେବେ ଜହରର ନାମ ନେଇନଥାଏ । ମାତ୍ର ଏହା ଯେତେବେଳେ କାମୁଡି ଥାଏ ଦାନ୍ତ ଟି ଭାଙ୍ଗି ରହିଯାଇଥାଏ ।

ଏହି ନାମ ସୁନ୍ଦରୀ ନାମରେ ଏଥି ନିମନ୍ତେ ଫେମସ ଏହାର ଯେଉଁ ଆକ୍ସନ ହୋଇଥାଏ ତାହା ସବୁଠାରୁ ଅଲଗା ହୋଇଥାଏ । ଏହି ସାପ ପ୍ରଥମେ ନିଜ ଶରୀରକୁ ଫୁଲାଇଥାଏ, ଏହାପରେ ଆଁ କରିବା ଆରମ୍ଭ କରିଦେଇଥାଏ । ଏହାର ଟାର୍ଗେଟ ରେ ଆସିଗଲେ ଦଂସନ କରିବାକୁ ପଛାଇବନି ।

ଏହି ସାପ ବହୁତ ବଡ ବଡ ଆକାରର ମିଳିଥାଏ ଏବଂ ଏମାନେ ଗଛରେ ଏତେ ଶୀଘ୍ର ଚଢିବାକୁ ଲାଗିଥାନ୍ତି ଯେ ଧାରଣାର ବାହାରେ । ତେବେ ଯେବେ ସୋସିଆଲ ମିଡିଆ ରେ ସାପ ଧରି ତାକୁ ବଞ୍ଚାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ସେବେଠାରୁ ବର୍ତ୍ତମାନ ଆଉ କେହି ସାପ କୁ ମାରୁ ନାହାଁନ୍ତି ବରଂ ବଞ୍ଚାଇବାରେ ଲାଗିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *